Browsing Category

ଦେଶ- ବିଦେଶ

ଆସନ୍ତା ୨୫ ବର୍ଷର ଉପଲବ୍ଧି ପାଇଁ ଆମକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ପ୍ରାକ୍ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୪,୮୮୨ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୪,୮୮୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୪୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୩୩,୭୨୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଦେଶରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ : ୫ ଦିନରେ ଛୁଇଁଲା ୧ ଲକ୍ଷ

ନୂଆଦିଲ୍ଲୀ : ପ୍ରଥମେ ୨୦ ହଜାର, ତା' ପରେ ୨୨ ହଜାର ଓ ଶେଷରେ ଆଜି ଦେଶର ଦୈନିକ ସଂକ୍ରମଣ ୨୩ ହଜାର ପାର କରିଛି । ପ୍ରତିଦିନ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର ବିଷୟ ପାଲଟିଛି । ସ୍ଥିତିକୁ ଦେଖି କିଛି ସ୍ଥାନରେ ଲକ୍ଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ପଦକ୍ଷେପ…

ପ୍ରଥମଥର ମୋଦୀ-ବାଇଡେନ୍ ଭର୍ଚୁଆଲ ଆଲୋଚନା: ଚାଇନାକୁ ଚେକ୍ , ୪ ଦେଶର ରଣନୀତି ଉପରେ ନଜର

ନୂଆଦିଲ୍ଲୀ: ଆରମ୍ଭ ହେଲା କ୍ୱାଡ୍ର ପ୍ରଥମ ଶିଖର ସମ୍ମିଳନୀ । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସମ୍ମିଳନୀରେ ଚୀନ୍ର ବାଦମାଶିକୁ ଚେକ୍ ଦେବା ପାଇଁ ଚାଲିଛି । ପ୍ରଥମଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ପରସ୍ପର ସହ କଥା ହୋଇଛନ୍ତି ।…

ନାଗପୁରକୁ ଫେରିଲା ଲକ୍ ଡାଉନ୍

ନାଗପୁର: ମହାରାଷ୍ଟ୍ରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ନାଗପୁରରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଆସନ୍ତା ୧୫ ତାରିଖରୁ ମାର୍ଚ୍ଚ ୨୧ ଯାଏ ସପ୍ତାହକ ପାଇଁ ଲକଡାଉନ୍ କରାଯିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ କାହାରିକୁ ଘରୁ ବାହାରିବା ଲାଗି ଅନୁମତି ମିଳିବ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୩,୨୮୫ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୩,୨୮୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୦୮,୮୪୬ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ହରିଦ୍ୱାରରେ ମହାଶିବରାତ୍ରୀ : ଗଙ୍ଗାରେ ବୁଡ ପକାଇଲେ ୨୨ ଲକ୍ଷ ଶ୍ରଦ୍ଧାଳୁ

ହରିଦ୍ୱାର: ଆଜି ମହାଶିବରାତ୍ରୀର ପବିତ୍ର ଅବସରରେ ହରିଦ୍ୱାରରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ପ୍ରଥମ ଶାହୀ ସ୍ନାନ ହୋଇଛି । ଶାହୀ ସ୍ନାନ ଆରମ୍ଭରେ ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା,ଅଗ୍ନି ଆଖଡ଼ା, କିନ୍ନର ଆଖଡ଼ାର ପାଖାପାଖି ୨୨ ଲକ୍ଷ ଲୋକ ପୋଡି ବ୍ରହ୍ମକୁଣ୍ଡରେ ବୁଡ଼ ପକାଇଛନ୍ତି । ଏହାପରେ ଅପରାହ୍ନ…

ନନ୍ଦିଗ୍ରାମରେ ମମତାଙ୍କୁ ଆକ୍ରମଣ

କୋଲକାତା: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ପ୍ରଚାର କରୁଥିବା ବେଳେ ମମତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି । ତିନିରୁ ଚାରିଜଣ ଲୋକ ଆସି ମମତାଙ୍କ ଉପରକୁ ଆକ୍ରମଣ…

ଆଜି ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦.୨୫ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ। ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତା ପୁସ୍ତକର ୫ ଲକ୍ଷତମ କପି…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଲାଗି ଶ୍ରୀ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ ଜଣାଇଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଲାଗି ଶ୍ରୀ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ତୀରଥ ସିଂ ରାୱତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ…