Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି
ନୂଆଦିଲ୍ଲୀ: କିଛିଦିନ ଧରି ହ୍ରାସ ଘଟୁଥିବା ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ମାସକରେ ସର୍ବାଧିକ ୨.୬ ବିଲିଅନ ଡଲାର ବୃଦ୍ଧି
ଘଟି ୫୮୬. ୧୧ ବିଲିଅନ ଅ ।ରବ ଡଲାରରେ ପହଞ୍ଚିଛି । ଅକ୍ଟୋବର ୨୭ ତାରିଖ ସୁଦ୍ଧା ଏହି ବୃଦ୍ଧି ହୋଇଛି ବୋଲି ଶୁକ୍ରବାର…
ଭୁବନେଶ୍ୱରରେ ଭିସାଜର ନୂଆ ବ୍ରାଞ୍ଚ
ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଭୁବନେଶ୍ୱର ଜୟଦେବବିହାରସ୍ଥିତ ଏସ୍ବିଅ ।ଇ ବ୍ୟାଙ୍କ ନିକଟରେ ଆଜି“ଭିସାଜର ଏକ ନୂଅ । ବ୍ରାଞ୍ଚ "ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍' ଖୋଲିଛି ।ଏହି“ଅବସରରେ ସମାଜସେବୀ ତଥା ବିଜେଡି କର୍ମୀ ମୀରା ପରିଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂଅ ।…
ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ରେ ମିଳିଲା ନିଯୁକ୍ତି
ଭୁବନେଶ୍ୱର,(ଡିକେ ନୁ୍ୟଜ୍): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ
ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ରବିବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ…
ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି: ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି
ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ,
ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ । ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ
ସୁବିଧା…
୭ରୁ ଶସ୍ତାରେ ଅଟା ବିକିବେ ସରକାର!
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ
କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ
ସରକାର ୨୦୨୩ ଡିସେମ୍ୱର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ
ଘୋଷଣା କରିଥିଲେ । ଏହି ସମୟସୀମା ଶେଷ ହେବାକୁ ଯାଉଛି ।…
ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ
କୋଲକାତା,୫ା୧୧ : କୋଲକାତାର ଐତିହାସିକ ଇଡେନଗାଡେନ୍ସଠାରେ •ଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହାସହିତ ଚଳିତ ବିଶ୍ୱକପରେ ନିଜର ଅପରାଜେୟ ଧାରା ଜାରିରଖିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନରଲକ୍ଷ୍ୟ ରଖିଥିଲା ଟିମ…
ମାଗଣା ରାସନ ଯୋଜନା ଆଉ ୫ ବର୍ଷ ବଢ଼ିବ
ନୂଆଦିଲ୍ଲୀ,: ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅଧୀନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶରm ୮୦…
ବ୍ୟାଙ୍କ ଅଫ୍ ବରୋଦା ଟିମ୍ ପକ୍ଷର ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ସଫଳ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଏସ୍ ସୋମନାଥ ଏବଂ ତାଙ୍କ ବୈଜ୍ଞାନିକ ଟିମ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଦେବଦତ୍ତ ଚାନ୍ଦ, ବ୍ୟାଙ୍କର ଆଞ୍ଚଳିକ…
ଷ୍ଟେଟ ବ୍ୟାଙ୍କ ପ୍ରୋପର୍ଟି ଏକ୍ସପୋ ୨୦୨୩ ଉଦଘାଟିତ
ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭୁବନେଶ୍ୱର ୟୁନିଟ୍ -୧ ସ୍ଥିତ ମୁଖ୍ୟ ଶାଖା ପ୍ରାଙ୍ଗଣରେ ୩ ନଭେମ୍ବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପ୍ରୋପର୍ଟି ଏକ୍ସପୋ -୨୦୨୩ ଆୟୋଜିତ ହୋଇଛି । ୩୦ ରୁ ଅଧିକ ଖ୍ୟାତିସମ୍ପନ୍ନ ବିଲଡରମାନେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ନୂତନ ତଥା…
ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା
ବ୍ରହ୍ମପୁର, : ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ…