Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
୮ ଯାଏଁ ଘୁଞ୍ଚିଲା ବସ୍ ଧର୍ମଘଟ
ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ପୁଣି ଘୁଞ୍ଚିଲା ଘରୋଇବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି । ନଭେମ୍ବର ୮ଯାଏଁ ପୁଣି ଘୁଞ୍ଚିଲା ବସ୍ ଧର୍ମଘଟ । ୮ ତାରିଖ ଦିନ ଅଲ୍
ଓଡ଼ିଶା ବୈଠକ ସେଦିନ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।ଏନେଇ ଶନିବାର ବସ୍ ମାଲିକ ସଂଘ ବେଠକରେ ନିଷ୍ପତ୍ତିହୋଇଛି ।…
ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ
ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ରାଜଭବନରେରାଜ୍ୟପାଳ ରଘୁବର ଦାସ । ପୁରୀରୁ ଆସି ଭୁବନେଶ୍ୱରରେପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ
ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ନେବାପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ…
ଏସିଆନ ପାରା ଗେମ୍ସକ୍ର୧୧୧ ପଦକ ସହ ଭାରତ ଅଭିଯାନ ଶେଷ
ହାଙ୍ଗଝୌ, ୨୯ା୧୦: ଚୀନରେଶନିବାର ଶେଷ ହୋଇଥିବା ଏସୀୟପାରା କ୍ରୀଡ଼ାରେ ଭାରତ ଐତିହାସିକ
ସଫଳତା ପାଇଛି । ଏହି ବିବିଧଖେଳରେ ଭାରତ ୨୯ ସ୍ୱର୍ଣ୍ଣ ପଦକସହ ମୋଟ ୧୧୧ ପଦକ ଜିତି
ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।ଶନିବାର ଅନ୍ତିମ ଦିବସରେ ଭାରତଆଉ ୧୨ ପଦକ ଯୋଡ଼ିଥିଲା । ଏହି
ସଫଳତାରେ ୩୧ ରେପ୍ୟ ଓ…
ଜାତୀୟ କ୍ରୀଡ଼ା: ପ୍ରଣତିଙ୍କୁ ଚତୁର୍ଥ ସ୍ୱଣ୍ଣ
ଭୁବନେଶ୍ୱର/କଟକ, ୨୯ା୧୦ (ଡିକେ ନୁ୍ୟଜ୍):ଚଳିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାଶନିବାର ଗୋଟିଏ ସ୍ୱର୍ଣ୍ଣ ସହ ୬ ପଦକ ପାଇଛି ।
ଏହାମଧ୍ୟରେ ସ୍ୱର୍ଣ୍ଣ ବ୍ୟତୀତ ୪ ରୌପ୍ୟ ଓ ୧କାଂସ୍ୟ ପଦକ ସାମିଲ ଅଛି । ଫଳରେ ଓଡ଼ିଶାରମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଶନିବାର
ମହିଳା ଜିମ୍ନାଷ୍ଟିକ୍ସରେ…
ଭିଡିଓ ମାଧ୍ୟମରେ ଜବାବ ଦେଲେ ଦୀପିକ
ମୁମ୍ବାଇ, ୨୯ା୧୦: ଦୀପିକାପାଦୁକୋନ-ରଣବୀର ସିଂହ ଏବେକିଛିଦିନ ହେବ ସୋସିଆଲମିଡିଆରେ ହେଡ଼ଲାଇନରେ ଅଛନ୍ତି ।"କଫି ୱିଥ୍ କରନ -୮'ରେ ସାମିଲ
ହୋଇ ଏହି କପଲ ପରସ୍ପରବିଷୟରେ ବହୁତ କିଛି କହିଥିଲେ ।ତେବେ ଏହି ଶୋ'ରେ ଦୀପିକାକହିଥିବା କିଛି କଥା ପାଇଁ ତାଙ୍କୁଟ୍ରୋଲ ହେବାକୁ ପଡ଼ିଥିଲା ।…
ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଓଲିଉଡରେ ·ଲିଥିବା
ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି
ଅଭିନେତା ଅରିନ୍ଦମ ରାୟ । ବିବାଦର ସମାଧାନ ପାଇଁ
ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି । ସେ
କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ
ଘରେ କରିବା । ଆମ ଘର କଥାରେ ରାଜନୀତିର…
ନେତାଜୀ ବସ୍ ଟର୍ମିନାଲ୍ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ
କଟକ, (ଡିକେ ନୁ୍ୟଜ୍): ୫-ଟି ଅଧ୍ୟକ୍ଷକଟକରେ ନୂତନ ଭାବେ ନିର୍ମିତ ଓକାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍
ଟର୍ମିନାଲ୍ ରବିବାର ପରିଦର୍ଶନକରିଛନ୍ତି । ଏହି ଅବସରରେ ସେଲୋକଙ୍କ ମତାମତ ଜାଣିବା ପାଇଁଯାତ୍ରୀ, ବିକ୍ରେତା, ସେବା
ପ୍ରଦାନକାରୀ, ବସ୍ ଅପରେଟର ଏବଂଅନ୍ୟାନ୍ୟ କର୍ମ·ରୀଙ୍କ ସହଆଲୋଚନା…
ସ୍ୱଦେଶୀ ସାମଗୀ୍ର କଣି ନ୍ତ ୁ ଦେଶବାସୀ
ନୂଆଦିଲ୍ଲୀ: ଭାରତର ଘରୋଇଟେଲିକମ କମ୍ପାନୀଗୁଡ଼ିକ ୫ ଜି କୁଟପି ୬ ଜି ପାଇଁ ଉଦ୍ୟମ ଆରମ୍ଭକରିଥିବା ବେଳେ ସରକାରୀଘରୋଇ କମ୍ପାନୀ ବିଏସ୍ଏନ୍ଏଲ୍
(ଭାରତ ସଂଚାର ନିଗମ ଲିମିଟେଡ୍)ଧୀର ଗତିରେ ଚାଲୁଛି । କମ୍ପାନୀଡିସେମ୍ବର ମାସରେ ଦେଶରେ ୪ଜିଲଞ୍ଚ୍ କରିବ ବୋଲି ଘୋଷଣା କରିଛି ।ତାହା ପୁଣି ପାଇଲଟ୍…
ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି ।
ସକଳ ଘଟେ ନାରାୟଣ । ଜୀବଜନ୍ତୁଙ୍କ ପ୍ରତି ଦୟା ପ୍ରଦର୍ଶନ ଏକ ସହଜାତ ପ୍ରବୃତ୍ତି । ସେହି ଦର୍ଶନକୁ
ପାଥେୟ କରି ନିଜକୁ ଜୀବଜନ୍ତୁଙ୍କ ସେବାରେ ନିୟୋଜିତ କରି ଆସୁଛନ୍ତି ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର
ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ ।
“ଗଦର-୩’ର ସୁଟିଂ ପାଇଁ ·ଲିଛି ଜୋରଦାର ପ୍ରସ୍ତୁତି
ମୁମ୍ବାଇ, ୨୯ା୧୦: ସନ୍ନି ଦେୱଲ-ଅମିଷା ପଟେଲଙ୍କ "ଗଦର' ଏବଂ ଗଦର-୨ ପରେ
ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି ।
"ଗଦର' ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ "ଗଦର-୩'କୁ ନେଇ ବେଶ ଉତ୍ସାହିତ
ଥିବା ଜଣାପଡ଼ିଛି । ଏହି କ୍ରମରେ ଅନିଲ ଶର୍ମା…