Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ନବୀନ ଓଡ଼ିଶାରେ ଗାଁ ହେବ ରୂପାନ୍ତରର ପ୍ରକୃତ କେନ୍ଦ
ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡ଼ିଶା ନବୀନ ଓଡ଼ିଶା' ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁୟ…
ଲାଞ୍ଚ ନେଇ ଧରାପଡ଼ିଲେ ଇଡି ଅଧିକାରୀ
ନୂଆଦିଲ୍ଲୀ: ଇଡି ଅଧିକାରୀନେଉଥିଲେ ଲାଞ୍ଚ । ଗିରଫ କଲାଏସିବି । ରାଜସ୍ଥାନ ଏସିବି, ଇଡିରଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି । ଉଭୟ ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ…
ତଥ୍ୟ ଲିକ୍ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍
ନୂଆଦିଲ୍ଲ୍ୀ: ସବୁଠୁ ସୁରକ୍ଷିତକୁହାଯାଉଥିବା ଆପଲ ଫୋନ କିପରିହ୍ୟାକ ହେବ? ଆପଲ ଫୋନ ହ୍ୟାକଆଶଂକା ପଛରେ ସରକାରଙ୍କ ହାତରହିଛି ବୋଲି କିପରି ନିଷ୍କର୍ସରେ
ପହଞ୍ଚିଲ? କେଉଁ ଆଧାରରେ ଏପରିପରିଣାମ ନେଇ ନିଶ୍ଚିତ ହେଲ?ଅଜଣା ଜାଗାରୁ ରହି କିପରି ଏହାକୁଆକ୍ସେସ କରାଯାଇପାରିବ ବୋଲିନିଶ୍ଚିତ ହେଲ?…
ଗ୍ରାହକଙ୍କ ଉତ୍ତମ ସେବାରେ “ରିଲାଏନ୍ସ ଏସବିଆଇ କାର୍ଡ’
ଭୁବନେଶ୍ୱର,(ଡିକେ ନୁ୍ୟଜ୍):ରିଲାଏନ୍ସ ରିଟେଲ ଏବଂଏସବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ "ରିଲାଏନ୍ସ ଏସ୍ବିଆଇକାର୍ଡ' କ୍ରେଡିଟ୍ କାର୍ଡ ଲଞ୍ଚ ହେବାକୁ
ଯାଉଛି । ଏହି କାର୍ଡଧାରୀମାନେ ଫ୍ୟାଶନ୍, ଲାଇଫ୍ ଷ୍ଟାଇଲ୍, ଗ୍ରୋସେରୀ, ଫାର୍ମା, ଫର୍ନିଚର,ଗହଣା ଆଦି କିଣାକିଣି ଠାରୁ ଆରମ୍ଭ କରି…
କେତେ ·ନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ? ତଥ୍ୟ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିଦେ୍ର୍ଦଶ
ନୂଆଦିଲ୍ଲୀ,୨ା୧୧ : ଚଳିତ ବର୍ଷସେପ୍ଟେମ୍ବର ୩୦ ସୁଦ୍ଧା କେତେ ·ନ୍ଦାଆଦାୟ କରିଛନ୍ତି ରାଜନୈତିକ ଦଳ ।ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ
ଦିଅନ୍ତୁ । ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାରଶୁଣାଣି କରି ଏଭଳି କିଛି ନିଦେ୍ର୍ଦଶ ଦେଇଛନ୍ତିସୁପ୍ରିମକୋର୍ଟ । ଇଲେକ୍ଟୋରାଲ ବଣ୍ଡରୁରାଜନୈତିକ…
ବାୟୁ ପ୍ରଦୂଷଣ : ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ
ନୂଆଦିଲ୍ଲୀ,୨ା୧୧ : ଦିଲ୍ଲୀରେ ପ୍ରଦୂଷଣରୋକିବାକୁ ପଦକ୍ଷେପ ନେଲେସରକାର । ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗିକାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏ ବାବଦରେ ଏକ ନିଦେ୍ର୍ଦଶ ଜାରିକରାଯାଇଛି । ନିୟମ ପାଳନ କରାଯିବାନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁମଧ୍ୟ ନିଦେ୍ର୍ଦଶ ଦିଆଯାଇଛି ।…
ଦୁଇ ଜିଲ୍ଲା ପାଇଁ ବିଜେଡ଼ିର ପର୍ଯ୍ୟବେକ୍ଷକ ନିଯୁକ୍ତ ସଞ୍ଜୟ ଓ ପ୍ରତାପଙ୍କୁ ମିଳିଲା ଦାୟିତ
ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁଦାୟିତ୍ୱ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ…
ଆମ ଓଡ଼ିଶା ନବୀନ ଓଡ଼ିଶା : ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ
ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ରାଜ୍ୟସରକାରଙ୍କର ଗ୍ରାମାଭିମୁଖୀ ମହତ୍ୱକାଂକ୍ଷୀଯୋଜନା "ଆମ ଓଡିଶା ନବୀନ ଓଡିଶା'ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶାଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁଆରମ୍ଭ ହୋଇଛି ଅଭିଯାନ । ଏହିକାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ,ପ୍ରତି ଗାଁ । ଆଜି…
ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବି·ରପତି
ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ):ସୁପ୍ରିମକୋର୍ଟ ମୁଖ୍ୟ ବି·ରପତି ଜଷ୍ଟିସଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜିପାଟନା ହାଇକୋର୍ଟର ବି·ରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶାହାଇକୋର୍ଟ ମୁଖ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇକୋ ରିଟ୍ରିଏଟ୍ ଉଦ୍ଘାଟିତ
ଭୁବନେଶ୍ୱର/କୋରାପୁଟ, (ଡିକେ ନୁ୍ୟଜ୍): ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି,କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରୀ
ପଂ·ୟତ ଗିର୍ଲିମାଳି ଇକୋ ରିଟ୍ରିଏଟ ପର୍ଯ୍ୟଟନକେନ୍ଦ୍ର । ଏହାକୁ ଭିଡିଓ ଭାର୍ତ୍ତା ମାଧ୍ୟମରେ ଉଦଘାଟନକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…