Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ସଦ୍ୟସମାପ୍ତ ହାଙ୍ଗଝୁ ପାରା ଏସୀୟ କ୍ରୀଡାରେଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥ୍ଲେଟପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ
ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରାସଟଲର ପ୍ରମୋଦ ଭଗତଙ୍କୁ ୨ କୋଟି…
ୱାର୍ଲଡ ଫୁଡ ଇଣ୍ଡିଆ ପ୍ରଦର୍ଶନୀ ଉଦ୍ଘାଟିତ ଏସ୍ଏଚ୍ଜି ସଦସ୍ୟାଙ୍କୁ ୩୮୦ କୋଟିର ପୁଞ୍ଜି ସହାୟତା
ନୂଆଦିଲ୍ଳୀ,୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ "ୱାର୍ଲଡ ଫୁଡଇଣ୍ଡିଆ ୨୦୨୩' ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଖାଦ୍ୟ
ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମଆୟୋଜିତ ହେଉଛି । ଏହାର ଉଦେ୍ଦଶ୍ୟ…
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା!
ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିର
ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇ କାଲିର ପରିଚାଳନା କମିଟି…
ସେମିକଣ୍ଡକ୍ଟର ହବ୍ରେ ପରିଣତ ହେବ ଓଡ଼ିଶା
ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଓଡ଼ିଶାକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା ଲାଗି "ଓଡ଼ିଶାଫର ସିଲିକନ-୨୦୨୩'ଆୟୋଜନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏକ ଭିଡିଓ ବାର୍ତ୍ତାରେ କହିଥିଲେ ଯେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ବ୍ୟବସ୍ଥା ଗଢ଼ିତୋଳିବାରେ ଏହି କାର୍ଯ୍ୟକ୍ରମ ସହାୟକ…
ଏଣିକି ପୋଷ୍ଟ ଅଫିସରେ ବଦଳ ହେବ ୨ ହଜାର ଟଙ୍କିଆ ନୋଟ୍
ମୁମ୍ବାଇ: ଡାକ ଜରିଆରେ ଦୁଇହଜାର ଟଙ୍କିଆ ପଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ଆହ୍ୱାନ ଦିଆ ଯାଇଛି । ଦେଶର ଯେକୌଣସି
ଡାକ ଘର ଜରିଅ ।ରେ ଲୋକ ମାନେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟକୁ ୨୦୦୦ ଟଙ୍କିଆ ପଠାଇପାରିବେ । ସେମାନେ ଦେଇଥିବା ବ୍ୟାଙ୍କ ଖାତାରେ ସେହି…
ଆଇସିକୁ୍ୟସିରେ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ପୁରସ୍କୃତ
ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଗୁଣାତ୍ମକ ପରିଚାଳନାରେଉକôର୍ଷତା ପାଇଁ ଅନ୍ତର୍ଜାତୀୟ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ (ଆଇସିକୁ୍ୟସି) ୨୦୨୩ରେ ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ସାତୋଟି ସ୍ୱର୍ଣ୍ଣ ଏବଂଗୋଟିଏ ରୌପ୍ୟ ପୁରସ୍କାର ଜିତିଛି । ଚୀନ୍ର…
କଙଋଶିଳ୍ପୀ ଦେବେଶ ପତି ଗିରଫ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ନାମୀ ଦାମୀ ଓଡ଼ିଆ ସିଙ୍ଗରଦେବେଶ ପତି ଗିରଫ । ଲଭ ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରିଛି ନୟାପଲି ଥାନା ପୋଲିସ ।
ଲଚକ୍ ମଣି ବେବି ଲୋ ବୟଫ୍ରେଣ୍ଡ ତୋରା ହେବି ଲୋ ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ହାୱା…
ସୋଲାର ବିଶ୍ୱ କଂଗ୍ରେସରେ ଅଚୁ୍ୟତ ସାମନ୍ତ ସମ୍ମାନ୍ନିତ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ନୂଆଦିଲ୍ଲୀଠାରେ ଚାଲିଥିବା ସୋଲାର ବିଶ୍ୱ କଂଗ୍ରେସ ୨୦୨୩ରେ ଶୁକ୍ରବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କୁ ସୋଲାର ଏନର୍ଜୀସୋସାଇଟି ଅଫ୍ ଇଣ୍ଡିଆ (ଏସ୍ଇଏସ୍ଆଇ) ପକ୍ଷରୁ ସମ୍ମାନୀତକରାଯାଇଛି । କିଟ୍ ଓ କିସ୍ ମାଧ୍ୟମରେ ସବୁଜ ଶକ୍ତିକୁ ବ୍ୟାପକ…
ବିବାଦରେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ୱାଦିକଙ୍କୁ ମାଡ ଅଭିଯୋଗ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): କଳାକାରଙ୍କ କଳିରେ ବିବଦୀୟ ହୋଇଥିବା ଟୁଟୁ
ନାୟକ ପୁଣି ଥରେ ସୀମା ଟପିଛନ୍ତି । ସର୍ବସମ୍ମୁଖରେ ସାମ୍ବାଦିକାଙ୍କ ସହ ଦୁର୍ବ୍ୟବହାର
କରିଥିବା ଦେଖାଯାଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜଣେ ମହିଳା
ସାମ୍ବାଦିକାଙ୍କୁ ଟୁଟୁ ନାୟକ ·ପୁଡା ମାରିଥିବା…
କେସିଙ୍ଗାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ
କେସିଙ୍ଗା, (ଡି କେ ନୁ୍ୟଜ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମା’
ଭଉଣୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉ କି ଚଳିତ ୩ ତାରିଖରୁ ସମଗ୍ର…