Browsing Category

main stories

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

ନୂଆଦିଲ୍ଲୀ,: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା ସହିତ, ରାଷ୍ଟ୍ରପତି ଭବନରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ…

ଆଉ ଏକ ମାଇଲଖୁଣ୍ଟ ହାସଲ କଲେ ପ୍ରଧାନମନ୍ତ୍ରୀ ମୋଦି, ପଛରେ ପଡ଼ିଲେ ଇନ୍ଦିରା ଗାନ୍ଧି

ନୂଆଦିଲ୍ଲୀ, ୨୫ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଏବେ ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ (ଗୋଟିଏ ଥରରେ ବା କ୍ରମାଗତ ଭାବେ) କାର୍ଯ୍ୟ କରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି । ପୂର୍ବରୁ ଏହି ରେକର୍ଡ…

ତଦାନ କେନ୍ଦ୍ରର ସୁବ୍ୟବସ୍ଥା କରଣ ନିମନ୍ତେ ବୈଠକ

ଆଠମଲ୍ଲିକ, :  ଆଠମଲ୍ଲିକ ଉପ ଜିଲ୍ଲାପାଳ ଙ୍କ କକ୍ଷରେ ୬୩-ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ସୁବ୍ୟବସ୍ଥାକରଣ ନିମନ୍ତେ   ଉପଜିଲ୍ଲାପାଳ-ତଥା- ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହା ଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକର ବିଭିନ୍ନ ରାଜନୈତିକ…

୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,: ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୪ଘଣ୍ଟା ୩୦ମିନିଟ୍ ରେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳ…

କୋକସରା ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ବିଜ୍ଞାନ ପ୍ରଦର୍ଶିତ ମେଳା ଅନୁଷ୍ଠିତ

ଧର୍ମଗଡ : ଆଧୁନିକ ଯୁଗରେ ବିଜ୍ଞାନ ର ଆବଶ୍ୟକତା ପ୍ରତିଟି କ୍ଷେତ୍ରରେ ମାନବ ସମାଜ ପାଇଁ ଅପରିହାର୍ଯ୍ୟ,ଆଗାମୀ ସମୟରେ ବିଭିନ୍ନ ଉତ୍ସ ରୁ ଶକ୍ତି ସଂରକ୍ଷଣ ର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀ ଙ୍କ ଜ୍ଞାନ ଆହରଣ ପାଇଁ ବିଜ୍ଞାନ ମେଳା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଥିବା ବେଳେ…

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ,: ଦିବ୍ୟା ଦେଶମୁଖ ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଝୋଙ୍ଗୟୀ ଟାନଙ୍କୁ ପରାସ୍ତ କରି ମହିଳା ବିଶ୍ୱକପ୍ (ଏଫ୍‌ଆଇଡିଇ ମହିଳା ବିଶ୍ୱକପ୍‌)ର ଫାଇନାଲରେ ପହଞ୍ଚିଛନ୍ତି । ସେ ଏହି ସଫଳତା ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ସେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ୨୦୨୬ ପାଇଁ…

ଜିମ୍ ନଯାଇ ଓଜନ ହ୍ରାସ କଲେ ବୋନି କପୁର

ମୁମ୍ବାଇ, : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହଁ, ସମ୍ପ୍ରତି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ଏବଂ ଫିଟ ଦେଖାଯାଉଛନ୍ତି । ଏହି ଫଟୋ ଇଣ୍ଟରନେଟରେ…

22 ଦିନ ହେଲା ମହିଳା ନିଖୋଜ

ସାଲେପୁର : ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଜନlର୍ଦ୍ଧନପୁର ଗାଁ ର ସୁକାନ୍ତ ପlତ୍ର ଙ୍କ ପତ୍ନୀ ମମତା ପାତ୍ର ଙ୍କ ନିଖୋଜ ଘଟଣା କୁ କୋଡିଏ ଦିନ ପୁରିଲାଣି ସ୍ଵାମୀ ଓ ପରିବାର ଲୋକେ ମମତା ଙ୍କ ଫେରିବା ବାଟକୁ ଅନାଇ ଅନାଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି |  ସୁକାନ୍ତ ଅଟୋ ଚଳାଇ ଥାନ୍ତି…

ଦ୍ବି୍ପାଞ୍ଚଳ କେନାଲ ସଫେଇରେ ବ୍ୟାପକ ଠକେଇ

ସାଲେପୁର, : ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳର ଚାଷ ଜମିକୁ ଜଳସେଚିତ କରିବାପାଇଁ ଦ୍ବି୍ପାଞ୍ଚଳ ଜଳସେଚନ ଯୋଜନା ରେ ଚିତ୍ରୋତ୍ପଳା ସାଇଫନ ନିର୍ମାଣ କରାଯାଇଛି| ଏହି ସାଇଫନ ଜରିଆରେ ନିର୍ମିତ କେନାଲ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି | ଚଳିତ ବର୍ଷ ଚିତ୍ରୋତ୍ପଳା ଦକ୍ଷିଣ କେନାଲ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ: ସାମୂହିକ କଲ୍ୟାଣ ପାଇଁ ରଖିଲେ ପ୍ରସ୍ତାବ

ଭୁବନେଶ୍ୱର, ୨୪ା୭ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ ସମେତ ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନେ ଭେଟିଛନ୍ତି । ଏଥିସହ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ…