Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ୧୨ ହଜାର ୩୫୧ କୋଟି ଟଙ୍କା ଦେଲା କେନ୍ଦ୍ର
ନୂଆଦିଲ୍ଲୀ: ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ଆଜି ୧୨ ହଜାର ୫୫୧.୫ କୋଟି ଟଙ୍କା ୧୮ଟି ରାଜ୍ୟର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ଏହ। ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ଅନୁଦାନ ।
ପଞ୍ଚାୟତରାଜ ମନ୍ତ୍ରଣାଳୟର ଅନୁଦାନ କ୍ରମେ ପୂର୍ବ ଅନୁଦାନର…
ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆଇଇଏ ସହ କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ସମ୍ବଳିତ ରାଜିନାମାରେ ସ୍ୱାକ୍ଷର କଲା ଭାରତ
ନୂଆଦିଲ୍ଲୀ: କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଭାରତ ସରକାର ଆନ୍ତର୍ଜାତିକ ଶକ୍ତି ସଂସ୍ଥା ସଦସ୍ୟଙ୍କ ସହ ଆଜି ରାଜିନାମା ସ୍ୱାକ୍ଷର କରିଛନ୍ତି । ପାରସ୍ପରିକ ଆସ୍ଥା ଓ ସହଯୋଗ ଏବଂ ବୈଶ୍ୱିକ ଶକ୍ତି ନିରାପତ୍ତା, ସ୍ଥିରତା ଓ ନିରନ୍ତର ଯୋଗାଣ ଉଦ୍ଦେଶ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୬୬୬ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୬୬୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୨୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୦୧,୧୯୩ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫…
୪ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ଜୟଲଳିତାଙ୍କ ନିକଟସ୍ଥ ଶଶିକଳା, ତାଙ୍କୁ ଏକ ଦୁର୍ନୀତି ମାମଲାରେ ଦଣ୍ଡିତ କରାଯାଇଥିଲା
ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ ଚାରି ବର୍ଷ କାରାଦଣ୍ଡ ଭୋଗିବା ପରେ AIADMK ର ବରଖାସ୍ତ ନେତା ଭି.କେ ଶଶିକଳାଙ୍କୁ ଆଜି ଜେଲରୁ ମୁକ୍ତ କରାଯାଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଜୀବାଣୁ ସଂକ୍ରମିତ ଶଶିକଳାର ଚିକିତ୍ସା ଜାରି ରହିବ। ଫେବୃଆରୀ ୨୦୧୭ ରେ ଶଶିକଳାଙ୍କୁ ୬୬ କୋଟି ଟଙ୍କାର ଆୟକର…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୬୮୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୬୮୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୮୯,୫୨୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ଦିଲ୍ଲୀ ହିଂସା : ଗଣତନ୍ତ୍ରରେ ଅରାଜକତାର କୌଣସି ସ୍ଥାନ ନାହିଁ – ଆରଏସଏସ
ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ହିଂସା ଓ ଉପଦ୍ରବ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଆରଏସଏସ କହିଛି । ଋାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର କାର୍ଯ୍ୟବାହ ସୁରେଶ (ଭୈୟାଜୀ) ଜୋଶୀ କହିଛନ୍ତି ଯେ ଗଣତନ୍ତ୍ର ଦିବସର ପବିତ୍ର ଦିନରେ ଦିଲ୍ଲୀରେ ଯେଉଁ ହିଂସା ଓ ଉପଦ୍ରବ ହେଲା ତାହା ଅତ୍ୟନ୍ତ …
ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୦୨ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୧୦୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୬,୮୩୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରତିଭାସମ୍ପନ୍ନ ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
-ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି
-ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୬ ଜାନୁଆରୀ – ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର…