Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଗଭର୍ଣ । ସଂକା୍ର ନ୍ତ:ି ଶୀ୍ର ମନ୍ଦରି ରେ ବେି ଶଷ ନୀତି
ପୁରୀ,୧୮ା୧୦(ଡିକେ ନୁ୍ୟଜ): ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ବିଶେଷ ନୀତି ସମ୍ପନ୍ନ ହୋଇଛି ।ସକାଳଧୂପ ଓ ଭୋଗମଣ୍ଡପ ପୂଜାଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ କରାଯାଇଥିଲା । ପରେଶ୍ରୀଜିଉମାନଙ୍କୁ ନୂଆଲୁଗା ଲାଗି ହୋଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ…
ରିଲିଜ୍ ହେଲା “ଟାଇଗର-୩’ର ଟ୍ରେଲର
ମୁମ୍ବାଇ, ୧୬ା୧୦: ସଲମାନ ଖାନଏବଂ କ୍ୟାଟ୍ରିନା କୈଫଙ୍କ ବହୁପ୍ରତୀକ୍ଷିତ ଫିଲ୍ମ "ଟାଇଗର-୩' ।ବର୍ତ୍ତମାନ ତାହାର ଟ୍ରେଲର ରିଲିଜହୋଇଛି । ପ୍ରଶଂସକମାନେ ଉତ୍ସାହରସହିତ ଏହାକୁ ଅପେକ୍ଷା କରିଥିଲେ ।ଏହା ୨୦୨୩ର ମୋଷ୍ଟ ଆଉଟେଡ୍ଫିଲ୍ମ । "ଟାଇଗର-୩'ର ଆକ୍ସନ୍ପ୍ୟାକ୍ ଟ୍ରେଲର ଆସିବା ମାତ୍ରେସୋସିଆଲ…
ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ ଏ+ ର୍ୟାଙ୍କ୍ରେ ଶକ୍ତିକାନ୍ତ ଦାସ ସମ୍ମାନିତ
ନୂଆଦିଲ୍ଲୀ: ଗ୍ଲୋବାଲ ଫାଇନାନ୍ସସେଣ୍ଟ୍ରାଲ ବ୍ୟାଙ୍କର କାର୍ଡ୍ସ୨୦୨୩ରେ "+' ରାଙ୍କ୍ରେସମ୍ମାନିତ ହେଲେ ଆରବିଆଇଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।ଶନିବାର ମରକ୍କୋର ମାରାକେଶସହରରେ ତାଙ୍କୁ ଏହି ସମ୍ମାନରେସମ୍ମାନିତ କରାଯାଇଛି । ଏହି ସମ୍ମାନକେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କୁ ଗଭର୍ଣ୍ଣରମାନଙ୍କୁ…
ନିୟମିତ ହେବ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ
ଭୁବନେଶ୍ୱର,୧୬ା୧୦(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସୋମବାର ରାଜ୍ୟରେ ଥିବା ସମସ୍ତ ୭୫୭୯ଟିମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ।ଏହାଦ୍ୱାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି…
ସମର୍ପଣର ୨୬ ବର୍ଷ…
ଭୁବନେଶ୍ୱର,୧୬ା୧୦(ଡିକେ ନୁ୍ୟଜ):ଓଡ଼ିଶାକୁ ବିକାଶ ପଥରେ ନେଉନେଉ ୭୮ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ତାଙ୍କ ବଡ଼ ଭଉଣୀଗୀତା ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ସେଜନ୍ମଦିନକୁ ପାଳି ନ ଥିଲେ ମଧ୍ୟ ସେବାରସାଧକଙ୍କ ଏହି ଜନ୍ମଦିନକୁ ରକ୍ତଦାନ ଶିବିରଓ ବୃକ୍ଷରୋପଣ ଭଳି…
ସନ୍ନି ଦେଓଲ ଆଗାମୀ ଫିଲ୍ମ ପାଇଁ ୫୦କୋଟି ନେବେ!
