ଭୂଟାନ କହିଲା- ବିଶ୍ୱସ୍ତ ବନ୍ଧୁଙ୍କଠୁ ଉପହାର ଭାରତୀୟ କୋବିଡ ଟୀକା

157

ନୂଆଦିଲ୍ଲୀ: ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ ଟିକାକୁ ଗ୍ରହଣ କରିବା ପରେ ଭୁଟାନ ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି ।ଉଲ୍ଲେଖନୀୟ ଯେ ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍‌୩୨ ମାଧ୍ୟମରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧ ଲକ୍ଷ ୫୦ ହଜାର ଡୋଜ କରୋନା ଟିକା ଭୂଟାନକୁ ପଠାଇଛି ।

Leave A Reply

Your email address will not be published.