Browsing Category

ରାଜ୍ୟ

ବନ୍ଧା ହେଲା ମାଷ୍ଟରମାଇଣ୍ଡ୍

କଟକ: କଟକରେ କୋଟି କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ କାରବାର ଚାଲିଥିଲା । ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଏହି ଠକେଇ । ଏହି ଠକେଇ କାରବାରର ମାଷ୍ଟର ମାଇଣ୍ଡ୍ ସନ୍ଦୀପ ମହାନ୍ତିକୁ ବାଲିଅନ୍ତା…

୬ରୁ ସାରା ଦେଶରେ ଟିକାକରଣ !

ଭୁବନେଶ୍ୱର: ନୂଆବର୍ଷରେ ଦେଶକୁ ମିଳିଲା କୋଭିଡ୍‌ ଟିକା । ଜାନୁଆରୀ ୬ରୁ ଆରମ୍ଭ ହୋଇପାରେ ଟିକାକରଣ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡକୁ ଅନୁମତି ଦେଇଛି ସ୍ୱତନ୍ତ୍ର ଏକ୍ସର୍ଟ କମିଟି । ଆଜି ଏନେଇ ଏକ ସ୍ୱତନ୍ତ୍ର ଏକ୍ସର୍ଟ କମିଟି ଦ୍ୱାରା ମିଟିଂ ବସିଥିଲା । ଯେଉଁଥିରେ ସେରମ୍‌…

ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର

ମୋଦୀଙ୍କୁ ଚିଠି ଲେଖିଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ଶ୍ରୀକ୍ଷେତ ଭୁବନେଶ୍ୱର: ପୁରୀରେ ପ୍ରତିଷ୍ଠା ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ଶ୍ରୀଜଗନ୍ନାଥ ବିମାନ ବନ୍ଦରରେ ନାଁରେ ନାମିତ କରାଯାଉ । ଆଜି ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି…

ବିଷ ପିଇ ବାଳକର ଆତ୍ମହତ୍ୟା

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ପୂଜାରୀଗୁଡା ଗାଁ ଆଦିବାସୀ ସାହିର ଦାନା କୁଲିସିକାଙ୍କ ସାନ ପୁଅ ରହିତ କୁଲିସିକା (୧୨) ଷଷ୍ଟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ବିଷ ପାନ କରି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା…

ନୂଆବର୍ଷରେ ମୋଦୀଙ୍କ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପର ଉପହାର

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି । ଏହି କ୍ରମରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ୍ ହାଉସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।…

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଅସିତ ତ୍ରିପାଠୀଙ୍କ ଅବସର ପରେ ସୁରେଶ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ।…

ନବ ବର୍ଷରେ ବଡ଼ଦାଣ୍ଡରେ ୫ଟି ସଚିବ ଭି. କେ ପାଣ୍ଡିଆନ, କଲେ ପତିତପାବନ ବାନା ଦର୍ଶନ

ଭୁବନେଶ୍ୱର: ନୂଆ ଆଶା ଓ ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ । ଆଉ ଏହି ନୂଆ ବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଭକ୍ତଙ୍କ ଏହି ଆଶା ପତିତପାବନ ବାନାକୁ ଦେଖି ପୂରଣ ହୋଇଛି । ନବ ବର୍ଷରେ ପତିତପାବନ ବାନା ଦର୍ଶନ କଲେ ୫ଟି ସଚିବ ଭି. କେ ପାଣ୍ଡିଆନ । ଶ୍ରୀମନ୍ଦିର…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଜଗନ୍ନାଥଧାମ ଅନ୍ୟତମ। ଏଠାକୁ ସମଗ୍ର…

ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ପାଇଁ , ୮୪ଟି ନୂଆ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଦୃଢ ହେବ ସ୍ୱାସ୍ଥ୍ୟସେବା । ରାଜ୍ୟର ଉପକୂଳରୁ ଉପାନ୍ତ ଆହୁରି ସୁଦୃଢ ହେବ ସ୍ୱାସ୍ଥ୍ୟସେବା । ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଏହାର ଉଦଘାଟନ କରାଯାଇଛି । ୨୭ଟି…

ନୂତନବର୍ଷରେ ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ ପାଇଁ ଶପଥ ପାଠ

ବାଙ୍କୀ: ଡମପଡା ବ୍ଲକକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଡମପଡା ସମନ୍ୱିତଶିଶୁ ବିକାଶ ବିଭାଗ ପକ୍ଷରୁ ସିଡିପିଓ ନିର୍ମଳା ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲା ବାଲ୍ୟ…