ଯୋଗୀ ଆଦିତ୍ୟନାଥ ଗୋରକ୍ଷ ପୀଠ ତରଫରୁ ରାମ ମନ୍ଦିର ପାଇଁ ଦେଲେ ଏକ କୋଟି ଟଙ୍କାର ସମର୍ପଣ ରାଶି

175

ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରଖପୁର ସ୍ଥିତ ଗୋରକ୍ଷପୀଠର ପୀଠାଧୀଶ୍ୱର ଯୋଗୀ  ଆଦିତ୍ୟ ନାଥ  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ  ଏକ କୋଟି ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଚିବ ପ୍ରଫେସର ଚମ୍ପତ ରାୟ ଏହି ସୂଚନା  ଦେଇଛନ୍ତି ।

ସେ କହିଛନ୍ତି ଯେ ସେ ଗୋରଖପୁର ପହଂଚିବା ପରେ ଗୋରଖନାଥ ମନ୍ଦିରର ଦର୍ଶନ କରିଥିଲେ । ଏହା ପରେ ଗୋରଖନାଥ ମନ୍ଦିରର ସଭାଗାର ମୁଖ୍ୟମନ୍ତ୍ରୀଙ୍କ ସହ ଗୋରଖପୁର ମହାନଗରର ପ୍ରମୁଖ ନାଗରିକ ମାନେ ନିଧି ସମର୍ପଣ କରିଥିଲେ ।

Leave A Reply

Your email address will not be published.