Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ବନ୍ଦର ନଗରୀ ପାରାଦ୍ୱୀପ
ପାରାଦୀପ,: ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ପାରାଦୀପ । ଏହି ମାଟି ମାଫିଆମାନେ ଆଇନ କାନୁନକୁ ଜଳାଞ୍ଜଳି ଦେଇ ରାତି ଦିନ ଏକ କରି ଦୈନିକ ଶହ ଶହ ଟ୍ରିପ ମାଟି ବାଲି ଉଠାଇ ବିକ୍ରି କରୁଛନ୍ତି । ପାରାଦ୍ୱୀପ ଅଞ୍ଚଳ ମାଟି ମାଫିଆଙ୍କର ଚରା ଭୁଇଁ ପାଲଟିଛି । ଯାହା ଫଳରେ ସରକାରଙ୍କର କୋଟି…
JSW ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ସମ୍ବଲପୁର:-ଆନ୍ତର୍ଜାତୀୟ ମହିଳା ଦିବସ ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ସମ୍ବଲପୁର ସ୍ଥିତ ହୋଟେଲ ଭାମା ଇନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ୱଲପୁର ସଦର ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସେ…
ଶ୍ରୀରାମ କ୍ରିଷ୍ଣନଙ୍କୁ ହ୍ୱାଇଟ୍ ହାଉସ୍ରେ ଆର୍ଟିଫିସିଆଲ ଇଂଟେିଜେନ୍ସରେ ବରିଷ୍ଠ ନୀତି ଉପଦେଷ୍ଟା ଭାବେ ନିଯୁକ୍ତି
ଭୁବନେଶ୍ୱର : ଏସ୍ଆର୍ଏମ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସଆର୍ଏମ୍ ଆଇଏସ୍ଟି)ର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୀତି ଲାଗି ଆର୍ଟିଫିସିଆଲ ଇଂଟେଲିଜେନ୍ସର ବରିଷ୍ଠ ନୀତି ଉପଦେଷ୍ଟା ଭାବେ…
ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳର କରୁଣ କାହାଣୀକୁ ପୂରିଲା ବର୍ଷେ
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ପୂରିଛି ବର୍ଷେ। ୨ ଜୁନ୍ ୨୦୨୩ ସନ୍ଧ୍ୟାରେ ଘଟିଥିଲା ଛାତିଥରା ଟ୍ରେନ୍ ଟ୍ରାଜେଡି। କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୮୮ରୁ ଅଧିକ…
ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ
ପାଟଣାଗଡ,୧୭/୨- ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତି ଜରିଆରେ ଆଲୋକ କୁମାର ପାଣିଗ୍ରାହୀ (ରିଙ୍କୁ) ଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ…
ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା
ପାରଳାଖେମୁଣ୍ଡି, ପବିତ୍ର ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୂନସୁ ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି। ରାଜ ପରୋହିତ ପ୍ରସନ୍ନ ପଣ୍ଡାଙ୍କ ପୌରହିତ୍ୟରେ ହରିହର ଦାସ, ତାଙ୍କ ଧର୍ମନ୍ଥୀ ନିରୂମା ଦାସକର୍ଷା ସାଜି ପବିତ୍ର…
ନେତାଜୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସୁବାଷ ନଗର ଠାରେ ଭାରତର ମହାନ୍ ଜନ ନାୟକ ସୁବାଷ ଚନ୍ଦ୍ର ବୋଷଙ୍କ ଏବଂ ଓଡ଼ିଶାର ବରପୁତ୍ର ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଦେବୀ ମଠ ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି…
୨୬ରୁ ଆଦିବାସୀ ମେଳା: ରାଜଧାନୀରେ ମିଳିବ ଗାଁ ମାଟିର ବାସ୍ନା
ଭୁବନେଶ୍ୱର, ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳାଚାଲିବ। ସ୍ମାର୍ଟସିଟି ଭୁବନେଶ୍ୱରରୁ ମିଳିବ ଗାଁ ମାଟିର ବାସ୍ନା। ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ…
ଋଷ ବିମାନ ଦୁର୍ଘଟଣାଗ୍ରସ୍ତ; ୭୪ ମୃତ
ମସ୍କୋ: ଆଫ୍ଗାନିସ୍ତାନ ପରେ ଏବେ ଋଷର ଏକ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ ବୁଧବାର କ୍ରାସ ହୋଇଥିବା ସୂଚନା ମିଳିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆଆର୍ଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍ କଏଦୀ…
ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବ ଟିଏମ୍ସି
ନୂଆଦିଲ୍ଲୀ,ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ। ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଣ୍ଟର…