Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଚୀନ୍ ର ପ୍ରତ୍ୟେକ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିବ ଭାରତ, ପେଂଗୋଙ୍ଗ ହ୍ରଦରେ ପାଟ୍ରୋଲିଂ ପାଇଁ ସେନା ଉଚ୍ଚ କ୍ଷମତା…
ନୂଆଦିଲ୍ଲୀ: ଚୀନ୍ର ଚାଲବାଜିକୁ ମୁକାବିଲା କରିବା ପାଇଁ ଭାରତୀୟ ସେନା ୧୨ ଟି ଉଚ୍ଚ କ୍ଷମତା ସମ୍ପନ୍ନ ଡଙ୍ଗା କିଣିଛି । ଏହି ଡଙ୍ଗାଗୁଡ଼ିକର ବିତରଣ ମେ ୨୦୨୧ ରୁ ଆରମ୍ଭ ହେବ | ଏହି ଡଙ୍ଗା ଗୁଡ଼ିକୁ ଭାରତୀୟ ସେନା ଇଞ୍ଜିନିୟର୍ସ ପରିଚାଳନା କରିବେ । ନିକଟରେ ଚୀନ୍ ସହ ଚାଲିଥିବା ତିକ୍ତତା…
ଦେଶର ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସାରା ଦେଶରେ ପ୍ରକାଶିତ କରୋନା ଟିକା ଡ୍ରାଏ ରନ୍ ଚାଲିବା ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶ ଟିକା ମାଗଣାରେ ପାଇବ। ଟ୍ୱିଟ୍ କରି ସେ କହିଛନ୍ତି ଯେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ୧ କୋଟି ସ୍ୱାସ୍ଥ୍ୟ…
ଆଇଆଇଏମ୍-ସମ୍ବଲପୁର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରଧାନମନ୍ତ୍ରୀ କହିଛନ୍ତି- ଭାରତୀୟଙ୍କ ପ୍ରତିଭାରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାର ଆଇଆଇଏମ-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…
ପୁଣି ଭାରତ ଓ ବ୍ରିଟେନ ମଧ୍ୟରେ ଉଡ଼ିବ ବିମାନ
ନୂଆଦିଲ୍ଲୀ: ଜାନୁଆରି ୮ରୁ ସର୍ତ୍ତମୂଳକ ଭାବରେ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ…
୬ରୁ ସାରା ଦେଶରେ ଟିକାକରଣ !
ଭୁବନେଶ୍ୱର: ନୂଆବର୍ଷରେ ଦେଶକୁ ମିଳିଲା କୋଭିଡ୍ ଟିକା । ଜାନୁଆରୀ ୬ରୁ ଆରମ୍ଭ ହୋଇପାରେ ଟିକାକରଣ । ସେରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡକୁ ଅନୁମତି ଦେଇଛି ସ୍ୱତନ୍ତ୍ର ଏକ୍ସର୍ଟ କମିଟି । ଆଜି ଏନେଇ ଏକ ସ୍ୱତନ୍ତ୍ର ଏକ୍ସର୍ଟ କମିଟି ଦ୍ୱାରା ମିଟିଂ ବସିଥିଲା । ଯେଉଁଥିରେ ସେରମ୍…
ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର
ମୋଦୀଙ୍କୁ ଚିଠି ଲେଖିଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ରେ ଶ୍ରୀକ୍ଷେତ
ଭୁବନେଶ୍ୱର: ପୁରୀରେ ପ୍ରତିଷ୍ଠା ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ଶ୍ରୀଜଗନ୍ନାଥ ବିମାନ ବନ୍ଦରରେ ନାଁରେ ନାମିତ କରାଯାଉ । ଆଜି ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି…
ନୂଆବର୍ଷରେ ମୋଦୀଙ୍କ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପର ଉପହାର
ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି । ଏହି କ୍ରମରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ୍ ହାଉସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।…
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ବର: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଜଗନ୍ନାଥଧାମ ଅନ୍ୟତମ। ଏଠାକୁ ସମଗ୍ର…
ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ବର୍ଷ ଶୁଭେଚ୍ଛା
ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀ ନବୀକରଣ ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ଯାହା ଦ୍ୱାରା ଦେଶ ପ୍ରଗତି ଆଡ଼କୁ ଆହୁରି ଆଗେଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । କରୋନା ମହାମାରୀ ସମୟରେ ଦେଶ…
ନୂଆବର୍ଷରେ ରାଜକୋଟକୁ ପିଏମ ମୋଦୀଙ୍କ ଉପହାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨୦୨୦ ର ଶେଷ ଦିନରେ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (AIIMS) ର ମୂଳଦୁଆ ପକାଇଛନ୍ତି। ଏହା ପରେ ସେ ଆଶା କରିଥିଲେ ଯେ…