Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ପ୍ରଶଂସା କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ପଦ୍ମ ପୁରସ୍କାର ପାଇଁ ମନୋନୀତ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ଆମେ ଗର୍ବିତ । ରାଷ୍ଟ୍ର ଏବଂ ମାନବ ଜାତି ପ୍ରତି…
ସିକିମରେ ଭାରତ-ଚୀନ ଯବାନ ମୁହାଁମୁହିଁ
ନୂଆଦିଲ୍ଲୀ: ଏପଟେ ବୈଠକ ସେପଟେ ପୁଣି ମୁହାଁମୁହିଁ । ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି । ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ…
ସେଞ୍ଚୁରି ମାରିବ ପେଟ୍ରୋଲ! କରୋନା ପରେ ମହଙ୍ଗା ଚିନ୍ତାରେ ଖାଉଟି
ଗଙ୍ଗାନଗର: ଦେଶରେ ପେଟ୍ରୋଲ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଶନିବାର ତୈଳ କମ୍ପାନୀମାନେ ଚଳିତମାସର ଅଷ୍ଟମ ଦରବୃଦ୍ଧି ଘୋଷଣା କରିଥିବା ବେଳେ ପ୍ରତିଲିଟର ପେଟ୍ରୋଲ ମୂଲ୍ୟରେ ୨୫ ପଇସା ବୃଦ୍ଧି ହୋଇଛି । ସେହିପରି ଡିଜେଲ ଲିଟର ପିଛା ୨୬ ପଇସା ବଢିଛି । ଫଳରେ ରାଜସ୍ଥାନ ଗଙ୍ଗାନଗରରେ…
୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବନି ? ସରକାର ଦେଲେ ଏମିତି ସୂଚନା
ନୂଆଦିଲ୍ଳୀ : ଦେଶରେ ଚଳିବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ । ଏମିତି ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ବିଭିନ୍ନ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଏନେଇ ସୂଚନା ଦିଆଯାଇଛି ।…
ଟିକାକରଣରେ ଓଡ଼ିଶା ଅଗ୍ରଣୀ
ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାକରଣରେ ଓଡ଼ିଶା ଆଗୁଆ । ଏଯାବତ୍ ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ । ଟିକାକରଣ ଲାଗି ସୀମିତ ସମୟ ମଧ୍ୟରେ ସରକାର ନିର୍ଦ୍ଧାରିତ ବ୍ୟବସ୍ଥା କରିଥିଲେ ।…
ଦିଲ୍ଲୀରେ ଗଡ଼ିବ ଟ୍ରାକ୍ଟର-ଟ୍ୟାଙ୍କ
ଟ୍ରାକ୍ଟର ର୍ୟାଲିକୁ ଦିଲ୍ଲୀ ପୋଲିସର ଅନୁମତି
ବିଶୃଙ୍ଖଳା ସୃଷ୍ଟି କରିାରେ ପାକିସ୍ତାନ !
ମୁମ୍ବାଇ ଅଭିମୁଖେ ହଜାର ହଜାର ଚାଷୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସମାନ୍ତରାଳ ଭାବେ ଚାଲିବ ଟ୍ରାକ୍ଟର ଓ ଟ୍ୟାଙ୍କ୍ । ରାଜପଥରେ ସେନା ପରେଡ୍ ପ୍ରଦର୍ଶନ କରିବା ବେଳେ ରିଂ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୨୦୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୨୦୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୩୧ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୬୭,୭୩୬ ପହଂଚିଛି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
କରୋନାରେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ନିକଟତର ହେଲା
ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ୯ କୋଟି ୯୭ ଲକ୍ଷ ୩୫ ହଜାର ୨୮୭ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୩୭ ହଜାର ୯୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୧୭ ଲକ୍ଷ ୧୮ ହଜାର ୫୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭ କୋଟି ୧୭ ଲକ୍ଷ ୧୮ ହଜାର ୭୮୫ ଜଣ…
ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତରପ୍ରଦେଶ ସ୍ଥାପନା ଦିବସରେ ସମସ୍ତ ରାଜ୍ୟ ବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ବଳିଦାନ, ଦୃଢତା,…
ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଂଶ ଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ, ଏନ୍ଏସ୍ଏସ୍…
ନୂଆଦିଲ୍ଲୀ: ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ଏହି ଅବସରରେ…