Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଚାଷୀଙ୍କ ସହ ମୁଁ ସବୁବେଳେ ରହିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି.…
ଏଣିକି ସିଆଇଏସଏଫ ହାତରେ ସଂସଦ ଭବନ ଦାୟିତ୍ୱ
ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ଗୁରୁତର ତ୍ରୁଟିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଯାହା ଏବେ ସରକାରକୁ ବେଶ୍ ସତର୍କ କରାଇଛି। ଏହି କ୍ରମରେ ସରକାର ସଂସଦ ପରିସରର ସୁରକ୍ଷା ଦାୟିତ୍ୱ ଏବେ ସିଆଇଏସଏଫକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗୃହ…
ଟାଟା ପାୱାରର ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଜେତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍କମ୍ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରିବା ଲାଗି ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…
ପ୍ରତିଶ୍ରୁତି ପରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର, : ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣାଯାଇଛି। ୫-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି। ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ଗ୍ରେଡ ପେ' ଓ ଦରମା ବୃଦ୍ଧି…
ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋକୁ “ଲିଫ ଏରିକସନ ଲୁନର’ ପୁରସ୍କାର
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କୁ ବୁଧବାର ହୁସାଭିକ୍ ସଂଗ୍ରହାଳୟ ଦ୍ୱାରା ପ୍ରତିଷ୍ଠିତ " ଲିଫ ଏରିକସନ ଲୁନର' ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ପୁରସ୍କାର ଚନ୍ଦ୍ର ଅଭିଯାନକୁ ଆଗକୁ ବଢାଇବାକୁ ତଥା ବିଶେଷ ରୂପେ ସଫଳ ଚନ୍ଦ୍ରଯାନ-୩ ମିସନ ମାଧ୍ୟମରେ…
ପ୍ରିଣ୍ଟ ମିଡ଼ିଆର ମହତ୍ତ୍ୱ ସର୍ବଦା ରହିଛି ଓ ରହିଥିବ
ଭୁବନେଶ୍ୱର,୨୦ା୧୨ : ଦୈନିକ ଓଡ଼ିଶା ଖବରକାଗଜ ‘ଡୁମାଣୀ ଖବର’ର ୫ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ମନ୍ମଥ ଶତପଥୀ, ବିଶିଷ୍ଟ ସାମ୍ବାଦିକ ତଥା…
ଘୁମୁସର ଜିଲ୍ଲା ଦାବି ନେଇ ଗଣ ଧାରଣା ଜୋର ଧରିଲା
ଗତ କିଛି ବର୍ଷ ହେଲା ଘୁମୁସର ଜିଲ୍ଲା ଗଠନ ନେଇ ଭଞ୍ଜନଗର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ମାନେ ବିଭିନ୍ନ ଉପାୟରେ ନିଜର ଦାବି ଉପସ୍ଥାପନ କରି ଆସୁଛନ୍ତି।ଏହି ସ୍ଥଳେ ସରକାର ଲୋକଙ୍କ ଦାବିକୁ ନଜର ଅନ୍ଦାଜ କରୁଛନ୍ତି।ଭଞ୍ଜନଗର ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆଜି ଉପଜିଲ୍ଲାପାଳ ଙ୍କ…
ଆଈ କୋଳରୁ ହୋଇଥିଲା ଅପହୃତ..ଉଦ୍ଧାର କଲା ପୋଲିସ
ଦେବଗଡ଼ (ବିବେକାନନ୍ଦ ସାହୁ ) ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ଉଦ୍ଧାର। ଆଜି ସକାଳେ ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁକୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ…
ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ ସହ ମୋଦିଙ୍କ ଆଲୋଚନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ଡିସେମ୍ବର ୨୦୨୩ ରାତି ସାଢେ଼ ୯ ଟାରେ ଭିଡିଓ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ଶକାରୀମାନଙ୍କୁ ସମ୍ବୋଧିତ କରିବେ।…
ପୁଣି କରୋନା : ସତର୍କ କଲା କେନ୍ଦ
ନୂଆଦିଲ୍ଲୀ,୧୮ା୧୨ : ପୁଣି ଥରେ କୋଭିଡ ଆତଙ୍କ। କୋରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଏବେ ଚିନ୍ତାରେ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ର ଜେଏନ. ୧ ଭାରିଆଣ୍ଟ ଏବେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏ ନେଇ…