Browsing Category

ନ୍ୟୁଜ୍

କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏଣିକି ଓଡ଼ିଶାରେ ବି ଅଭିଯୁକ୍ତମାନଙ୍କର ହେବ ନାର୍କୋ ଆନାଲିସିସ ଟେଷ୍ଟ । ରାଜଧାନୀ ଭୁବନେଶ୍ୱରରେ ବି ଏହି ବ୍ୟବସ୍ଥା ଉପଲବ୍ଧ ହେବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ ହେବ…

ରାଜ୍ୟରେ ସ୍ଥାପନ ହେବ ହଜାରରୁ ଊର୍ଦ୍ଧ୍ୱ କୋଲଡ୍ ରୁମ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ରାଜ୍ୟରେପନିପରିବା ଓ ଫଳ·ଷର ପର୍ଯ୍ୟାପ୍ତ ସୁଯୋଗକୁସମ୍ପଦରେ ପରିଣତ କରିବାକୁ କୃଷି ବିଭାଗ ଆରମ୍ଭକରିଛି ପ୍ରକ୍ରିୟା । କୃଷି କ୍ଷେତ୍ରରେ ଫସଲରବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେପନିପରିବା ·ଷ ଦ୍ୱାରା ·ଷୀମାନଙ୍କର ଆୟବୃଦ୍ଧିଉପରେ କୃଷି ବିଭାଗ ଗୁରୁତ୍ୱ…

ନଭେମ୍ବର ୨୨ ପର୍ଯ୍ୟନ୍ତ ବଢ଼ିଲା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ରହଣି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁଅଦାଲତ "ଆପ୍' ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କହାଜତ ରହଣି ମିଆଦକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଅବକାରୀ ନୀତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗରେ "ସିବିଆଇ' ଦ୍ୱାରାଗିରଫ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦ

ନୂଆଦିଲ୍ଲୀ: ଗୁରୁବାର ପାଲେଷ୍ଟାଇନ୍ରାଷ୍ଟ୍ରପତି ମହମୁଦ ଆବ୍ୱାସଙ୍କ ସହଫୋନ୍ ଯୋଗେ କଥା ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଫୋନ୍ରେ ଆଲୋଚନା କଲାବେଳେଗାଜାର ହସ୍ପିଟାଲ୍ରେ ହୋଇଥିବା ବୋମାମାଡ଼ ଘଟଣାରେ ଦୁଃଖ ପ୍ରକାଶକରିଛନ୍ତି ମୋଦୀ । ଏଥି ସହିତପାଲେଷ୍ଟାଇନ୍କୁ ମାନବୀୟ…

୪ ଦିନର ନବଜାତକ ବଞ୍ଚାଇଲା ୬ ଜୀବନ

ନୂଆଦିଲ୍ଲୀ,୧୯ା୧୦: ଦୁନିଆକୁ ଆସୁଆସୁ ପିଲାଟି ବେହୋସ ହୋଇଗଲା ।ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇବାସମ୍ଭବ ହେଲାନି । ଫଳରେ ବାପାମା'ଙ୍କସବୁ ଆଶା ପାଣି ଫୋଟକା ପରିମିଳାଇଗଲା । ମାତ୍ର ନିଜର ୪ ଦିନରଜୀବନକାଳ ମଧ୍ୟରେ ୬ଟି ଅମୂଲ୍ୟଜୀବନକୁ ବଞ୍ଚାଇ ଦେଇଗଲା ନବଜାତ ।ଏପରି ଏକ…

ଦଶହରା : ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ): ଦଶହରା ପାଇଁ ରାଜଧାନୀରେକଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟିସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେରହିବ ରାଜଧାନୀ । ଟ୍ରାଫିକ କଟକଣା ସହ…

କନିଷ୍ଠ ଯନ୍ତ୍ରୀଙ୍କଠାରୁ ମିଳିଲା ବିପୁଳ ସମ୍ପତ୍ତ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେଭିଜିଲାନ୍ସ ଚଢଉ ପରେ ଅନୁଗୁଳଜିଲ୍ଲା ପାଲଲହଡ଼ାର କନିଷ୍ଠ ଯନ୍ତ୍ରୀପ୍ରସନ୍ନ କୁମାର ପାଣିଙ୍କ ବିପୁଳ ସମ୍ପତ୍ତିଠାବ ହେବାରେ ଲାଗିଛି । ଚଢ଼ାଉପରେ ତାଙ୍କ ଘରୁ ନଗଦ ୩.୨୧ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁଅଧିକ ବ୍ୟାଙ୍କ…

ଓଡ଼ିଶାର ବାର୍ଷିକ ଗହମ ଚାହିଦା ୨୫ ଲକ୍ଷ ଟନ୍

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦଶହରାପାଖେଇ ଆସିଥିବା ବେଳେଦେଶରେ ଗହମକୁ ନେଇ ଚିନ୍ତାବଢ଼ିଛି । ଗହମ ଦାମ୍ ଅ ।ଠ ମାସରସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି ।ମାତ୍ର ଓଡ଼ିଶା ବଜାରରେ ଏହାର ପ୍ରଭାବ ଅନୁଭୂତ ହୋଇନାହିଁ । ଏସମ୍ପର୍କରେ ଓଡ଼ିଶା ବ୍ୟବସାୟୀମହାସଂଘର ମହାସଚିବ ସୁଧାକରପଣ୍ଡା କହିଛନ୍ତି ଯେ…

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ । ୧୯୮୦ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ବୁଧବାର…

ଉପକୃତ ହେବେ କଟକ-ପୁରୀ ଓ ବାଲେଶ୍ୱରର ୨ଲକ୍ଷ ଚାଷୀ

ଭୁବନେଶ୍ୱର,୧୮ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମିସମସ୍ୟାର ସମାଧାନ କରାଯାଇ ଲୋକଙ୍କୁପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତିନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାରହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡାବ୍ଲକ୍, ପୁରୀ…