Sign in
Sign in
Recover your password.
A password will be e-mailed to you.
Browsing Category
Accident
ବାଇକ କୁ ଧକ୍କା ଦେଲା ଟ୍ରାକ୍ଟର, ଗୁରୁତର ଯୁବକଙ୍କ ମେଡ଼ିକାଲ ରେ ମୃତ୍ୟୁ ଘଟଣାସ୍ଥଳରେ ଉତ୍ତେଜନା
ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ବେପରୁଆ ଟ୍ରାକ୍ଟର ଚାଳକ ର ଅସାବଧାନତା ଯୋଗୁଁ ଟ୍ରାକ୍ଟର ପଛ ପଟ ଟ୍ରାକ୍ଟର ଡାଲା ପଲଟି ପଡିବାରୁ ଡାଲା ରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ଚାପି ହୋଇ…
କାର ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରିବାର ଲୋକ ଗୁରୁତର, ପୂର୍ବତନ ବିଧାୟକ ପ୍ରଭାତ…
ଆଠମଲ୍ଲିକ: ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ବାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ବାଳ ଓ ନାତୁଣୀ ଅମ୍ବିକା ବିଶ୍ବାଳ ଆହତ ହୋଇଛନ୍ତି।…
ବିମାନ ଦୁର୍ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କଲେ ମୋଦି
ନୂଆଦିଲ୍ଲୀ, : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥିତିର ସମୀକ୍ଷା ପାଇଁ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦୁର୍ଘଟଣାସ୍ଥଳ ଏବଂ ଆହତମାନଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ…
ଶୁଟିଂ ସେଟରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତ
ହାଇଦ୍ରାବାଦ, : ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ \"ଦି ଇଣ୍ଡିଆ ହାଉସ\'ର ଶୁଟିଂ ସେଟରେ ଘଟିଛି ବଡ଼ ଦୁର୍ଘଟଣା । ଶୁଟିଂ ଚାଲିଥିବା ବେଳେ ଏକ ବଡ଼ ପାଣି ଟାଙ୍କି ହଠାତ ଫାଟି ଯିବାରୁ ୭ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ…
ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧
ଅହମ୍ମଦାବାଦ, : ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ । ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ ।…
ସଡକ ଦୁର୍ଘଟଣାରେ ନବନିବାହିତ ଦମ୍ପତି ସମେତ ୫ ଜଣଙ୍କ ମୃତ୍ୟୁ
ଜୟପୁର, : ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ ଘଟିଛି । ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଦୌସା -ମନୋହରପୁର ଜାତୀୟ ରାଜପଥ (ଏନଏଚ…
ବସ ଦୁର୍ଘଟଣାରେ ପରିବା ବିକାଳୀ ଗୁରୁତର ଘଟଣା,ଚିକିତ୍ସା ସହାୟତା ଦାବିରେ ବସକୁ ଅଟକ ରଖି ରାସ୍ତା ଅବରୋଧ
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱର ରୁ ଜୟପୁର ଯାଉଥିବା ଓଏସ୍ଆରଟିସି ଭଲବୋ ବସ ଜଣେ ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିଲା। ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ…
ଟ୍ରକ କୁ ପଛ ପଟୁ ପିଟି ଯାତ୍ରୀବାହୀ ବସ ଦୁର୍ଘଟଣା, ଜଣେ ମୃତ,୫ ଗୁରୁତର ,ପୁଲିସ ର ତଦନ୍ତ ଜାରି।
ଧର୍ମଗଡ଼ : ଭୁବନେଶ୍ୱର ରୁ ଉମର କୋଟ ଯାଉଥିବା ରଘୁନାଥ ନାମକ ବସ ନମ୍ବର (ଓଡ଼ି ୨୫ ଜେ ୦୯୬୬) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତା କଡ଼ ରେ ପୂର୍ବରୁ ଛିଡା ହୋଇଥିବା ମାଲ ବୋଝେଇ ଏକ ଟ୍ରକ ନମ୍ବର (ୱବୁ ବି ୩୩ ଇ ୯୪୫୫) କୁ…
ଆଜିଠାରୁ ଆରମ୍ଭ ହେଲା “ଶୂନ ଦୁର୍ଘଟଣା ଦିବସ’
ଭୁବନେଶ୍ୱର, ୩ା୬ : ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍ ଭାବେ…
ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ଯାତାୟାତ ବାଧାପ୍ରାପ୍ତ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ବ୍ରିଜ ଉପରେ ଡିଭାଇଡର୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ । ଏହି କାରଣରୁ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁରରୁ…