Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ଗୋପାଳପୁରର ଅର୍ପଣ ରଥକୁ ସ୍ୱାଗତ
ବ୍ରହ୍ମପୁର, ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ ଅର୍ପଣ ରଥକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଚନ୍ଦପୁରୁ, ରଣ୍ଡା, ମାନ୍ଦରାଜପୁରୁ, ରାମଚନ୍ଦ୍ରପୁରୁ, କମଳାପୁରୁ ଓ…
ଜାତୀୟ ଯୁବ ଦିବସ ପାଳିତ
ଖୋର୍ଦ୍ଧା,ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ସହଯୋଗରେ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ଗଠନରେ ଓ ଜାତୀୟ ସଂହତି ସୁରକ୍ଷାରେ ଯୁବ ଶକ୍ତି ସମ୍ପର୍କରେ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ…
ଖବର ଓଡିଶା ଫାଉଣ୍ଡେସନ ଦିବସ ପାଳନ କରେ |
ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ୱେବ୍ ଚ୍ୟାନେଲ୍ ଅନି ଆନ୍ତର୍ଜାତୀୟ ଖବର ଓଡିଶା ଏହାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସକୁ ଶୁକ୍ରବାର ଦିନ ହୋଟେଲ ରୟାଲ୍ ପ୍ୟାଲେସ୍,ଯାଜପୁର ରୋଡରେ ପାଳନ କରିଛି | ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଚ୍ୟାନେଲ ବିଜେପି ଯୁବ ନେତା ଶ୍ରୀ ପୁଲିନ…
ପରିକ୍ରମା ପ୍ରକଳ୍ପ : ଶ୍ରୀକ୍ଷେତ୍ର ଉତ୍ସବମୁଖର ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି
ଭୁବନେଶ୍ୱର, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ । ଉତ୍ସବମୁଖର ହୋଇପଡ଼ିଛି ପୁରୀ । ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଲାଗି ରହିବା ସହିତ ଚାକଚକ୍ୟ ସାଜସଜ୍ଜାରେ ଝଲସୁଛି ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଗଲାଣି…
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ |
ପୁରୀ: ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ବାର୍ଷିକୀ ସମୂଦ୍ର କୁଲରେ ବିବେକା ନନ୍ଦଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରି ପୁରୀରେ ପାଳନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା କଲେକ୍ଟର ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ…
ଶ୍ରୀରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ୧୧ଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ
ନୂଆଦିଲ୍ଲୀ,ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି। ଏହା ଏକ ବିରାଟ ଦାୟିତ୍ୱ। ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଲା ଅଙ୍କୁରାରୋପଣ ସାରା ବିଶ୍ୱ ଦେଖିବ ଶ୍ରୀମନ୍ଦିର ସଂସ୍କୃତି : ଗଜପତି
ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିାଇଁ ଆରମ୍ଭ ହୋଇଛି ପୂଜାବିଧି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଆଚାର୍ଯ୍ୟବରଣ କରିଛନ୍ତି ଗଜପତି ମହାରାଜା।…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ରଣଦୀପ୍
ମୁମ୍ବାଇ, ବଲିଉଡର ଅଭିନେତା ରଣଦୀପ ହୁଡା। ସେ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିରର ସମାରୋହ ଆୟୋଜିତ ହେବାକୁଯାଉଛି। ଯେଉଁଥିରେ ଦେଶର…
ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୱାକାଥନ୍, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କର…
ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପିତ ଚାଷୀଙ୍କ ବିକାଶରେ ରାଜ୍ୟର ବିକାଶ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବଲାଙ୍ଗୀରର ·ଷୀଭାଇ ମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ…