Browsing Category

ଅପରାଧ

ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ଭିଜିଲାନ୍ସ ଜାଲରେ ମହିଳା

ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ପୋଲିସ ଅଧିକାରୀ । ଘରୋଇ ମାମଲାର ସମାଧାନ ପାଇଁ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । କେ.ନୂଆଗାଁ ଥାନା ଅନ୍ତର୍ଗତ…

ସତ ମାନିଲା ପାକିସ୍ତାନ : ଭାରତ ୨୦ ନୁହେଁ, ୨୮ଟି ସ୍ଥାନକୁ ଟାର୍ଗେଟ କରିଥିଲା

ନୂଆଦିଲ୍ଲୀ,: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍‌ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ ବାୟୁସେନା…

ପୁଣି ଗଡିଲା ଆଉ ଜଣେ ଯୁବକଙ୍କ ମୁଣ୍ଡ ପୂର୍ବ ଶତ୍ରତତାକୁ କେନ୍ଦ୍ର କରି ହତ୍ଯା ଯୁବକଙ୍କୁ ହତ୍ୟା ଅଭିଯୋଗ ବଡ ବଜାର ଥାନା…

ବ୍ରହ୍ମପୁର ସହରରେ ପୁଣି ଗଡିଲା ଆଉ ଜଣେ ଯୁବକଙ୍କ ମୁଣ୍ଡ। ପୂର୍ବ ଶତ୍ରତତାକୁ କେନ୍ଦ୍ର କରି ହତ୍ଯା ଯୁବକଙ୍କୁ ହତ୍ୟା ଅଭିଯୋଗ। ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ ଏଭଳି ବିଭତ୍ସ ହତ୍ଯାକାଣ୍ଡ ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ଦେଖିବା ଆମର ଏହି ରିପୋର୍ଟ।…

ୟୁକ୍ରେନ୍‌ର ପ୍ରଚଣ୍ଡ ଆକ୍ରମଣ : ଋଷର ୨ ପ୍ରମୁଖ ବାୟୁସେନା ଘାଟି ଛାରଖାର

ନୂଆଦିଲ୍ଲୀ,: ୟୁକ୍ରେନ୍ ଆଜି ଋଷ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନ୍ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି । ଏଥିରେ ଋଷର ୪୦ଟି ଯୁଦ୍ଧ ବିମାନ ନଷ୍ଟ…

ଏମକେସିଜି ମେଡିକାଲରେ ପୁଣି ରେଗିଂ, ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା

ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ l ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ l ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା । ଏଣ୍ଟି ରେଗିଂ‌ କମିଟିର ବୈଠକରେ ହେଲା ନିଷ୍ପତ୍ତି । ଗତ ମେ ମାସ ୧୨…

ଜନ ପ୍ରତିନିଧିଙ୍କୁ ଅଣଦେଖା ଓ ବାହାର ଲୋକଙ୍କ ଦ୍ୱାରା ମହିଳା ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ…

ଜନ ପ୍ରତିନିଧିଙ୍କୁ ଅଣଦେଖା ଓ ବାହାର ଲୋକଙ୍କ ଦ୍ୱାରା ମହିଳା ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜୁ ଜନତା ଦଳର ପ୍ରତିନିଧି ଦଳ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର, ଗଞ୍ଜାମ, ଛତ୍ରପୁର ଓ ସୋରଡା ସମେତ ବିଭିନ୍ନ ବ୍ଲକରେ ଜନ ପ୍ରତିନିଧି ମାନଙ୍କୁ…

ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ଜାତୀୟ ରାଜପଥ ୨୬ ରାସ୍ତାରୁ ଏ.ଏସ.ଆଇ ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ ।କଳାହାଣ୍ଡି ଜିଲ୍ଲା…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ

ଇସଲାମାବାଦ୍, : ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି । ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ "ଲିଷ୍ଟ ଏ' ଖେଳିଛନ୍ତି । ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟର ଏବଂ କୋଚ ମୋହିନ୍ଦର କୁମାରଙ୍କ…

ହଡ଼କୋର ଏସିଏମ ମାଓବାଦୀ କୁଞ୍ଜମ ହିଡ଼ମା ଗିରଫ

କୋରାପୁଟ, : କୋରାପୁଟ ପୋଲିସକୁ ବଡ଼ ସଫଳତା । ହଡ଼କୋର ମାଓବାଦୀ କୁଞ୍ଜମ ହିଡ଼ମାକୁ ଗିରଫ କରିବାରେ ସଫଳ ହୋଇଛି । ଗତ କିଛି ଦିନ ତଳେ ଛତିଶଗଡ ବିଜେପୁର ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଅନେକ ମାଓବାଦୀ ମୃତ୍ୟୁ ବରଣ କରିଥିଲେ । ଛତିଶଗଡ ରାଜ୍ୟକୁ…

ଚିନ୍ତା ବଢାଇଲା କରୋନା : ଓଡିଶାରେ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନୂଆ ଚିନ୍ତା ସୃଷ୍ଟି କରିଛି । ବିଭାଗର ସୂଚନା ଅନୁସାରେ, ୫…