Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଆଇପିଏଲ୍ ୨୦୨୪: ଗୁଜୁରାଟ୍ ଟାଇଟନ୍ସର ନେତୃତ୍ୱ ନେବେ ଶୁଭମନ୍
ମୁମ୍ବାଇ: ଗିଲ୍ଙ୍କ ମୁଣ୍ଡରେ ତାଜ୍ । ଆଇପିଏଲ୍ର ଆଗାମୀ ସିଜିନ୍ରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେବେ ଶୁଭମନ୍ ଗିଲ୍ । ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଯିବା ପରେ ଶୁଭମନ୍ ଗିଲ୍ଙ୍କୁ ଏହି ଦାୟିତ୍ୱ ମିଳିଛି । ୨୦୨୪ ସିଜିନ୍ରେ ଟିମ୍ର ଲିଡ୍ ନେବେ ଶୁଭମନ୍ ।…
ପୁରୁଷ କନିଷ୍ଠ ହକି ବିଶ୍ୱକପ: ଓଡ଼ିଶାର ୩ ଖେଳାଳ
ରାଉରକେଲା, ୨୬ା୧୧ : ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ୱ କପ୍ ଆରମ୍ଭ ହେବ । ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ଏଥିରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମନଦୀପ ଲାକଡ଼,…
ଡ଼ାଳିକିଆ ବେଶରେ ଦର୍ଶନ ଦେଲେ ମହାପ୍ରଭ
ପୁରୀ, : ପଞ୍ଚୁକର ତୃତୀୟ ଦିବସରେ ଶ୍ରୀଜିଉମାନେ ରତ୍ନସିଂହାସନ ଉପରେ ତ୍ରିବିକ୍ରମବେଶରେ ଦର୍ଶନାର୍ଥୀଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀଜିଉମାନଙ୍କର ଡାଳିକିଆ ବେଶ ତ୍ରିବ୍ରିକ୍ରମ…
ଲକ୍ଷ୍ମଣ ହେବେ ଭାରତୀୟ ଟିମ୍ର ମୁଖ୍ୟ କୋଚ
ମୁମ୍ବାଇ, ୨୪ା୧୧: ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି ଘଟିବାକୁ ଯାଉଛି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ଶେଷ କାର୍ଯ୍ୟଦିବସ ଥିଲା ବୋଲି ବିବେଚନା କରାଯାଉଛି । ବିସିସିଆଇର ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା…
ମାର୍ଲୋନ ସାମ୍ୟୁଏଲ୍ସଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସ
ନୂଆଦିଲ୍ଲୀ, ୨୩ା୧୧: ୱେଷ୍ଟଇଣ୍ଡିଜ ଟିମର ପୂର୍ବତନ ବ୍ୟାଟର ମାର୍ଲୋନ ସାମ୍ୟୁଏଲ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି । ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିରୋଧ କୋଡର ଉଲ୍ଲଙ୍ଘନ କରିଥିଲେ । ଏହା ପ୍ରମାଣ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷର…
ଦେଶର ପ୍ରଥମ ଏଆଇଏଫ୍ଏଫ୍-ଫିଫା ଏକାଡେମି ଉଦ୍ଘାଟିତ
ଭୁବନେଶ୍ୱର, ୨୨ା୧୧ : ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍)ର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ଏକାଡେମି ଭୁବନେଶ୍ୱରରେ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଫିଫା ପ୍ରତିଭା ବିକାଶ ଯୋଜନା (ଟିଡିଏସ୍) ଅଧୀନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟବଲ୍ ଏକାଡେମିଠାରେ ଖୋଲାଯାଇଛି…
ଭାରତରେ ଟି-୨୦ ମ୍ୟାଚ୍ ଖେଳିବେନି ୱାର୍ଣ୍ଣର
ନୂଆଦିଲ୍ଲୀ, ୨୧ା୧୧: ଭାରତରେ ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର । ରବିବାର ବିଶ୍ୱକପ ଶେଷ ହୋଇଥିବା ବେଳେ ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ । ଏଥିପାଇଁ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର…
ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଅହମଦାବାଦ, ୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ ପ୍ରକାଶ ପାଇଲା ।…
ବିଶ୍ୱକପ୍ ଟ୍ରଫି ଉପରେ ମିଚେଲ୍ ଗୋଡ଼ ରଖିବାକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୨୦ା୧୧: ବିଶ୍ୱକପ୍ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳି ମିଚେଲ୍ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ଟ୍ରୋଲ୍ ବା ସମାଲୋଚନାର ସରବ୍ୟ ହୋଇଛନ୍ତି । ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ…
ମ୍ୟାଚ୍ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ
ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ହାରି ଯାଇଛନ୍ତି ।…