୧୧ରେ ରିଲିଜ୍ ହୋଇଥିବା ଫିଲ୍ମ ଗଦର-୨ବକ୍ସ ଅଫିସରେ ଧମାଲ କରିଥିଲା ।ମାସେରୁ ଅଧିକ ଦିନ ଧରି ବକ୍ସଅଫିସରେ ଦର୍ଶକଙ୍କ ମନୋରଞ୍ଜନ
କରିଥିଲେ ବଲିଉଡ ଅଭିନେତା ସନ୍ନିଦେଓଲ । ସନ୍ନି ଦେଓଲ ଓ ଅମିଷାପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର୬୦୦କୋଟିରୁ ଅଧିକ ଟଙ୍କାର
ବେପାର କରିଥିଲା । ଏ…
୫- ଜି ସେବାକୁ ବର୍ଷେ: ରାଜ୍ୟରେ ସ୍ଥାପନ ହୋଇଛି ୯୭୦୭ ଟାୱାର
ଭୁବନେଶ୍ୱର: ଦେଶରେ ୫ ଜିସେବାକୁ ବର୍ଷେ ପୂରଣ ହୋଇସାରିଲାଣି । ଗତବର୍ଷ ଅକ୍ଟୋବର୧ ତାରିଖରେ ନୂଆଦିଲ୍ଲୀରେଅନୁଷ୍ଠିତ ଇଣ୍ଡିଆ ମୋବାଇଲକଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହି ସେବାର ଶୁଭାରମ୍ଭକରିଥିଲେ । ଦେଶର ଅନ୍ୟାନ୍ୟସ୍ଥାନ ସହିତ ଓଡ଼ିଶାର ମୟୂରଭଂଜଜିଲ୍ଲା ପାହାଡ଼ପୁର ଗ୍ରାମରେ…
ବ୍ରିଟେନରେ କରୋନା ଭାଇରସର ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି
ଲଣ୍ଡନ: ବ୍ରିଟେନରେ ପୁଣି ଆତଙ୍କରମାହୋଲ । ଏଠାରେ ତାପମାତ୍ରା ହ୍ରାସସହ କୋଭିଡ ସଂକ୍ରମଣ ବଢିବାରଆଶଙ୍କା କରାଯାଉଛି । କୁହାଯାଉଛିଋତୁରେ କୋଭିଡର ନୂଆ ସଂକ୍ରମଣବ୍ୟାପୁଛି । ପରିସ୍ଥିତିକୁ ନଜରରେ ରଖିସରକାରଙ୍କ ପକ୍ଷରୁ ଲୋକଙ୍କ ନିମନ୍ତେବର୍ତ୍ତମାନର ୩ଟି ଲକ୍ଷଣ ସମ୍ପର୍କରେସତର୍କତା ଜାରି…
ଓଡ଼ିଶାର “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’କୁ ପ୍ରଶଂସା
ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ):ସାରା ଦେଶ ପାଇଁ ମଡେଲ ସାଜିଥିବାଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାକୁବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସାକରାଯାଉଛି । ଏହି ଯୋଜନାର ପ୍ରଶଂସକତାଲିକାରେ ଯୋଡ଼ି ହୋଇଛନ୍ତିଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘରକାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ.…
ଆକ୍ସନ ଅବତାର ଦେଖାଇଲେ ଦୀପିକ
ମୁମ୍ବାଇ, ୧୫ା୧୦: ମୁହଁରୁ ଝରୁଛିରକ୍ତ । ଦେହରେ ଖାକି ପୋଷାକ ।ହାତରେ ବନ୍ଧୁକ । ଲେଡି ସିଙ୍ଘମଲୁକରେ ଦମ୍ ଦେଖାଇଛନ୍ତି ଦୀପିକାପାଦୁକୋନ୍ । ଅକ୍ସନ ଅବତାରରେନଜର ଆସିଛନ୍ତି ଏହି ଅଭିନେତ୍ରୀ ।ତାଙ୍କର ଏହି ଲୁକ୍ ଫ୍ୟାନମାନଙ୍କ ହୋସ୍ଉଡାଇ ଦେଇଛି । ନବରାତ୍ରୀଅବସରରେ ଫ୍ୟାନମାନଙ୍କୁ…