Browsing Category

ରାଜ୍ୟ

ପୁତ୍ର ହତ୍ୟାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବୀ ନେଇବାପା ମାଆ ଅତରିକ୍ତ ଏସପି ଙ୍କ ଦ୍ୱାରାସ୍ଥ

ଛତ୍ରପୁର: ଗତ ନଭେମ୍ବର ୧୧ ତାରିଖ ଦିନ ସକାଳୁ କୋଦଳା ଥାନା ଅନ୍ତର୍ଗତ ତାଳସର ସ୍ଥିତ ଉଚ୍ଚ ବିଦ୍ୟାଳୟ ପଛପଟ ପୋଖରୀ ହୁଡାରୁ ଗ୍ରାମର ବିରିପୁର ସାହିର ବିଶ୍ୱନାଥ ରାଉତଙ୍କ ପୁଅ ସୁନୀଲ ରାଉତ(୩୦) ର ମୃତ ଦେହ ୁ ଉଦ୍ଧାର ହେବା ପରେ ସୁନୀଲଙ୍କ ବାପା ବିଶ୍ୱନାଥ ଓ ମାଆ ପୁନା ରାଉତ ତାଙ୍କ ପୁଅକୁ…

ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ

୩୩କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ ପାରଳାଖେମୁଣ୍ଡି : ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି । ଏହି କାରବାରରେ ଚୋରା ଗଞ୍ଜେଇ ମାଫିଆମାନେ କୋଟି କୋଟି ଟଙ୍କା ଅର୍ଜନ କରୁଥିବା ବେଳେ ନାମକୁ ମାତ୍ର…

ଆନ୍ଧ୍ରକୁ ଚାଲାଣ ବେଳେ ବିପୁଳ ପରିମାଣର କାଠ ଜବତ

ପାରଳାଖେମୁଣ୍ଡି : ଆନ୍ଧ୍ରକୁ ଚାଲାଣ ବେଳେ ଗଜପତି ଜିଲ୍ଲା କାଶୀନଗର ପୋଲିସ ପକ୍ଷରୁ ବିପୁଳ ପରିମାଣର କାଠ ଜବତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏକ ପୋଲିସ ଟିମ୍ ଗତ କାଲି ରାତ୍ର ସମୟରେ ପେଟ୍ରୋଲିଂ…

୫ ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟର ଜବତ, ୫ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ପକ୍ଷରୁ ୫ଗୋଟି ଚୋରା ବାଲି ଚାଲାଣ ବଝୋଇ ଟ୍ରାକ୍ଟରକୁ ଜବତ କରାଯାଇ ଏହାର ୫ଜଣ ଚାଳକମାନଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ ଗୁରାଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ଠାରେ ଚଢାଉ କରାଯାଇଥିଲା ।…

ଆସନ୍ତାକାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭୟ ପାଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍‌ଏସ୍ ଅଫିସର୍‌‌ ଅଭୟକାନ୍ତ ପାଠକ। ଅଭୟ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଭିଜିଲାନ୍ସ…

‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନ ରଦ୍ଦ କରାଯାଉ

ନୂଆଦିଲ୍ଲୀ: ‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନକୁ ରଦ୍ଦ କରିଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ଦାଖଲ କରାଯାଇଛି। କୌଣସି ନିର୍ବାଚନରେ ଯଦି ‘ନୋଟା’କୁ ଅଧିକ ଭୋଟ୍ ମିଳେ, ସେହି ନିର୍ବାଚନକୁ ରଦ୍ଦ କରି ପୁନର୍ବାର ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ…

ସନି ଦେଓଲ୍ COVID-19 ପଜିଟିଭ୍ ପାଇବା ପରେ ହିମାଚଳ ପ୍ରଦେଶରେ ଆଇସୋଲେଟ ହେଲେ

ଶିମଲା: ଅଭିନେତା ତଥା ରାଜନେତା ସନ୍ନି ଦେଓଲ୍ କୋଭିଡ୍ -19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି ଏବଂ ପଜିଟିଭ ପାଇଛନ୍ତି । ବୁଧବାର ସକାଳେ ସେ ନିଜ ପ୍ରଶଂସକଙ୍କ ସହ ସୂଚନା ବାଣ୍ଟିବାକୁ ଟ୍ୱିଟରକୁ ଯାଇ ସଂକ୍ରମଣ ପାଇଁ ନିଜକୁ ପରୀକ୍ଷା କରିବାକୁ କହିଛନ୍ତି। ଯେଉଁମାନେ ତାଙ୍କ ସହ ଘନିଷ୍ଠ…

ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ୩୦୩ ରନର ଲକ୍ଷ୍ୟ ଦେଲା ଭାରତ

କାନବେରା: ସିଡ୍‌ନିରେ ଯୁଗଳ ପରାଜୟ ବରଣ କରିଥିବା ଭାରତୀୟ ଦଳ ଆଜି କାନବେରାରେ ତୃତୀୟ ତଥା ଶେଷ ଦିନିକିଆରେ ଟସ୍ ଜିତି ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୩୦୩ ରନର ଟାର୍ଗେଟ୍ ଦେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ବିନିମୟରେ ୩୦୨ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଶିଖର ଧାୱନ୍…

ଅଭୟ ପାଠକ ମାମଲାରେ ବ୍ରହ୍ମପୁରରେ ଏସ୍‌ଆଇଟିର ତଦନ୍ତ ଜାରି, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଖୋଳତାଡ଼

ବ୍ରହ୍ପୁପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍‌ଏସ୍ ଅଫିସର୍‌‌ ଅଭୟକାନ୍ତ ପାଠକଙ୍କ ବିରୋଧରେ ଭିଜିଳାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ତଦନ୍ତ ଜାରି ରଖିଛି। ଏସ୍‌ଆଇଟିର ଏକ ଟିମ୍‌ ଗତକାଲିଠାରୁ ବ୍ରହ୍ମପୁରରେ ଡେରା ପକାଇଥିବା ସୂଚନା ରହିଛି।…

ବନ୍ଦ ହେଲା ଦିଲ୍ଲୀ-ନଇଡ଼ା ସୀମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଆଜି ମଧ୍ୟ ନଇଡ଼ା-ଦିଲ୍ଲୀ ସୀମାନ୍ତରେ ଧାରଣା ଜାରି ରଖିଛନ୍ତି। ଫଳରେ ଦ୍ୱିତୀୟ ଦିନ ଜାତୀୟ ରାଜଧାନୀ ଅଞ୍ଚଳ ସହ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ବନ୍ଦ ରହିଛି। ତେଣୁ ଜାତୀୟ ରାଜଧାନୀ…