Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ହଟ୍ଟଗୋଳ : ଶୀତ ଅଧିବେଶନରୁ ୯୨ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ,୧୮ା୧୨ : ସଂସଦ ସୁରକ୍ଷା ଭଙ୍ଗ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିଶୃଙ୍ଖଳା ନେଇ ଲୋକସଭା ପରେ ରାଜ୍ୟସଭାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବନ ହୋଇଛନ୍ତି। ସମୁଦାୟ ୯୨ ସାଂସଦ ନିଲମ୍ବନ ହେଲେଣି। ଲୋକସଭାର ୩୩ ସାଂସଦ ଶୀତ…
ସମ୍ବଲପୁରୀ ଲୁକରେ ଓଡ଼ିଶା ଫୁଟବଲ କ୍ଲବ୍ ମହିଳା ଦଳ
ଭୁବନେଶ୍ୱର,୧୭ା୧୨ : ଫୁଟବଲ ଜର୍ସି ସହ ହସ୍ତତନ୍ତର ନିଆରା ସଂଯୋଗ। ଶୁଣିବାକୁ ଟ୍ରେଣ୍ଡି, ଆଉ ଟିକେ ନୂଆ ବି ଲାଗୁଥିବ। ଫୁଟବଲ ଓ ହସ୍ତତନ୍ତ କିଭଳି ସଂଯୋଗ ହୋଇପାରିଛନ୍ତି ତାହାକୁ ନେଇ ମନରେ ପ୍ରଶ୍ନ ବି ଆସୁଥିବ। ଏପରି ଏକ ପରିକଳ୍ପନା କରାଯାଇ ଓଡ଼ିଶା ଫୁଟବଲ୍ କ୍ଲବ ମହିଳା ଦଳ (ଓଏଫସି)କୁ…
ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ଜୟଶଙ୍କରଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: କାନାଡା ଏବଂ ଆମେରିକା ଦ୍ୱାରା ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ବୟାନରେ ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଭୟଙ୍କ କଥାରେ ଆକାଶ- ପାତାଳର ଫରକ ରହିଛି। କାନାଡା ଯେଉଁଭଳି ଭାବରେ ଭାରତ ଉପରେ ଅଯଥା ଅଭିଯୋଗ ଲଗାଇଛି ତାହା…
୧୦ ଡିଗ୍ରୀ ତଳେ ୬ ସହର
ଭୁବନେଶ୍ୱର,୧୭ା୧୨ : ବିଳମ୍ବରେ ହେଉ ପଛେ, ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ସକାଳ ବେଳା ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ିଆସୁଛି। କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅ•ନକ ହ୍ରାସ କାରଣରୁ ଶନିବାର ରାଜ୍ୟବାସୀ…
ଆସିକାରେ ୫-ଟି ଅଧ୍ୟକ୍ଷ : ବିଭିନ୍ନ ପ୍ରକଳ୍ପର ଘୋଷଣା
ଆସିକା,୧୭ା୧୨ : ଆସିକାର ମାଆ ଖମ୍ବେଶ୍ୱରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ରୂପାନ୍ତରଣ ନେଇ ଶ୍ରଦ୍ଧାଳୁ ଓ ପୂଜକଙ୍କ ସହ ଆଲୋଚନା କରିଛନ୍ତି। ଖମ୍ବେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ କୋଟି…
ଶ୍ରୀମନ୍ଦିରରେ କୁରାଳ ପଞ୍ଚମୀ ପର୍ବ ଆରମ୍ଭ
ପୁରୀ,୧୭ା୧୨ : ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଛି ୫ଦିନିଆ କୁରାଳ ପଞ୍ଚମୀ ପର୍ବ। ଶ୍ରୀକ୍ଷେତ୍ର ସମେତ ସମଗ୍ର ରାଜ୍ୟରେ କୁମ୍ଭକାରମାନଙ୍କ ଏହି ପବିତ୍ର କୁରାଳ ପଞ୍ଚମୀ ପର୍ବ ଶ୍ରଦ୍ଧା ଓ ଭକ୍ତି ଭାବନାର ସହ ପାଳନ କରାଯାଉଛି। ପାରମ୍ପରିକ ଭାବେ କୁମ୍ଭକାରମାନେ ସେମାନଙ୍କ ହାଣ୍ଡି…
ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା : ସିଜେଆଇ
ନୂଆଦିଲ୍ଲୀ,୧୭ା୧୨: ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ୍ ଦରମା। ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ ଏବଂ ଗୃହିଣୀମାନଙ୍କର ଅଧିକାର ସମ୍ପର୍କରେ ଭାରତର ପ୍ରଧାନ ବି•ରପତି ଡି.ୱାଇ ଚନ୍ଦ୍ରଚୁଡ଼ ଏକ ବଡ଼ ବୟାନ ଦେଇଛନ୍ତି। ବେଙ୍ଗାଲୁରୁର ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ…
ବଚ୍ଚନ ପରିବାର ଛାଡ଼ି ମାଆଙ୍କ ସହ ରହିଲେ ଐଶ୍ୱର୍ଯ୍ୟା!
ମୁମ୍ବାଇ, ୧୬ା୧୨: ଅମିତାଭ ବଚ୍ଚନଙ୍କ ପରିବାରରେ ଏବେ ସବୁ କିଛି ଠିକ୍ ନାହିଁ। କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ବିଯାଇଛି। ସେହିଭଳି ଶାଶୂ ଜୟା ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି। ଏହି କାରଣରୁ ଉଭୟ…
ଏମ୍ଆଇ ଉପରେ ଫ୍ୟାନ୍ସ ଖପ୍ପା; ଜାଳିଦେଲେ ଜର୍ସି
ନୂଆଦିଲ୍ଲୀ,୧୬ା୧୨: ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ କ୍ରିକେଟ ପ୍ରେମି ପସନ୍ଦ କରନ୍ତି ନାହିଁ। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ବିଭିନ୍ନ ଉପାୟରେ ଦଳ ବିରୋଧରେ ନିଜ ନିଜର ବିରୋଧ ଆରମ୍ଭ କରିଛନ୍ତି। ମୁମ୍ବାଇ ଦଳ…
ଭାରତୀୟ ମହିଳା ଦଳର ରେକର୍ଡ ବିଜୟ
ନୂଆଦିଲ୍ଲୀ, ୧୬ା୧୨: ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢେଇ ଦିନରେ ଶେଷ କରି ଭାରତୀୟ ମହିଳା ଟିମ ନୂଆ ରେକର୍ଡ କରିଛି। ପୁଣେର ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନରେ ହରାଇ ହରମନପ୍ରୀତ କୌର…