Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଇସ୍ରାଏଲ ଓ ୟୁକ୍ରେନକୁ ସହାୟତା ବୃଦ୍ଧି କରିବ ଆମେରିକ
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋବାଇଡେନଙ୍କ ବଡ଼ ବୟାନ । ଇସ୍ରାଏଲଗସ୍ତ ପରେ ଦେଶବାସୀଙ୍କୁ ସମ୍ବୋଧନକରିଛନ୍ତି ବାଇଡେନ । କହିଛନ୍ତିଇସ୍ରାଏଲ ଓ ୟୁକ୍ରେନ ଯୁଦ୍ଧ ଜିତିବାଆମେରିକା ଜାତୀୟ ସୁରକ୍ଷା ପାଇଁଗୁରୁତ୍ୱପୂର୍ଣ୍ଣ । ହମାସ ଆତଙ୍କ ଓପୁଟିନଙ୍କ ଆକ୍ରମଣ…
ମହାପ୍ରଭୁଙ୍କ ଦର୍ଶନ କଲେ କିଶୋର
ଭୁବନେଶ୍ୱର/ପୁରୀ, (ଡିକେ ନୁ୍ୟଜ୍): ଏସୀୟକ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ପୁରୀଜିଲ୍ଲା ବ୍ରହ୍ମଗିରି କୋଠସାହି ମାଟିର କିଶୋରକୁମାର ଜେନା ଏବେ ଗାଁର କ୍ରୀଡ଼ା ପ୍ରତିଭାମାନଙ୍କପାଇଁ ପ୍ରେରଣା ପାଲଟିଛନ୍ତି । ଏସୀୟ କ୍ରୀଡ଼ାରୁଫେରିବା ପରେ କିଶୋରଙ୍କୁ ତାଙ୍କ ଗାଁ ମାଟିରେଭବ୍ୟ ସ୍ୱାଗତ…
ଟ୍ରିପଲ ମର୍ଡର ଘଟଣା: ୨୭ ବର୍ଷ ପରେ ରାୟ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀ ଭୁବନେଶ୍ୱରରବରମୁଣ୍ଡା ଅଂଚଳର ବହୁଚର୍ଚ୍ଚିତଟ୍ରିପଲ ମର୍ଡର ଘଟଣାର ରାୟ୨୭ ବର୍ଷ ପରେ ପ୍ରକାଶପାଇଛି । ଭୁବନେଶ୍ୱର ଏଡିଜେ-୨ ଶୁକ୍ରବାର ଦିନ ଏହିମାମଲାର ବିଚାର କରି ୩ ଜଣହତ୍ୟାକାରୀଙ୍କୁ ଆଜୀବନକାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।କୋର୍ଟ ଅଭିଯୁକ୍ତ ରୁଦ୍ର,…
ଅବ୍ୟବସ୍ଥାରେ ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର
ଝାରସୁଗୁଡ଼ା,୨୦ା୪ ଝାରସୁଗୁଡାବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରରପରିବେଶ ସୌନ୍ଦର୍ଯ୍ୟ ନଷ୍ଟ ହେବା ରେଲାଗିଛି । ରାଜପଥରୁ ବିମାନ ବନ୍ଦରପ୍ରବେଶ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ
ଦିନ ଧରି ଜଙ୍ଗଲ ସଫା ନ ହେବାରୁବିଷଧର ସାପମାନେ ରାସ୍ତାରେଚଳପ୍ରଚଳ ହେଉଛନ୍ତି । ସନ୍ଧ୍ୟାରେରାସ୍ତାରେ ଚଳପ୍ରଚଳ…
ବ୍ୟାଟରେ ଓମ୍ ଲେଖି ଚର୍ଚ୍ଚାରେ କେଶବ
ମୁମ୍ବାଇ, ୨୦ା୧୦: ସୋସିଆଲ ମିଡିଆରେ ଭାଇରାଲ ସାଉଥ ଆଫ୍ରିକାକ୍ରିକେଟର । ବିଶେଷକରି ତାଙ୍କର ଭକ୍ତିର ତାରିଫ୍ ଏବେ ପ୍ରତିଟି ମୁହଁରେ ।କିଏ କହୁଛି ସେ ଇଶ୍ୱର ବିଶ୍ୱାସୀ, କିଏ କହୁଛି ଭଗବାନ ପ୍ରେମୀ । ଯାହାରଉଦାହରଣ ଦେଖିବାକୁ ମିଳିଛି ମୈଦାନରେ । କାରଣ ତାଙ୍କ ବ୍ୟାଟରେ"ଓମ୍' ଚିହ୍ନ ବୟାନ…
