Browsing Category

ନ୍ୟୁଜ୍

ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦେଶରେ ବଢୁଥିବା ବେରୋଜଗାରୀ ଓ ମହଙ୍ଗା ସ୍ଥିତିକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାରେ ଦେଇ ମୋଦି କହିଛନ୍ତି ନାନା ବାଧାବିଘ୍ନ ଓ ବିଶ୍ୱସ୍ତରୀୟ ମାନ୍ଦାବସ୍ଥା ସତ୍ତେ୍ୱ ବି ଭାରତ…

ଉକ୍ରଳ ଆଲୁମିନାରେ ଓଡ଼ିଶା ମେଟାଲିଫେରସ୍‌ ଖଣି ନିରାପତ୍ତା ସପ୍ତାହ

ିକିରି/ରାୟଗଡା, : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିଠାରେ ୪୧ତମ ଓଡ଼ିଶା ମେଟାଲିଫେରସ୍‌ ଖଣି ନିରାପତ୍ତା ସପ୍ତାହ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ଖଣି ନିରାପତ୍ତା…

ଟାଟା ପାୱାର ପକ୍ଷରୁ ନୂତନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ର ନୂତନ ପ୍ରକଳ୍ପ କଟକ ୪୨ମୌଜାସ୍ଥିତ ବରାଳ ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି କଟକ ୪୨ ମୌଜାସ୍ଥିତ ବରାଳଠାରେ ଏକ ନୂତନ…

ମୁଣ୍ଡପିଛା ବିଜୁଳି ଉପଯୋଗରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର, : ବିଦ୍ୟୁତ ଉପଯୋଗ କରିବାରେ ଓଡ଼ିଶା ବହୁ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ବିଦ୍ୟୁତ ଉପଯୋଗ ୨.୨୬ ମେଗାୱାଟ୍‌ ରହିଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା…

ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି: ନବୀନ

ଭୁବନେଶ୍ୱର, ୨୯ା୧୨  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇର ତୃତୀୟ ପର୍ଯ୍ୟାୟରେ ଯୋଜନାରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର…

ସ୍ନିଗ୍ଧା ମାଲବୀୟ ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ

ଭୁବନେଶ୍ୱର, ୨୮।୧୨ : ଉତ୍ତରପ୍ରଦେଶର ସ୍ନିଗ୍‌ଧା ମାଲବୀୟ କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୨୩ ଟାଇଟଲ୍‌ ହାସଲ୍‌ କରିଛନ୍ତି। କିଟ୍‌ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‌ ପକ୍ଷରୁ ଆୟୋଜିତ ‘କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ’ ୨୦୨୩ର ଫାଇନାଲ୍‌ ତଥା ମେଗା ରାଉଣ୍ଡ ବୁଧବାର ଶେଷ…

ବିରୋଧୀ ମେଣ୍ଟ

ବିଜେପି ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ି ଥିବା ବିରୋଧୀ ମେଣ୍ଟରେ ପୁଣି ଫାଟ ଦେଖିବାକୁ ମିଳିଛି। ଏଥର ସିଟ ଶେୟାରିଂକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ମଧ୍ୟରେ ମତାନ୍ତର ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଉଦ୍ଧବ ସେନା ମହାରାଷ୍ଟ୍ରର ୨୩ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ…

ଜୟଶଙ୍କରଙ୍କୁ ଭେଟିବା ପାଇଁ ପୁଟିନ ଭାଙ୍ଗିଲେ ପ୍ରୋଟୋକଲ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ରୁଷ ସହ ଜଡିତ ଭାରତ ଏହାର ପ୍ରସଙ୍ଗ ଉପସ୍ଥାପନ କରିଛି। ରାଷ୍ଟ୍ରପତି ପୁଟିନ…

ଜେକେ ପେପର ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ମକ୍‌ଡ୍ରିଲ

ରାୟଗଡା,: ରାୟଗଡା ସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପ ଲାଇନରୁ କ୍ଲୋରିନ୍‌ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବାପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ…

ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ସୌରଶକ୍ତି ଷ୍ଟ୍ରିଟ ଲାଇଟ ସ୍ଥାପନ

ପାରାଦୀପ, : ଆର୍ସଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ପାରାଦୀପ ନୂଆଗଡ ପଞ୍ଚାୟତର ମୂଷାଡିଆ ଗ୍ରାମରେ ବୁଧବାର ଦିନ ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟ୍ରିଟ ଲାଇଟ୍‌ ସ୍ଥାପନ କରାଯାଇଛି। ଏହି ସୌର ଶକ୍ତିସମ୍ପର୍ଣ୍ଣ ଷ୍ଟଟ୍‌ ଲାଇଟ୍‌ ୍ରି ୧୫୦୦ ରୁ ଅଧିକ…