Browsing Category

main stories

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ, ଗାଇଲା ବିକାଶ ର ଗାଥା।

ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକ…

ଶୁଟିଂ ସେଟରେ ବଡ଼ ଦୁର୍ଘଟଣା, ଦେଖିବାକୁ ମିଳିଲା ବନ୍ୟା ଭଳି ସ୍ଥିତ

ହାଇଦ୍ରାବାଦ, : ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ \"ଦି ଇଣ୍ଡିଆ ହାଉସ\'ର ଶୁଟିଂ ସେଟରେ ଘଟିଛି ବଡ଼ ଦୁର୍ଘଟଣା । ଶୁଟିଂ ଚାଲିଥିବା ବେଳେ ଏକ ବଡ଼ ପାଣି ଟାଙ୍କି ହଠାତ ଫାଟି ଯିବାରୁ ୭ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ…

ଆଶା କର୍ମି ଙ୍କୁ ବଳାତ୍କାର ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ।

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଜୈନିକା ଆଶା କର୍ମି ସଂଯୁକ୍ତା ନାଏକ ଙ୍କୁ ଡାକ୍ତରଖାନା ମହିଳା ଶୌଚାଳୟ ରେ ଜଣେ ଅସାମାଜିକ ଯୁବକ ବଳାତ୍କାର ଉଦ୍ୟମ କରିଥିବା ନେଇ ପିଡିତା ଆଶା କର୍ମି ଗତ ୪ ତାରିଖରେ କୋକସରା ଥାନା ର ଦ୍ୱାରସ୍ଥ ହୋଇ…

ଝାଡ଼ଖଣ୍ଡରେ ରଜ, ସ୍ମୃତିର ଦିନ ମନେ ପଡ଼େ ପିଲାଦିନ ଅମୃତ ମୁହୂତ୍ତ

ରଜ ଆସେ ଝିପି ଝିପି ବର୍ଷା ଝିଟିକାରେ । କଳା ଘନ ମେଘାଚ୍ଛନ୍ନ ଅଳସ ଲଗ୍ନରେ । ଲାଲଟୁକୁଟୁକୁ ସାଧବ ବୋହୁର ଧୀର ଚାଲି ଅମୃତ ବେଳାରେ । ଗାୟଳ ଟୋକାର ଗୋରୁପଲ ତା ପିଠିରେ ବଗ, କଜଳପାତିଙ୍କ ପୋକଯୋଜ ଖାଇବାର ଆନନ୍ଦ ପର୍ବରେ ଝାଡ଼ଖଣ୍ଡ ରାଜ୍ୟର ରଜ ପର୍ବ ଆସେ । ଜୁଆଡ଼େ ଚାହିଁବ ପାନ, ପିଠା, ଅଳତା,…

ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର- ଆବୁଧାବି ସିଧା…

ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ

ଉତ୍ତରାଖଣ୍ଡ,: ପହଲଗାମ୍‌ଆ ଆତଙ୍କୀ ଆକ୍ରମଣ ପରେ ଏବେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ । ଭ୍ୟାଲି ଅଫ୍ ଫ୍ଲାୱାର୍ସ ନିକଟସ୍ଥ ଘଙ୍ଗାରିଆଠାରେ ଉତ୍ତରାଖଣ୍ଡ ପୋଲିସ ଏକ ୬ ଜଣିଆ ଆତଙ୍କ ବିରୋଧୀ ଦଳ ମୁତୟନ କରିଛି ଏଥିସହ ଭ୍ୟାଲି ନିକଟରେ ଥିବା ଲୋକପ୍ରିୟ ଶିଖ୍ ତୀର୍ଥସ୍ଥଳ…

ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧

ଅହମ୍ମଦାବାଦ, : ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ । ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ ।…

କେସିଙ୍ଗା କ୍ଷେତ୍ର ପରିଦର୍ଶନ କରିଲେ ରାଜ୍ଯ ସଭା ସାଂସଦ ସୁଜିତ୍ କୁମାର , ଟ୍ରାଫିକ ସମସ୍ଯା କୁ ନେଇ ଚର୍ଚ୍ଚା

କେସିଙ୍ଗା : କେସିଙ୍ଗା ବାସୀ ଙ୍କ ବହୁତ ଦିନର ଦାବୀ ବାଇପାସ ନିର୍ମାଣ କୁ ନେଇ ରାଜ୍ୟ ସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗ ଲକୋଙ୍କ ସହ ବୋରିଂପଦର ସ୍ଥିତ ହୋଟେଲ ସାଇ ବୃନ୍ଦାବନ ଇନ ରେ ଆଲୋଚନା କରିଛନ୍ତି ! ବାଇପାସ ନିର୍ମାଣ ନେଇ ସ୍ଥାନ ପରିଦର୍ଶନ କରିଛନ୍ତି।ସାଂସଦ…

କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ।

କୋରାପୁଟ : କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳ ଙ୍କ ଉଦ୍ୟସରେ ଦାବି ପତ୍ର ପ୍ରଦାନ। କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ ରାଲି ରେ ଆସି କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପହଁଞ୍ଚ ବିକ୍ଷୋଭ ପ୍ରଦର୍ଶନ…

ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ପରିସରରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଦ୍ୟ ତା. ୧୨.୦୬.୨୦୨୫ ରିଖ ଗୁରୁବାର ଦିନ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବଦ୍ଧନସିଂହଦେଓଙ୍କ କରକମଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ମା’ଟିଏ ଗଛଟିଏ” ପରିପ୍ରେକ୍ଷୀରେ ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଏକ ବୃକ୍ଷରୋପଣ…