Browsing Category

ନ୍ୟୁଜ୍

ମିଠାରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ ଏଫ୍ଏସ୍ଏସ୍ଏଆଇ

ନୂଆଦିଲ୍ଲୀ: ଆଗକୁ ଦୀପାବଳିଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧିଦେଖିବାକୁ ମିଳିପାରେ । ଏହାରସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣକରିପାରନ୍ତି । ଏଥିରେ ରୋକଲଗାଇବା ପାଇଁ ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ…

ଭାରତ-ବାଂଲାଦେଶ ମଧ୍ୟରେ ୩ ପ୍ରକଳ୍ପର ଶୁଭାରମ୍ଭ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରରେ ହେବ ବିକାଶ

ନୂଆଦିଲ୍ଲୀ,୧ା୧୧: ଭାରତ ଏବଂ ବାଙ୍ଗଲାଦେଶ ପାଇଁ ଐତିହାସିକ ଦିନ । ବୁଧବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମିଳିତ ଭାବରେ ତିନିଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଭାରତର…

ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କ ଶବ ଉଦ୍ଧାର,୧୫ ନିଖୋଜ

ଛପ୍ରା: ବିହାର ଛପ୍ରାରେ ନୌକା ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ ସରଜୁ ନଦୀରେ ଯାତ୍ରୀବାହୀଡଙ୍ଗା ଓଲଟି ପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କ ଶବ ଉଦ୍ଧାର ହୋଇଛି, ଏବେବି ୧୫ଜଣ ଲୋକ ନିଖୋଜ ଥିବା କୁହାଯାଇଛି ।ଯେଉଁମାନେ ପହଁରା ଜାଣିଥିଲେ ସେମାନେ କୌଣସି ପ୍ରକାର ପହଁରି…

କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଟେକ୍ନୋଲୋଜି ଇନ୍କୁ୍ୟବେସନ୍କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କିଟ୍ର ଇନୋଭେଟିଭ୍ ହବ୍ କିଟ୍-ଟିବିଆଇକୁ ଇନ୍କୁ୍ୟବେଟର୍ ଅଫ୍ ଦି ଇୟର୍ ୨୦୨୩ ପୁରସ୍କାର ପ୍ରଦାନକରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍ଆସୋସିଏସନ୍ ଅଫ୍…

ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍କରିବାକୁ ରାଜ୍ୟ ସରକାର ଅଭିନବପଦକ୍ଷେପ ନେଇଛନ୍ତି । ଅନଲାଇନରେଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକମାନଙ୍କୁ ଟ୍ୟାବ୍ ଦେବାକୁ ନିଷ୍ପତ୍ତିନେଇଛନ୍ତି । ରାଜ୍ୟରେ ଥିବା ମୋଟ୯୬, ୭୧୮ ଶିକ୍ଷକଙ୍କୁ ଏହି…

କଇଁଛ ସୁରକ୍ଷା: ମାଛଧରା ଉପରେ ୭ ମାସ ପାଇଁ କଟକଣା

ପାରାଦୀପ,(ଡିକେ ନୁ୍ୟଜ୍): ବିରଳଓଲିଭ ରିଡଲେ କଇଁଛର ସୁରକ୍ଷାଓ ନିରାପତ୍ତା ସୁନିଶ୍ଚିତ କରିବାପାଇଁ ପ୍ରତିବର୍ଷ ପରି ନଭେମ୍ବର୧,୨୦୨୩ ରୁ ୨୦୨୪ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ମାସ ଧରି ସମୁଦ୍ରରେ ମାଛଧରାଉପରେ କଟକଣା ଲଗାଇଛନ୍ତିସରକାର । ଏହି ନିଷେଧାଦେଶରମୁଖ୍ୟ କାରଣ ହେଉଛି ଏହି…

ଭାରତୀୟ ଖେଳାଳିଙ୍କୁ ସୋଏବ ଅଖତରଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧ା୧୧: ଚଳିତ ବିଶ୍ୱକପରେ ଭାରତଅପରାଜେୟ ରହିବା ସହ ଯେଉଁ ଭଳି ବ୍ୟାଟିଂ ଓ ବୋଲିଂରପ୍ରଦର୍ଶନ ଦେଇଛି, ସେଥିରେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର ପ୍ରଭାବିତ ହୋଇଛନ୍ତି । ଇଂଲଣ୍ଡବିପକ୍ଷ ଗତ ମ୍ୟାଚରେ ଭାରତ ପ୍ରଥମ ଥର ଚଳିତବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରିଥିଲା ଓ…

ପରଦାରେ ସିଦ୍ଧାନ୍ତ -ନୀତୁଙ୍କ ଯୋଡ଼ି

ଭୁବନେଶ୍ୱର, ୧ା୧୧ (ଡିକେନୁ୍ୟଜ୍): ଅଭିନେତା ସିଦ୍ଧାନ୍ତଙ୍କସାଥ୍ ପାଇଲେ ଜଣେ ଲୋକପ୍ରିୟଟେଲି ଅଭିନେତ୍ରୀ । ତାଙ୍କୁ ଦର୍ଶକଗାୟତ୍ରୀ ଭଳି ମେଗାଧାରାବାହିକରେ ଟାଇଟଲ ରୋଲରେ ଦେଖିବାକୁପାଇଥିଲେ । ଏବେ ସେ ବିଟେଲିଜଗତରେ ସକ୍ରିୟ ଅଛନ୍ତି । ସେକେତେକ ସିନେମାରେ ବି ଆଗରୁନଜର ଆସିଛନ୍ତି । ଏଠାରେ…

ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହ

ମୁମ୍ବାଇ, ୧ା୧୧: ଚଳିତ ବିଶ୍ୱକପରେ ଭାରତନିଜର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଶ୍ରୀଲଙ୍କା ସହଖେଳିବ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ।ଦିନିକିଆ ବିଶ୍ୱକପ୍ ଇତିହାସରେ ଉଭୟ ଦେଶ ୯ ଥର ଭେଟିଥିଲେ ମଧ୍ୟ ସ୍ଥିତି ୪-୪ ସମତୁଲସ୍ଥିତିରେ ରହିଛି । ଗୋଟିଏ ମୁକାବିଲାରୁ ଫଳବାହାରି ପାରି ନଥିଲା ।…

ମହାପ୍ରଭୁଙ୍କ ଆଶିଷ ଲୋଡିଲେ ରାଜ୍ୟପାଳ

ପୁରୀ,୧ା୧୧(ଡିକେ ନୁ୍ୟଜ): ନୂତନ ରାଜ୍ୟପାଳ ରଘୁବରଦାସ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀମନ୍ଦିରରେଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ରାଜ୍ୟପାଳଙ୍କର ପ୍ରଥମ ପୁରୀଗସ୍ତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ…