Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୮,୮୫୫ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୮,୮୫୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୨୦,୦୪୮ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ୱାର୍ଲଡ୍ ଇକୋନୋମିକ୍ ଫୋରମର ‘ଡାଭୋସ ଏଜେଣ୍ଡା’ରେ କେନ୍ଦ୍ରମନ୍ତ୍ରୀ
-ଦେଶରେ ଅଧିକ ମାନବସମ୍ବଳ ପାଇଁ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋସିଷ୍ଟମକୁ…
ଭାରତରେ କରୋନାରୁ ସୁସ୍ଥତା ହାର ୯୭%, ବିଶ୍ୱରେ ଅନ୍ୟତମ ସର୍ବାଧିକ
ନୂଆଦିଲ୍ଲୀ: ଦେଶରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ଦେଶରେ ସୁସ୍ଥତା ହାର ୯୭% ପାଖାପାଖି ରହିଛି । ଭାରତର ସୁସ୍ଥତା ହାର ଏବେ ବିଶ୍ୱରେ ଅନ୍ୟତମ ସର୍ବାଧିକ ରହିଛି ।
୧,୦୩,୭୩,୬୦୬ ଜଣ ଏ ପର୍ର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଂଟା ମଧ୍ୟରେ ୧୪,୩୦୧ ଜଣ…
କରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ନିକଟତର ହେଲା ୧୦.୧୯ କୋଟି ଆକ୍ରାନ୍ତ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ନିକଟତର ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୧୯ ଲକ୍ଷରେ ପହଂଚିଛି । କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୧୯ ଲକ୍ଷ ୯୬ ହଜାର ୧୬୫ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୯୮…
ଯୋଗୀ ଆଦିତ୍ୟନାଥ ଗୋରକ୍ଷ ପୀଠ ତରଫରୁ ରାମ ମନ୍ଦିର ପାଇଁ ଦେଲେ ଏକ କୋଟି ଟଙ୍କାର ସମର୍ପଣ ରାଶି
ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରଖପୁର ସ୍ଥିତ ଗୋରକ୍ଷପୀଠର ପୀଠାଧୀଶ୍ୱର ଯୋଗୀ ଆଦିତ୍ୟ ନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଚିବ ପ୍ରଫେସର ଚମ୍ପତ ରାୟ ଏହି…
ଦିଲ୍ଲୀରେ କଳାହାଣ୍ଡିର ‘ବଜାସାଲ’ କଳାକାରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
-ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି ‘ବଜାସାଲ’ ଲୋକନୃତ୍ୟ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ…
କୋଭିଡ୍ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପସଂସ୍ଥାର କାର୍ଯ୍ୟ ପ୍ରଶଂସନୀୟ – ଧର୍ମେନ୍ଦ୍ର ପ୍ରଧାନ
-ଫିପି ତୈଳ ଏବଂ ଗ୍ୟାସ ପୁରସ୍କାର -୨୦୨୦ରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ଭଳି ଆହ୍ୱାନମୂଳକ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପ ସଂସ୍ଥାମାନେ ରାଷ୍ଟ୍ର ନିର୍ମାଣ, ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ଓ ନିରନ୍ତର ଉର୍ଜା ଯୋଗାଇବା ଦିଗରେ କରିଥିବା କାର୍ଯ୍ୟ…
ଆଜି ବିଶ୍ଵ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ବିଶ୍ୱ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧନ କରିବେ । ୪୦୦ ରୁ ଅଧିକ ବିଶ୍ଵ ସ୍ତରୀୟ ଶିଳ୍ପପତି ଏହି ଅଧିବେଶନରେ ଯୋଗଦେବେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମାନବ ସମାଜର ମଙ୍ଗଳ ପାଇଁ…
କାରିଆପ୍ପା ପଡିଆରେ ଏନସିସି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କାରିଆପ୍ପା ପଡିଆଠାରେ ନ୍ୟାସନାଲ କ୍ୟାଡେଟ କର୍ପ୍ସ (ଏନସିସି) ରାଲିକୁ ସମ୍ବୋଧନ କରିବେ । ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମୁଖ୍ୟ ଏବଂ ତିନି ସଶସ୍ତ୍ର ସେନାବାହିନୀର ମୁଖ୍ୟମାନେ ଯୋଗ ଦେବେ ।…
୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।
ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ)…