Browsing Category

ନ୍ୟୁଜ୍

୬ ବଲରେ ୬ ୱିକେଟ ନେଇ ମ୍ୟାଚ୍‌ ଜିତାଇଲେ ଅଧିନାୟକ ମୋର୍ଗାନ

ନୂଆଦିଲ୍ଲୀ, ୧୩ା୧୧: ଅବିଶ୍ୱସନୀୟ ଓ ଅପ୍ରତ୍ୟାଶିକୟ କ୍ରିକେଟ ଗୋଟିଏ ଅନିଶ୍ଚିତତାର ଖେଳ ହୋଇଥିବା ବେଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ କ୍ରିକେଟର । ସେ ମ୍ୟାଚର ଶେଷ ଓଭର୍‌ ବୋଲିଂ କରିବା ସହ ୬ ବଲରେ ୬ ୱିକେଟ ନେଇ ନିଜ ଦଳକୁ ଗୋଟିଏ ଅସମ୍ଭବ ବିଜୟ ଭେଟି ଦେଇଛନ୍ତି । ଦିନିକିଆ…

ହତ୍ୟାକାଣ୍ଡର ପର୍ଦାଫାଶ, ଅଭିଯୁକ୍ତ ଗିରଫ

ବୈପାରିଗୁଡା, : ବୈପାରିଗୁଡା ଅଂଚଳରେ •ଞ୍ଚଲ୍ୟ ସୃଷ୍ଟି କରିଥିବା ଭଳି ଏକ ହତ୍ୟାକାଣ୍ଡ ମାମଲା ଗତ ବୁଧବାର ସନ୍ଧ୍ୟା ୬ଟା ସମୟରେ ଲୋକ ଲୋଚନକୁ ଆସିଥିଲା । ସେହି ସମୟରେ ଅଭିଯୁକ୍ତ କାଣ୍ଡ ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିଲା । ଏହି ଘଟଣା ପୋଲିସକୁ •ଲେଞ୍ଜ ଦେଇଥିବା ବେଳେ ବୈପାରିଗୁଡା…

ମନ୍ଦିର ପୂଜକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

କୋରାପୁଟ, : କୋରାପୁଟ ସଦରମହକୁମା ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ଘଟଣାରେ ୨ ମହିଳାଙ୍କ ସମେତ ୫ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋରାପୁଟ ଟାଉନ ପୋଲିସ । ରମେଶ ତ୍ରିପାଠୀ ସରକାରୀ ଚାକିରୀ ରୁ ଅବସର ନେବା ପରେ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରୁଥିଲେ…

ଏମ୍ସ ଭୁବନେଶ୍ୱରରେ “ଟ୍ରାଭେଲ୍‌ ହେଲଥ୍‌ କ୍ଲିନିକ୍‌’ର ଶୁଭାରମ୍ଭ

ଭୁବନେଶ୍ୱର, : ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ୱାନୟ ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ । ଏହାକୁ ଦୃଷ୍ଟିରେ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି’ ସାରା ରାଜ୍ୟରୁ ଯୋଗଦେବେ ୨ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି' । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ମହୋତ୍ସବରେ ବ୍ଲକ୍‌ ଓ…

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ବାକ୍ସ

କଟକ, : ମାତିଛନ୍ତି ଲୁଟେରା । ପୁଣି ବନ୍ଧୁକ ମୁନରେ ଆଠଗଡ଼ ଅଞ୍ଚଳରୁ ହୋଇଛି ଲୁଟ୍‌ । ଆଠଗଡ଼ ଥାନା ଅଶୋକ ନଗରର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସରେ ପଶି ବନ୍ଧୁକ ଦେଖାଇ ଟଙ୍କା ବାକ୍ସ ଲୁଟ୍‌ କରିଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ଅଶୋକନଗର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସରେ ସୋମବାର…

ଦୀପାବଳିରେ ଅଘଟଣ କ୍ୟାପିଟାଲ୍‌ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା

ଭୁବନେଶ୍ୱର, : ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କଠାରୁ…

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ୱର, : ଶେଷରେ ବନ୍ଧାହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ବାନ୍ଧିଛି ପୋଲିସ । ଜଣେ ଲେଖିକାଙ୍କୁ ଜବରଦସ୍ତ ମାଗିଥିଲେ ଟଙ୍କା । ଏହି ଅଭିଯୋଗରେ ବାନ୍ଧିଛି ଇନ୍‌ଫୋସିଟି ଥାନା ପୋଲିସ୍‌ । ସୂଚନା ଥାଉକି, ଚରମ ରୂପ ନେଇଛି ଅଭିନେତ୍ରୀ ଏବଂ ଲେଖିକା…

ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି; ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ

ନୂଆଦିଲ୍ଲୀ: ଅକ୍ଟୋବରରେ ତଳମୁହାଁ ରହିଲା ଖୁଚୁରା ମୁଦ୍ରାସ୍ଫୀତି । ୨୦୨୩ ଜୁଲାଇ ପରେ ଲଗାତାର ତୃତୀୟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି । ଖାଦ୍ୟ ସାମଗ୍ରୀ ଦାମ୍‌ରେ ହ୍ରାସ ଯୋଗୁଁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତକୁ ଖସିଛି । ଯାହା…

ଆଣବିକ ଅସ୍ତ୍ରଶସ୍ତ୍ରର ରେଞ୍ଜ ବୃଦ୍ଧି; ଚୀନକୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ଆଣବିକ ଅସ୍ତ୍ର ଯେକୌଣସି ଦେଶର ଶକ୍ତି କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଅଟେ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ୯ ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି । ଗତ ବର୍ଷ, ୨୦୨୨ ସୁଦ୍ଧା, ଭାରତ ପାଖରେ ୧୬୦ ପରମାଣୁ ଅସ୍ତ୍ର ଥିଲା । ଭାରତ ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ…