Browsing Category

ଦେଶ- ବିଦେଶ

ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ

ଭୁବନେଶ୍ୱର: ଲୋକପ୍ରିୟତାର ଶୀର୍ଷରେ ପୁଣି ନବୀନ । ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ସର୍ଭେରେ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ନିଜ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ନବୀନଙ୍କୁ ମିଳିଛି…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୮୪୯ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୮୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୪,୫୩୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ନେତାଜୀ ଜୟନ୍ତୀରେ ମୁହାଁମୁହିଁ ମୋଦୀ-ମମତା

କୋଲକାତା: ପରାକ୍ରମ ଦିବସରେ ନିଜ ନିଜର ପରାକ୍ରମ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୋଟିଏ ମଞ୍ଚରେ ବସିଲେ,ଏକାଠି ବୁଲିଲେ । ହେଲେ ପରାକ୍ରମ ଦିବସ ଆଢୁଆଳରେ ନିଜ ନିଜର ପରାକ୍ରମ ଦେଖାଇବାକୁ ଭୂଲିନଥିଲେ । ଜାତୀୟସ୍ତରରେ ହେଉଥିବା…

କୋଲକାତା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

ନେତାଜୀ ହେଉଛନ୍ତି ଭାରତର ଶକ୍ତି ଓ ପ୍ରେରଣା: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଠାରେ ଆୟୋଜିତ ନେତାତୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମବାର୍ଷିକୀରେ ଯୋଗ ଦେଇଥିଲେ । କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ପାଳନ ହେଉଥିବା ‘ପରାକ୍ରମ…

୨୦୨୧-୨୨ କେନ୍ଦ୍ର ବଜେଟ୍ରା ଚୂଡାନ୍ତ ପ୍ରସ୍ତୁତି ପ୍ରକ୍ରିୟା ହାଲୱା ସମାରୋହରୁ ଆରମ୍ଭ

ନୂଆଦିଲ୍ଲୀ: ୨୦୨୧-୨୨ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‍ ପ୍ରସ୍ତୁତିର ଚୂଡାନ୍ତ ପକ୍ରିୟାକୁ ଚିହ୍ନିତ କରୁଥିବା ହାଲୱା ସମାରୋହ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ରାପକ ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀଥାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ବଜେଟ୍‍ ପ୍ରସ୍ତୁତିର…

ଆସାମର ଶିବସାଗର ଠାରେ ଆବଣ୍ଟନ ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ବିକାଶ ଯୋଗୁଁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଆସାମ – ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ…

କରୋନାରେ ବିଶ୍ୱବ୍ୟାପୀ ୯.୯୨ କୋଟି ଲୋକ ଆକ୍ରାନ୍ତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର ୩୭୧ ପହଂଚିଥିବା ବେଳେ ୯ କୋଟି ୯୨ ଲକ୍ଷ ୭୭ ହଜାର ୮୧୦ ଲୋକ ସଂକ୍ରମିତ ହୋଇସାରିଛନ୍ତି । କରୋନା ସଂକ୍ରମିତ ୭ କୋଟି ୧୨ ଲକ୍ଷ ୯୪ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୫୫ ହଜାର ୩୮୮ ଜଣ ଲୋକ…

ଶ୍ରୀ ନରେନ୍ଦ୍ର ଚଞ୍ଚଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଶ୍ରୀ ନରେନ୍ଦ୍ର ଚଞ୍ଚଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ଖବର ମୋତେ ଅତ୍ୟନ୍ତ ଦୁଃଖ ପହଞ୍ଚାଇଛି । ସେ ନିଜର ମଧୁର ସ୍ୱର ସହିତ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୨୫୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୨୫୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୨ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୩୯,୬୮୪ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଶୁଭ୍ରାଙ୍କ ନୂଆ ଠିକଣା ଝାରପଡ଼ା ଜେଲ୍

ଭୁବନେଶ୍ୱର:ଭୁବନେଶ୍ୱର ଝାରପଡ଼ା ଜେଲ୍ କୁ ଗଲେ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ । ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଚିଟଫଣ୍ଡ ଠକେଇ ମାମଲାରେ ଜେଲ୍ ଯିବାକୁ ପଡ଼ିଛି । ଗତ ୫ ଦିନ…