Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଶ୍ରୀମତୀ କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ…
ଆଜି ତେଜପୁର ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମସ୍ଥିତ ତେଜପୁର ବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏହି ଅବସରରେ ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ…
ପିଏମ୍ଏୱାଇ (ୟୁ) ଅଧିନରେ ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଗୃହ ଅନୁମୋଦନ
-ପିଏମ୍ଏୱାଇ (ୟୁ) ଅଧିନରେ ୧,୬୮,୬୦୬ ନୂତନ ଗୃହ ନିର୍ମାଣକୁ ଅନୁମୋଦନ
-କେନ୍ଦ୍ରୀୟ ମଞ୍ଜୁରୀ ଏବଂ ମନିଟରିଂ କମିଟିର ୫୨ତମ ବୈଠକ ଅନୁଷ୍ଠିତ
-“ହିତାଧିକାରୀଙ୍କ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଏବଂ ବିତରଣ ଉପରେ ଧ୍ୟାନ ଦିଅନ୍ତୁ” : ଦୁର୍ଗା ଶଙ୍କର ମିଶ୍ର
ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ଆବାସ…
ସେରମ୍ରେ ନିଆଁ: ୫ ମୃତ
-ଶୋକପ୍ରକାଶ କଲେ ମୋଦି ଓ ନବୀନ
ପୁଣେ: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂ ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବିଲଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏବେ ଘଟଣାସ୍ଥଳରେ…
ବାରଣାସୀରେ କୋଭିଡ ଟୀକାକରଣର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହ ଆଜି ମତବିନିମୟ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୧:୧୫ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହିତ ଆଲୋଚନା କରିବେ । ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ଟୀକାକରଣ ସମ୍ପର୍କରେ…
ଜାନୁୟାରୀ ୨୩ ତାରିଖରେ ଆସାମ ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବାପାଇଁ କୋଲକାତାରେ ‘ପରାକ୍ରମ ଦିବସ’କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଠାରେ ଏକ ଲକ୍ଷ ଜମି ପଟ୍ଟା ବଣ୍ଟନ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୨୨୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୫,୨୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୧୦,୮୮୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଭୂଟାନ କହିଲା- ବିଶ୍ୱସ୍ତ ବନ୍ଧୁଙ୍କଠୁ ଉପହାର ଭାରତୀୟ କୋବିଡ ଟୀକା
ନୂଆଦିଲ୍ଲୀ: ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ ଟିକାକୁ ଗ୍ରହଣ କରିବା ପରେ ଭୁଟାନ ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି ।ଉଲ୍ଲେଖନୀୟ ଯେ ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍୩୨ ମାଧ୍ୟମରେ ମୁମ୍ବାଇସ୍ଥିତ…
କର୍ଣାଟକର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କଲେ ଆଲୋଚନା
ଭୁୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗୁରୁବାର ଦିନ ବେଙ୍ଗାଲୁରୁ ଠାରେ କର୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ୟେଦିୟୁରପ୍ପାଙ୍କ ସହ ଏହି ସୌଜନ୍ୟତାମୂଳକ…
କେନ୍ଦ୍ରର କୃଷି ଆଇନ ସ୍ଥଗିତ ପ୍ରସ୍ତାବକୁ କୃଷକ ସଙ୍ଗଠନର ଅଗ୍ରାହ୍ୟ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ତେବେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ଆଜି ସୁପ୍ରିମ୍କୋର୍ଟ ଗଠନ କରିଥିବା କମିଟିର ସଦସ୍ୟମାନେ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ…