Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି
ଶିମଲା: ଚଳିତ ବର୍ଷ ଆନନ୍ଦ ଉଲ୍ଲାସରେ ସାରା ଦେଶବାସୀ ଆଲୋକର ପର୍ବ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ଏବଂ ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ମଧ୍ୟ ଦେଇଥିଲେ…
୨୦୨୭ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ଅର୍ଥନୀତ
ମୁମ୍ବାଇ: ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ । ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି । ଏହି ରିପୋର୍ଟରେ ଭାରତର ନାମମାତ୍ର ଜିଡିପି…
ଅଭାବୀ ବିକ୍ରିର ଶିକାର ପିଆଜ ଚାଷୀ
ଭବାନୀପାଟଣା,୧୩ା୧୧ : କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ସୁବିଧା ନେଇ ଦଲାଲ କମ୍ ଦରରେ ଅମଳ ପିଆଜ କିଣି…
ଦିଲ୍ଲୀ ପରେ ଓଡ଼ିଶା ପବନରେ ଜହର: ଏକ୍ୟୁଆଇ ୩୦୦ପାର
ଭୁବନେଶ୍ୱର,୧୩ା୧୧ : ପବନରେ ଜହର । ଦିଲ୍ଲୀ ପରେ ଓଡିଶାରେ ବଢିଲା ବାୟୁ ପ୍ରଦୂଷଣ । ଜାତୀୟ ବାୟୁ ଗୁଣବତ୍ତା ସୁଚକାଙ୍କରେ ଖସୁଛି ଓଡିଶାର ପ୍ରମୁଖ ସହର । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଭୁବନେଶ୍ୱର, କଟକ ସିଡିଏ, ବାଲେଶ୍ୱର, ଅନୁଗୋଳ, ରାଉରକେଲା ଓ ବାରିପଦା ସହରର ସ୍ଥିତି…
୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୩୦ରୁ ଅଧିକ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ୱର,୧୩ା୧୧ : ନବୀନ ନିବାସରେ ୫-ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ଆଉ ୩୦ ସଙ୍ଗଠନ । ସଂଗଠନର କର୍ମକର୍ତ୍ତାମାନେ ରୂପାନ୍ତରଣ ଅଭିଯାନ ପାଇଁ ନିଜର ସମର୍ଥନ ଜ୍ଞାପନ ସହ ଦୀର୍ଘ ବର୍ଷ ପରେ ରାଜ୍ୟର ଦ୍ରୁତ ବିକାଶକୁ ଭୁରିଭୁରି ପ୍ରଶଂସା କରିଛନ୍ତି ।…
ଉତ୍ତରାଖଣ୍ଡରେ ଟନେଲ୍ ଟ୍ରାଜେଡି ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ
ନୂଆଦିଲ୍ଲୀ,୧୩ା୧୧: ଉତ୍ତରକାଶୀ ଟନେଲରେ ୪୦ ଶ୍ରମିକ ଫସିଥିବା ବେଳେ ସେଥିରୁ ଓଡିଶାର ୫ ଜଣ ଥିବା ଜଣାଯାଇଛି । ଯୁଦ୍ଧକାଳୀନ ଭି୍ତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୱାକିଟକି ଜରିଆରେ ଫିସିଥିବା ଲୋକଙ୍କ ସହ କଥାବାର୍ତ୍ତା ସମ୍ଭବ ହେଉଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।…
ସଂଖ୍ୟାଲଘୁଙ୍କ ପାଇଁ ୧୫୦ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର,୧୩ା୧୧ : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୫୦ଟି ବହୁମୁଖୀ ସାଂସ୍କୃତିକ ତଥା ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ,୧୩ା୧୧ : ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି…
ପିପିଏଫ-ଏସସିଏସସିରେ ନିବେଶ ଯୋଜନାରେ ପରିବର୍ତ୍ତନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରିଥିବା ନିବେଶକଙ୍କ ନିମନ୍ତେ ଖୁସି ଖବର । ଯଦି ଆପଣ ପିପିଏଫ, ସିନିୟର ସିଟିଜେନ ସେଭିଂ ସ୍କିମ (ଏସସିଏସସି) ସମେତ ସ୍ମଲ ସେଭିଂ ସ୍କିମମାନଙ୍କରେ ଅର୍ଥ ନିବେଶ କରିଛନ୍ତି ତେବେ ସରକାରଙ୍କ ପକ୍ଷରୁ ନିୟମରେ ବଡ଼…
ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ
ନୂଆଦିଲ୍ଲୀ, ୧୧ା୧୧ : ଚଳିତ ଆଇସିସି ବିଶ୍ୱକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି । ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ । ଭାରତ ପୂର୍ବରୁ ୭ଥର…