Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମୁଥୁଟ ଫାଇନାନ୍ସରୁ ୨୫ କେଜି ସୁନା ଲୁଟିନେଲେ ଡକାୟତ
ଚେନ୍ନାଇ: ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସର ତାମିଲନାଡୁ ସ୍ଥିତ ହୋସୁର ବ୍ରାଞ୍ଚରେ ଆଜି ବଡ଼ ଧରଣର ଡକାୟତି ହୋଇଛି । ବନ୍ଧୁକଧାରୀ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଉକ୍ତ ବ୍ରାଞ୍ଚରୁ ୨୫ କେଜି ସୁନା ଓ ୯୬ ହଜାର ଟଙ୍କା ଲୁଟ କରିଛନ୍ତି । ଏହି ଲୁଟ ସୁନାର ମୂଲ୍ୟ…
ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଏହି ଖବର ମିଳିବା ପରେ ବିହାରରେ ଥିବା ତାଙ୍କ ପୁଅ…
ମମତାଙ୍କ ହାତ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି । ମମତାଙ୍କ ସରକାରରେ ଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ରାଜ୍ୟ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ ସେ ମମତାଙ୍କୁ ଗୋଟିଏ ଚିଠି ଲେଖିଛନ୍ତି ।…
ଇଣ୍ଟରନ୍ୟାସନାଲ୍ ଫ୍ୟାକ୍ଟ ଚେକିଂ ନେଟ୍ୱର୍କକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ: ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏ ନେଇ ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ,…
୫.୬୨ଲକ୍ଷ ଭାରତୀୟଙ୍କ ଫେସବୁକ୍ ଡାଟା ଚୋରି
କେମ୍ବ୍ରିଜ୍ ଆନାଲିଟିକା ନାଁରେ ମାମଲା
ନୂଆଦିଲ୍ଲୀ: ଭାରତରେ ୫.୬୨ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ । ୨୦୧୮ ମସିହାରେ ଏହାର ପ୍ରାରମ୍ଭିକ…
ପରାକ୍ରମ ଦିବସ: କୋଲକାତାରେ ମୋଦୀ-କଟକରେ ନବୀନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶନିବାର କୋଲକାତାରେ "ପରାକ୍ରମ ଦିବସ' ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ ।…
ରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ – କଂଗ୍ରେସ
ଭୁବନେଶ୍ୱର: ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୫୪୫ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୫୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୨୫,୪୨୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପିଏମ୍-ସିଏମ୍
ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ ।…
ଆସୁ ଆସୁ ଆକ୍ସନ: ପ୍ୟାରିସ୍ ଚୁକ୍ତିକୁ ଫେରିଲା ଆମେରିକା
ୱାଶିଂଟନ୍: କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆକ୍ସନ ମୁଡ୍ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍ । ପ୍ରଥମ ଦିନରୁ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ କିଛି ଆଦେଶନାମାରେ ପରିବର୍ତ୍ତନ କରିଛନ୍ତି । ଶପଥ ପରେ ବାଇଡେନ ଏକକାଳୀନ ୧୫ଟି…