Browsing Category

ନ୍ୟୁଜ୍

୨୭ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର, : ଆସୁଛି ଲଘୁଚାପ! ମେ\' ୨୭ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ତା\'ର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇ ଦିନ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି…

ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ମାଣ୍ଡିଆ ଚାଷ ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

ଧର୍ମଗଡ଼ : ପୂର୍ବ ସରକାର ସମୟରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ରାଜ୍ୟ ସରକାର ପଟ୍ଟ ପରିବର୍ତ୍ତନ ହେବାପରେ ମିଲେଟ ମିଶନ ନାଁ ପରିବର୍ତ୍ତନ ହୋଇ ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ରୂପାନ୍ତରିତ ହୋଇଛି।ଏହି ଯୋଜନା ରେ ରାଜ୍ୟର ପ୍ରତି…

ବିକାନେର ଜିଲ୍ଲା ନାଗରିକ ପରିଷଦ ତରଫରୁ କରଣୀ ମାତା ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପିତ କରିଛନ୍ତି | ଶ୍ରୀ ମୋଦୀ ରାଜସ୍ଥାନର ଦେଶନୋକ, ବିକାନେର ଠାରେ ଥିବା କରଣୀ ମାତାଙ୍କ ଆଶୀର୍ବାଦ ନେବା ପରେ…

ସୋରଡାରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସୋରଡ଼ା : ସୋରଡା ଆଇନଜୀବୀ ସଂଘ ଆନୁକୁଲ୍ୟରେ ବିଚାର ବିଭାଗ ପରିସରସ୍ଥ ଆଇନଜୀବି ସଂଘ ସମ୍ମିଳନୀ କକ୍ଷରେ ନୂତନ ଭାବେ ଯୋଗ ଦେଇଥିବା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଜନାବ ମହମ୍ମଦ ଶେଖ୍ କୈସ ଙ୍କୁ ସୋରଡ଼ା ଆଇନଜୀବୀ ସଂଘ ତରଫରୁ ପୁଷ୍ପଗୁଚ୍ଛ ସହ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।…

ପ୍ରେମ ରେ ଧୋକା ଦେଇ ଥିବା ଯୁବକ କୁ ଉଠାଇ ନେଲା ଛାତିଶଗଡ଼ ପୋଲିସ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ନୂଆପଡା ଗ୍ରାମର l କାମିନୀ ରଞ୍ଜନ ପାଣ୍ଡେ (35) ନାମକ ବିବାହିତ 3 ସନ୍ତାନ ର ଜନକ ଯୁବକ କୁ ପ୍ରେମରେ ପ୍ରତାରଣ କରି ଥିବା l ଅଭିଯୋଗ ଉଠାଇ ନେଲା ଛତିଶଗଡ଼ ପୋଲିସ l ଗିରଫ ଯୁବକ କାମିନୀ ରଞ୍ଜନ ପାଣ୍ଡେ ଦୀର୍ଘ ଦିନ ରୁ…

ଜ୍ୟୋତି କଳା କ୍ଷେତ୍ର ର କଳା ଶମ୍ପର୍ଣା ୨୦୨୫

ପାରାଦୀପ,:- ପାରାଦୀପ ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପରମ ଜ୍ୟୋତି କଳାକ୍ଷେତ୍ର ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରେଇ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ।କଳା…

ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ..

ପାରାଦୀପ,: ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଭାବେ ପୁନର୍ବାର ରାକେଶ…

ମୋଦିଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ମୁମ୍ବାଇ, : ୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି । ଏହି ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି । କେତେକ ରେଡ କାର୍ପେଟରେ ନିଜର ଗ୍ଲାମର ଦେଖାଇ ଚର୍ଚ୍ଚାକୁ ଆସୁଥିବା ବେଳେ, ଅନ୍ୟମାନଙ୍କ ଚଳଚ୍ଚିତ୍ର ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ…

‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୧ା୫ : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…

+୨ ବିଜ୍ଞାନ / ବାଣିଜ୍ୟ ପରୀକ୍ଷାରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରର ରେକର୍ଡ ୧୦୦%…

୨୧-୦୫-୨୦୨୫ରିଖ ଦିନ ପ୍ରକାଶିତ ହୋଇଥିବା +୨ ବିଜ୍ଞାନ ଓ ବାଣିଜ୍ୟ ବୋର୍ଡ ପରୀକ୍ଷା ଫଳରେ ସରସତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୂତପୂର୍ବ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟର ପୂର୍ବ ୧୬ବର୍ଷର ରେକର୍ଡକୁ ବଜାୟ…