Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେ
ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେ ରହିଛି ଏକ ନଳକୂପ । ଏହି ନଳକୂପର ଚତୁଃପାଶ୍ୱର୍ର ପ୍ଳାଷ୍ଟର ଛାଡି ଯାଇଥିବା ବେଳେ ନଳକୂପ ମୂଳରେ ପାଣି ଜମିବା ସହିତ ଅନାବନା ଗଛରେ ଭର୍ତି ହୋଇଛି । ଏହି ନଳକୂପର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଗ୍ରାମ୍ୟ…
ବିଜେଡ଼ି ତରଫରୁ ନୂଆଖାଇ ଭେଟ୍ ଘାଟ ଏବଂ କର୍ମୀ ସମ୍ମିଳନୀ
ବଲାଂଗୀର, : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ବିଜେଡ଼ି ତରଫରୁ ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ନୂଆଖାଇ ଭେଟ୍ ଘାଟ ଏବଂ ବିଜେଡ଼ି କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟ କ୍ରମରେ ସମସ୍ତ ଅଞ୍ଚଳ ବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ବିଜେଡ଼ି…
ଅବକାରୀ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡାଗଲା
ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳର ଥଣ୍ଡା ଜଳବାୟୁ ଓ ଜଙ୍ଗଲ ଜମିର ମାଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଜିଲ୍ଲାର କେତେକ ବନାଞ୍ଚଳରେ ଚୋରାରେ ଗଞ୍ଜେଇ ଚାଷ କରାଯାଉଛି । କେତେକ ଶକ୍ତିଶାଳୀ ମାଫିଆଙ୍କ ଦ୍ୱାରା ଏହି ଚୋରା ଗଞ୍ଜେଇ ଚାଷ କରାଯାଉଥିବାବେଳେ ନିରୀହ…
“ଅପୂର୍ବା’ ସୁଟିଂ ସେଟରେ କାନ୍ଦିଲେ ତାରା
ମୁମ୍ବାଇ, ୫ା୧୧: ଖୁବ୍ଶୀଘ୍ର ଫିଲ୍ମ "ଅପୂର୍ବା'ରେ ନଜର ଆସିବେ
ଅଭିନେତ୍ରୀ ତାରା ସୁତାରିଆ । ଏହା ଜରିଆରେ ନିଜ ଅଭିନୟର ଅସଲ
ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିପାରିବେ ବୋଲି ସେ କହିଛନ୍ତି । ଏକ
ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଫିଲ୍ମର ଏକ ସିନ୍ ବିଷୟରେ ତାରା
କହିଛନ୍ତି, ଗୋଟିଏ ସିନ୍…
ଗୋଆରେ ଅନୁଷ୍ଟିତ ନ୍ୟାସନାଲ ଗେମ୍ ଲାଗି ଅନୁଗୁଳ ଝିଅ ମନୋନୀତ
ଅନୁଗୁଳ, ୫ା୧୧ (ଡିକେ ନୁ୍ୟଜ୍):ତାଳଚେରଡେରା ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ନ୍ୟାସନାଲଗେମ୍ ପାଇଁ ମନୋନୀତ ହୋଇ ଗୋଆ ଯାତ୍ରା
କରିଛନ୍ତି । ଯାହା କି ସମଗ୍ର ଅନୁଗୁଳ ଜିଲ୍ଲା ପାଇଁଗୌରବର ବିଷୟ ଅଟେ । ମର୍ଯ୍ୟାଦା ସମ୍ପନ୍ନନ୍ୟାସନାଲ ଗେମ ପିସ୍ତଲ…
ଛତିଶଗଡ଼ ନିର୍ବାଚନ : ସରିଲା ପ୍ରଚାର ନିର୍ଣ୍ଣାୟକ ଭୂମିକାରେ ଓଡ଼ିଶା ଭୋଟର
ନୂଆଦିଲ୍ଲୀ,୫ା୧୧: ଚଳିତ ମାସ ୭ ଓ୧୭ ତାରିଖରେ ଛତିଶଗଡ଼ରେ ଦୁଇଟିପର୍ଯ୍ୟାୟରେ ୯୦ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଏଥିରେ ୧୧୮୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୭ ତାରିଖଦିନ ୨୦ଟି ଆସନ ପାଇଁ ୨୨୩ ପ୍ରାର୍ଥୀଙ୍କଭାଗ୍ୟ ନିର୍ଦ୍ଧାରଣ କରିବେ…
ବିନା ଓଟିପିରେ ବି ଉଡ଼ିଯାଉଛି ଟଙ୍କା
କଟକ, (ଡିକେ ନୁ୍ୟଜ୍): ବ୍ୟାଙ୍କ କ୍ରେଡିଟ୍କା ର୍ଡ କିମ୍ବା ଡେବିଟ୍ କାର୍ଡର କଣ୍ଟାକ୍ଟଲେସ୍ବ୍ୟ ବସ୍ଥା ଏବେ ଗ୍ରାହକଙ୍କ ପାଇଁ କାଳହୋଇଛି । ସାଇବର ଅପରାଧୀ ଏହାକୁଅସ୍ତ୍ର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କାଗାଏବ କରି ଦେଉଥିବା ବେଳେ ପୁଲିସପାଇଁ ତାହା ଚିନ୍ତାର କାରଣ ହୋଇଛି ।ଏଭଳି ସୁବିଧା…
ବଜ୍ରପାତ କ୍ଷତି ରୋକିବ ତାଳଗଛ
ଭୁବନେଶ୍ୱର,: ବଜ୍ରପାତ ଜନିତ କ୍ଷତି ରୋକିବ ତାଳ ଗଛ । ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ତାଳ ଗଛ ରୋପଣ କରାଯିବ । ବଜ୍ରପାତ ଜନିତ କ୍ଷତି ରୋକିବା ସହ ଜଙ୍ଗଲ ପରିସୀମାକୁ ସୁରକ୍ଷା ଦେବାରେ ସହଯୋଗ କରିବ । ଆଗାମୀ ୨୦୨୪-୨୫ ଓ ୨୦୨୫-୨୬ ରୌପଣ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରି ପ୍ରାୟ…
ସ୍ୱଚ୍ଛତାର ସହ ହେବ ଖରିଫ୍ ଧାନ ସଂଗ୍ରହ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ସ୍ୱଚ୍ଛତାର ସହ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ବ୍ୟବସ୍ଥା ଠିକ୍
·ଲିଛି କି ନାହିଁ, ତାହା ଅନୁଧ୍ୟାନ କରିବା ପାଇଁ ସବୁ ସଚିବ ମଣ୍ଡି ବୁଲିବେ । ·ଷୀ ଯେଭଳି କୌଣସି ସମସ୍ୟାରେ ନପଡ଼ିବେ, ତା' ଉପରେ ନଜର ରଖିବାକୁ…
ଟଙ୍କା ବଦଳ ରାକେଟରେ ଏକାଧିକ ନାବାଳକ
ଭୁବନେଶ୍ୱର: ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ବ୍ୟବସାୟୀ, ବିଲ୍ଡର, ଠିକାଦାରଙ୍କର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଭୁବନେଶ୍ୱର ଶାଖାରେ ୨ ହଜାର ଟଙ୍କା ବଦଳ କରିବା ପାଇଁ ଏକବିଧିବଦ୍ଧ ରାକେଟ୍ କାମ କରୁଛି । ଏହି ରାକେଟରେ ଏକାଧିକ ଦଲାଲ, ନାବାଳକ କାମ କରୁଥିବା ଜଣାପଡ଼ିଛି । ଟଙ୍କା…