ବିଲ୍ୱବରଣ ପରେ ମା’ଙ୍କୁ ଆବାହନ
ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ): ମହାମାୟା ମା’ ଦୁର୍ଗାଙ୍କଧରାବତରଣ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି ।ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା
ପରି ମେଢ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି । ବେଲଗଛ ମୂଳେଷଷ୍ଠୀ ପୂଜା କରାଯିବା ପରେ…
ପବିତ୍ର ମହାସପ୍ତମୀ ଉପଲକ୍ଷେ ବିଶ୍ୱଶାନ୍ତି ଓ ଜନକଲ୍ୟାଣ ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ, ଆଇନଜୀବୀ…
ପବିତ୍ର ମହାସପ୍ତମୀ ଉପଲକ୍ଷେ ବିଶ୍ୱଶାନ୍ତି ଓ ଜନକଲ୍ୟାଣ ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ,
ଆଇନଜୀବୀ ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ମା’ଙ୍କ ପୀଠରେ ହୋମ ଓ ପୂଜାର୍ଚ୍ଚନା କରିବା ଅବସରରେ...
ସମୁଦ୍ର ସୀମାରେ ଆମେରିକା-ଋଷ୍ ମୁହାଁମୁହିଁ
ନୂଆଦିଲ୍ଲୀ: ଇସ୍ରାଏଲ- ହମାସ୍ମଧ୍ୟରେ ଯୁଦ୍ଧ ଜାରି ରହିଛି ।ଅକ୍ଟୋବର ୭ ତାରିଖରେ ଇସ୍ରାଏଲଉପରେ ହମାସ୍ ଆତଙ୍କବାଦୀଆକ୍ରମଣ କରିବା ପରେ ତୁରନ୍ତଆମେରିକା ଜେରୁଜେଲମକୁ ସମର୍ଥନଜଣାଇଥିଲା । ବାଇଡେନ ସମସ୍ତପ୍ରକାର ସହାୟତା ଦେବା ପାଇଁପ୍ରତିଶ୍ରୁତି ଦେଇଥିଲେ । ଏହାର କିଛିସମୟ ପରେ…
ନୂଆ ନିଦେ୍ର୍ଦଶନାମା ଜାରି କଲେ ବିଏମ୍ସି କମିସନର
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ରାଜଧାନୀରେ ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ୨୦ ହଜାର । ହେଲେ ମାତ୍ର ୬୦ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂଟ୍ୟାକ୍ସ । ଅର୍ଥାତ ଅଧା ଘରୁ ଟିକସଆସୁନାହିଁ । ଫଳରେ ବାର୍ଷିକ ବିଏମସିପ୍ରାୟ ୨୦ କୋଟିର ରାଜସ୍ୱହରାଉଛି । ତା'ଛଡ଼ା ଏହି ହୋଲ୍ଡିଂଟିକସ ଉପରେ ସିଏଜି ମଧ୍ୟ…
ଚିଲିକାରେ ଖୁବ୍ଶୀଘ୍ର ଭାସମାନ ରେସ୍ତୋରାଁ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଖୁବ୍ଶୀଘ୍ରଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ସାଢେ ୬କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହିରେସ୍ତୋରାଁରେ ପର୍ଯ୍ୟଟକମାନେ…