Browsing Category

ରାଜ୍ୟ

ଦାଉଦ ସହଯୋଗୀ ଅବଦୁଲ ମାଜିଦ୍ ଝାଡ଼ଖଣ୍ଡରୁ ଗିରଫ

ଗୁଜୁରାଟ: ଆଣ୍ଟି ଟେରରିଜମ୍ ସ୍କ୍ୱାଡକୁ ବଡ଼ ସଫଳତା ।ଗୁଜୁରାଟ ଏଟିଏସ୍ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ନିକଟତମ ସହଯୋଗୀ ଅବଦୁଲ୍ ମାଜିଦ କୁଟ୍ଟିକୁ ଗିରଫ କରିଛି । ଅବଦୁଲ ମାଜି୍ ଝାରଖଣ୍ଡରୁ ଗିରଫ ହୋଇଛନ୍ତି । ସେ ଗତ ୨୪ ବର୍ଷ ହେଲା ଫେରାର ଥିଲେ । ଏଟିଏସ୍ ଅଧିକାରୀଙ୍କ…

ଗଜପତିରେ ନାବାଳିକାଙ୍କୁ ଅସଦାଚରଣ, ଜଣେ ଅଟକ

ପାରଳାଖେମୁଣ୍ଡି:(ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ କାଶୀନଗର ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ରରେ…

ଜୟପୁର ଠାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜୟପୁର ସହରର ସଙ୍ଗମ କଲ୍ୟାଣ ମଣ୍ଡପଠାରେ ଜୟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ଦଳର ମହିଳା ନେତ୍ରୀ ଓ କର୍ମୀମାନଙ୍କୁ ନେଇ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । କୋରପୁଟ ଜିଲା…

ଅମିତ ଶାହା ଆସାମରେ ଅନେକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ଗୁଆହାଟି: ଦୁଇ ଦିନିଆ ଉତ୍ତର-ପୂର୍ବ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଆସାମରେ ଅଛନ୍ତି। ଆଜି ଆସାମ ଗସ୍ତରେ ଅମିତ ଶାହା ଅନେକ ସରକାରୀ ଯୋଜନା ପାଇଁ ମୂଳଦୁଆ ପକାଇଲେ। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ରରେ ଉତ୍ତର-ପୂର୍ବର ବିକାଶକୁ କେନ୍ଦ୍ର କରି ମୋଦି ସରକାର ୬…

ଡି-ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍

କଟକ: କମିଶନରେଟ ପୋଲିସ ଖୋଲୁଛି ଡି-ସାମ୍ରାଜ୍ୟର ଗୁମର । ଆଜି ପୁଣି ଡି’ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍ କରିଛି କମିଶନରେଟ ପୋଲିସ । ସୁଶୀଲ ଧଳସାମନ୍ତ ଘରେ ସୁଶୀଲକୁ ନେଇ ସର୍ଚ୍ଚ ଅପରେସନ କରୁଛି । ରିମାଣ୍ଡରେ ଆଣି ଧଳସାମନ୍ତ ବ୍ରଦର୍ସଙ୍କୁ ସିଡିଏ ବାସଭବନରେ ପଚରାଉଚରା କରାୟାଉଥିବା…

ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳତି ହେଉଛି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ…

ମଧ୍ୟପ୍ରଦେଶରେ ପ୍ରେମ ଜିହାଦ ବିରୋଧରେ କ୍ୟାବିନେଟର ବିଲ୍ କୁ ଶିବରାଜ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି

ଭୋପାଳ: ଶନିବାର ମଧ୍ୟପ୍ରଦେଶର କ୍ୟାବିନେଟ୍ ଲଭ୍ ଜିହାଦ୍ ବିରୋଧରେ ଧାର୍ମିକ ସ୍ୱାଧୀନତା ବିଲ୍ ଡ୍ରାଫ୍ଟକୁ ଅନୁମୋଦନ କରିଛି। ବର୍ତ୍ତମାନ ଏହାକୁ ବିଧାନସଭାରେ ଅନୁମୋଦନ ପାଇଁ ରାଜ୍ୟର ଶିବରାଜ ସରକାର ଉପସ୍ଥାପନ କରିବେ। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ୟୁରୋପର ଆଠଟି ଦେଶରେ କରୋନାର ନୂତନ ଷ୍ଟ୍ରେନ୍, WHO ଦେଲା ସୂଚନା

ଜେନେଭା: କରୋନା ଜୀବାଣୁ (COVID-19) ର ଏକ ନୂଆ ଷ୍ଟ୍ରେନ୍ ଦେଖାଯିବା ପରେ ବିଶ୍ୱ ଭୟଭୀତ ହୋଇପଡିଛି । ୟୁରୋପର ଆଠଟି ଦେଶରେ ଏପର୍ଯ୍ୟନ୍ତ ନୂତନ କରୋନା ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସୂଚନା ଦେଇଛି । ପରିସ୍ଥିତି ଉପରେ ନଜର ରଖିଥିବା ସଂଗଠନ କହିଛି।…

ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି

ଜାମ୍ମୁ: ପ୍ରଧାନମନ୍ତ୍ରୀ ଆଜି ଜାମ୍ମୁ କାଶ୍ମୀର ପାଇଁ ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୧୨.୪୦ ରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଯୋଜନା ଜାମ୍ମୁ କାଶ୍ମୀରର ଏକ କୋଟି ଲୋକଙ୍କୁ ଉପକୃତ କରିବ ଯେଉଁମାନେ ଆୟୁଷ୍ମାନ…

୧୮୦ କିଲୋ ଗଂଜେଇ ଜବତ, ୧ଗିରଫ

ବୈପାରିଗୁଡା: ବୈପାରିଗୁଡା ପୋଲିସ ଦ୍ବାରା ଏକ ସ୍ୱିଫ୍ଟ କାରରୁ ୧୮୦ କିଲୋ ଗଂଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଫୁଲପଦର ଗ୍ରାମର ଗଙ୍ଗାଧର ଖରାଙ୍କ ୧୯ ବର୍ଷୀୟ ପୁଅ ଇଲିୟା ଖରା । ପୋଲିସ୍ ପେଟ୍ରୋଲିଂ ବେଳେ…