Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟୀକାକରଣ । ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଟୀକାକରଣ ଚାଲିଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ସୁରୁଖୁରୁରେ ଟୀକାକରଣ ଚାଲିଛି । ପଲସ ପୋଲିଓ ଆଜିଠାରୁ ୩ ଦିନ ହେବ। …
କରୋନାରେ ବିଶ୍ୱରେ ୧୦ କୋଟି ୩୧ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନାରେ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୩୧ ଲକ୍ଷ ୧ ହଜାର ୧୦ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ୨୨ ଲକ୍ଷ ୨୭ ହଜାର ୬୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ବେଳେ ୭ କୋଟି ୪୭ ଲକ୍ଷ ୩୫ ହଜାର ୯୭୬ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି…
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓରେ ‘ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଆକାଶବାଣୀର ସମସ୍ତ କେନ୍ଦ୍ର ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ଟାରେ ମୋଦୀଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରଣ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି…
ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମାଜସେବା ପାଇଁ ବିନୋଦଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମାଜସେବୀ ଭାବେ ପରିଚିତ ବିନୋଦ ତାୱାରୀଙ୍କୁ ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମ୍ମାନୀତ କରାଯିବା ସହ ଡକ୍ଟରେଟ ଉପାଧୀ ପ୍ରଦାନ କରାଯାଇଛି । ଆନ୍ତର୍ଜାତିକ ପିସ୍ ୟୁନିଭରସିଟି ତରଫରୁ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସମାଜସେବା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୦୮୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୦୮୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୩୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୩୩,୧୩୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଯବାନ ଓ ଜମ୍ମୁକଶ୍ମୀର ପୋଲିସ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି । ଲେଲହାର ଅଂଚଳରେ ଆତଙ୍କବାଦୀମାନେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଜମ୍ମୁକଶ୍ମୀର ପୋଲିସର…
କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଟପିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ଟପିଛି । କରୋନା କାରଣରୁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୨୫ ଲକ୍ଷ ୭୭ ହଜାର ୫୨୧ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୧୪ ହଜାର ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭…
ଇସ୍ରାଏଲ୍ ଦୂତାବାସ ନିକଟରେ ଆଇଇଡି ବ୍ଲାଷ୍ଟ
-ଗୋଟେପଟେ ଧ୍ୱଜାବତରଣ: ଅନ୍ୟପଟେ ବିସ୍ଫୋରଣ
-ଘଟଣାସ୍ଥଳରେ ସ୍ପେଶାଲ ଟିମ୍ ଓ ଦିଲ୍ଲୀ ପୋଲିସର ଛାନଭିନ୍
-ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ କଥାହେଲେ ଜୟଶଙ୍କର
-ଘଟଣାର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଟିଏ ପଟେ ଧ୍ୱଜାବତରଣ ଚାଳିଥିବା ବେଳେ ଅନ୍ୟପଟେ…
ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ –ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତ ପୋଷଣ କରିଛନ୍ତି ।
ସେ କହିଛନ୍ତି ଯେ ଚଳିତ…
ଜାତୀୟ ପତାକା ଏବଂ ଗଣତନ୍ତ୍ର ଦିବସ ପରି ପବିତ୍ର ଦିନର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ବିଶୃଙ୍ଖଳାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ପତାକା ତଥା ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନର ଅପମାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ଯେଉଁ…