Browsing Category

ଦେଶ- ବିଦେଶ

‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି  ୨୦୨୧ ରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ଗୋରଖପୁର ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଚିତ ‘ଚୌରୀ ଚୌରା’ର ୧୦୦ ବର୍ଷ…

କୋରାପୁଟ ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଗୁରୁତର ଭାବେ…

“ନାରୀ ଶକ୍ତି ପୁରସ୍କାର” ମନୋନୟନ ଦାଖଲ ପାଇଁ ବଢିଲା ଅବଧି

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ  ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ମସିହା ପାଇଁ ସମ୍ମାନଜନକ ନାରୀଶକ୍ତି ପୁରସ୍କାର ନିମନ୍ତେ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି । ଏ୍‌ଥିପାଇଁ ୨୦୨୧ ମସିହା ଫେବୃୟାରୀ 6ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିମାନେ ଆବେଦନ କରିପାରିବେ । ପ୍ରତିବର୍ଷ ମହିଳା ଓ…

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାନୁୟାରୀ ୨୯, ୨୦୨୧ରେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲୀ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା…

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦.୪୩ କୋଟି ହେଲା

ନୂଆଦିଲ୍ଲୀ:  କରୋନା କାରଣରୁ  ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୪୩ ଲକ୍ଷ ୭୩ ହଜାର ୭୧୫ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୬୨ ହଜାର ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୬୨ ଲକ୍ଷ ୩୦ ହଜାର ୬୮୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮…

ଜାତୀୟ ଗବେଷଣା ପ୍ରତିଷ୍ଠାନରେ ଆସନ୍ତା ୫ ବର୍ଷରେ ଖର୍ଚ୍ଚହେବ ୫୦,୦୦୦ କୋଟି

ନୂଆଦିଲ୍ଲୀ: ଦେଶର ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ମଜଭୁତ କରିବାକୁ କେନ୍ଦ୍ର ବଜେଟ୍‍ ୨୦୨୧-୨୨ ରେ କେତେକ ନୂତନ ଘୋଷଣା କରାଯାଇଛି । ଆଜି ସଂସଦରେ ବଜେଟ୍‍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଡିଜିଟାଲ ପେମେଣ୍ଟ, ମହାକାଶ ଏବଂ…

ବଜେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ପାଇଁ ପ୍ରମୁଖ ପଦକ୍ଷେପ ଘୋଷଣା

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ହୋଇଥିବା ଲକଡାଉନ କାଳରେ ମଧ୍ୟ ସରକାର ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଅବ୍ୟାହତ ରଖିଥିଲେ । ଲୋକମାନଙ୍କ ଜୀବନରେ ଇନ୍ଧନ ଆବଶ୍ୟକତାର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୧-୨୨ କେନ୍ଦ୍ରୀୟ ବଜେଟ…

କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୩୯ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୩୯ ଲକ୍ଷ ୭ ହଜାର ୩୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୪୬ ହଜାର ୭୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା  ୫୬ କୋଟି ୮୧ ଲକ୍ଷ ୩୮୩ ହଜାର ୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୭୯…

ବୈଶ୍ୱିକ ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବଜେଟରେ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ

ନୂଆଦିଲ୍ଲୀ:  ଦିଲ୍ଲୀ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ପାର୍ଲାମେଣ୍ଟରେ ଆଗତ କେନ୍ଦ୍ର ବଜେଟ୍ ୨୦୨୧-୨୨ରେ ଦେଶର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ କୋଭିଡ୍‌-୧୯ ବୈଶ୍ୱିକ ମହାମାରୀର ପଡିଥିବା ଗଭୀର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ।…

ଗ୍ରାମ ଓ ଆମର ଚାଷୀ ହେଉଛନ୍ତି ବଜେଟର ଆତ୍ମା-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଚଳିତ ବଜେଟ ଦେଶର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାବେଳେ ଏହା ବାସ୍ତବତା ଓ ବିକାଶର ଆସ୍ଥାକୁ ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବର୍ତ୍ତମାନର କଷ୍ଟକର ସମୟରେ ଏହା ବିଶ୍ୱର ଆସ୍ଥାଭାଜନ ହେବ ବୋଲି ସେ ମଧ୍ୟ ସେ କହିଛନ୍ତି । ଲୋକସଭାରେ…