Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନେତାଜୀଙ୍କ ଜୟନ୍ତୀକୁ ଦେଶ ନାୟକ ଦିବସ ଘୋଷଣା କଲା ପଶ୍ଚିମବଙ୍ଗ
କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଦେଶ ନାୟକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ । ଏହି ଦିନ ୧୨.୧୫ରେ ଦେଶବାସୀଙ୍କୁ ଶଙ୍ଖ ବଜାଇବାକୁ…
ମାହାଙ୍ଗା ଡବଲ ମର୍ଡର ନେଇ ଥମୁନି ରାଜନୀତି
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଏପରି ସ୍ଥଳେ ବିଜେପି ଏହାକୁ ପଲଟିକାଲ୍ ମର୍ଡର ବୋଲି ଆଖ୍ୟା ଦେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ନୈତିକତା ଦୃଷ୍ଟିରୁ…
ଶପଥ ନେଲେ ମୁଖ୍ୟ ବିଚାରପତି
କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ…
ଝଲସିଲା ରେଶମ ନଗରୀ
ନୂଆବର୍ଷ ଭେଟି: ରାମଲିଙ୍ଗେଶ୍ୱର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ
ବ୍ରହ୍ମପୁର: ସୌନ୍ଦର୍ଯ୍ୟକରଣର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ିରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକମାନଙ୍କର ଆକର୍ଷଣୀୟ…
ଆସନ୍ତା ୧୮ରେ ଖୋଲିବ ପ୍ରସିଦ୍ଧ ମା ଘଟଗାଁ ତାରିଣୀ ମନ୍ଦିର
କେନ୍ଦୁଝର : ଆସନ୍ତା ୭ ତାରିଖଠାରୁ ଖୋଲିବ କେନ୍ଦୁଝରର ସମସ୍ତ ଧର୍ମାନୁଷ୍ଠାନ । କିନ୍ତୁ ଜିଲ୍ଲାର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଘଟଗାଁର ମା’ ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ତରଫରୁ…
ଚିଲିକାରେ ପକ୍ଷୀ ଗଣନା କାଲି
ନିୟୋଜିତ ହେବେ ୨୧ଟି ଟିମ୍
ଚିଲିକା: ଶୀତ ଆସିଲେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ । ଆସନ୍ତାକାଲି ସକାଳ ୫ ଟାରୁ…
କେନ୍ଦ୍ର ଓ କୃଷକଙ୍କ ଆଲୋଚନା ଅଷ୍ଟମଥର ବି ବିଫଳ, ଆସନ୍ତା ୮ରେ ପୁଣି ହେବ ଆଲୋଚନା
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ତେବେ ସୋମବାର ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣିଥରେ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ ତାରିଖରେ ପୁଣି…
ପଟ୍ଟା ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ କଲେ ୱାର୍ଡବାସୀ
ମାଲକାନଗିରି: ପଟ୍ଟା ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ କଲେ ବାଲିମେଳା ଏନ୍ ଏସି ର ୧୨ ନଂ ୱାର୍ଡବାସୀ । ଆଜି ଉକ୍ତ ୱାର୍ଡର ସମସ୍ତ ପୁରୁଷ ଏବଂ ମହିଳା ମାଆ ମାନେ ଏନ୍ ଏସି କାର୍ଯ୍ୟାଳୟକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ଦାବିପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଆସିଥିଲେ। ତେବେ…
ଦୁର୍ଗମ ପିପିଲାପଦର ଗ୍ରାମରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ପିପିଲାପଦର ଠାରେ ବ୍ଲକ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୋରୁକୋଣ୍ଡା ମେଡିକାଲ ଟିମ ପହଁଚି ସମସ୍ତଙ୍କ…
ଚୀନର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ ମା ନିଖୋଜ !
ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ
ବେଜିିଂ: ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ପ୍ରାୟ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ବିଶ୍ବର ଅନ୍ୟତମ ଧନୀ ତଥା ହଜାର ହଜାର କୋଟି…