Browsing Category

School

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,: ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ଏ ପର୍ଯ୍ୟନ୍ତ…

ମୋ ସ୍କୁଲ ଯୋଜନାରେ ଅର୍ଥ ହେରଫେର ଅଭିଯୋଗ

ମୋ ସ୍କୁଲ ଯୋଜନା ରେ ଅର୍ଥ ହେରଫେର ଅଭିଯୋଗ । ଚଞ୍ଚକତାର ସହ ବ୍ୟାଙ୍କ ଖାତା ରେ ୫ ହଜାର କୁ ୫୦ ହଜାର ଦର୍ଶାଇ ଏକ ଲକ୍ଷ ଟଙ୍କା ଚଳୁ କରିଦେଲେ ପ୍ରଧାନ ଶିକ୍ଷକ । ଏଭଳି ସାଂଘାତିକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକ ସ୍ଥିତ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ…

ଠାକୁରଦିଆ ବିଦ୍ୟାଳୟର ୨୨ ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ଫେରାର

ଅତାବିରା,: ବରଗଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଇତିହାସରେ ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ଏକ ଅମାନୁଷିକ ଘଟଣା ଘଟାଇଛି ଜଣେ ନିଶାସକ୍ତ ଶିକ୍ଷକ । ୨୨ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ନିଜ ଜୋତା ରେ ମାଡ଼ ମାରିବା ଘଟଣା ଅଞ୍ଚଳରେ ·ଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା…

ପାରଳା ମହାରାଜାଙ୍କ ହାଇସ୍କୁଲର ୧୯୯୨ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ

ପାରଳାଖେମୁଣ୍ଡି, 26/12(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ୍ ବ୍ୟାଚର ଆଡମ୍ବର ସକାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯୯୨ ମାଟ୍ରିକ୍ ବ୍ୟାଚର ତତ୍କାଳୀନ ଛାତ୍ରମାନେ…

ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର 3ତମ ବାର୍ଷିକ ଉତ୍ସବ

ଅନୁଗୋଳ ବ୍ଲକ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟର ୩ତମ ବାର୍ଷିକ ଉତ୍ସବ ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ଲାଇଟ୍ ଅଫ ଲାଇଫ ଟ୍ରଷ୍ଟରରାଜ୍ୟ ସଂଯୋଜକ ୪୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖଲାରୀ, ପିଟିସି, ଜରାସିଂହା, ଶ୍ରୀ ଜଗନ୍ନାଥ,…

୬ ଜିଲ୍ଲାର ୨୮୬ ରୂାନ୍ତରିତ ସ୍କୁଲ ଲୋକାର୍ପିତ ଆଗାମୀ ଦିନରେ ପିଲା ହେବେ ସଶକ୍ତ ଓଡ଼ିଶାର ସୂତ୍ରଧର

ଭୁବନେଶ୍ୱର, ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧା, ସୁବର୍ଣ୍ଣୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା…

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ ଓଡ଼ିଆ ଜାତି ପାଇଁ ଗୌରବମୟ ସମୟ : ମୁଖ୍ୟମନ୍ତ୍ରୀ

ପୁରୀ,ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ଏକ ଗୌରବମୟ ସମୟ। ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପୋରକ୍ତ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ…

ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ କୋଟ ଚାଲାଣ

ଟିଟିଲାଗଡ,ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା । ତେବେ ଗୁରୁତର ୬ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣି ଚିକିତ୍ସା…

ମଧ୍ୟାହ୍ନ ଭୋଜନରେ ଅନିୟମିତତା: ତାତିଲେ ଅଭିଭାବକ

ମାଲକାନଗିରି, ରାଜ୍ୟ ସରକାର କୁନି କୁନି ପିଲାମାନଙ୍କ ଶିକ୍ଷାଦାନ ସହ ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଆଗ୍ରହରେ ପିଲାମାନେ ଆସିବେ ଏନେଇ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ବାସ୍ତବ ଓଲଟା ଚିତ୍ର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା…

୬ ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ ସ୍କୁଲ ଗଢ଼େ ଜାତିର ଭବିଷ୍ୟତ : ନବୀନ

ଭୁବନେଶ୍ୱର, ୫- ଟି ସ୍କୁଲ ରୂ ।ନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ମାଲକାନଗିରି, ବାଲେଶ୍ୱର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂ ।ନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ…