Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଷ୍ଟାର୍ଟଅପ୍ କନ୍କ୍ଲେଭ୍ 2023ର ଗୋଲଟେବୁଲ୍ କାର୍ୟ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଗାନ୍ଧୀନଗରଠାରେ ଷ୍ଟାର୍ଟଅପ କନକ୍ଲେଭ 2023ର ଗୋଲଟେବୁଲ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିଶିଷ୍ଟ ପୁଞ୍ଜିପତି, ୟୁନିକର୍ଣ୍ଣ, ନିବେଶକ, ଗ୍ଲୋବାଲ ଏକ୍ସେଲେଟର ଏବଂ…
କେବେ ପଡ଼ିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ?
ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ମୁମ୍ବାଇ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଗୁଜରାଟ୍ ଟାଇଟନ୍ସ ସହ ଟ୍ରେଡ କରିଛି । ମାତ୍ର ବଡ଼ ପ୍ରଶ୍ନ କଣ ହାର୍ଦ୍ଦିକ ପାଣ୍ଡ୍ୟ ଆଇପିଏଲ୍ ସୁଦ୍ଧା ଫିଟ୍ ହୋଇଯିବେ? ଏହାକୁ ନେଇ…
ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ସଂପନ୍ନ ପରେ ଡିସେମ୍ବର ୧୦ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବ । ଗୋଟିଏ ମାସର ଲମ୍ବା ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।…
ଭାରତକୁ ସୁଚିତ୍ରାଙ୍କ ସ୍ୱର୍ଣ୍ଣ; ଜୟନ୍ତୀଙ୍କୁ କାଂସ୍ୟ
ଭୁବନେଶ୍ୱର, : ଥାଇଲାଣ୍ଡର ନାଖୋନ ରାଚାସିମାରେ ଚାଲିଥିବା ବିଶ୍ୱ ଆବିଲିଟିସ୍ପୋର୍ଟ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା । ମଙ୍ଗଳବାର ମହିଳା ଜାଭଲିନ୍ ଏଫ୍ ୫୩/୫୪/୫୬ ଫାଇନାଲ୍ରେ ସେ ୧୬.୮୮ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର…
ସରିଲା ବାଲିଯାତ୍ରା: ୯ ଦିନରେ ୨୦୦ କୋଟିର ବ୍ୟବସାୟ
କଟକ, : ମଙ୍ଗଳବାର ବିଧିବଦ୍ଧ ଭାବେ ଉଦ୍ଯାପିତ ହୋଇଛି ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ତଥା ଐତିହାସିକ କଟକ ବାଲିଯାତ୍ରା । କିଣାବିକା ଓ ମନୋରଞ୍ଜନର ଏହି ମହୋତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷ ଦିନରେ ପ୍ରାୟ ୪ ଲକ୍ଷ ଲୋକ ଯାତ୍ରା ଉପଭୋଗ କରି ଫେରିଛନ୍ତି । ଶୀତୁଆ ସନ୍ଧ୍ୟାରେ…
କଳିଙ୍ଗ ରଥ: ବିଜୁଙ୍କ ବୀରତ୍ୱ ଓ ଜନସେବାର ପ୍ରତୀକ
ଭୁବନେଶ୍ୱର,୬ା୧୨ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ୱିଲ ଷ୍ଟେସନ ୱାଗନ ଗାଡ଼ିକୁ ନେଇଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗାଡ଼ି ସହ ଫଟୋ ଉଠାଇ ବିଜୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଭାଇରାଲ ହେଉଛି କଳିଙ୍ଗ ରଥ ସହ ନବୀନଙ୍କ ଫଟୋ । ୱିଲ…
ଝଡ ‘ମିଚାଉଙ୍ଗ’ ଯୋଗୁ ହୋଇଥିବା ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଝଡ 'ମିଚାଉଙ୍ଗ' ଯୋଗୁଁ ବିଶେଷ କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ହୋଇଥିବା ଜୀବନହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ମଧ୍ୟ ଏହି ବାତ୍ୟାରେ ଆହତ କିମ୍ବା ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଥିଲେ ଏବଂ…
ଓଡିଶାର ବାଲୁକା କଳା ପାଇଁ ସିଏମ୍ ନବୀନ ପଟ୍ଟନାୟକ ସର୍ବଭାରତୀୟ ପ୍ରଶଂସା ଉତ୍ସବ ପାଳନ କରିଛନ୍ତି
ଆମେରିକା, ବେଲାରୁସ, ରୁଷିଆ, ଶ୍ରୀଲଙ୍କା, ଚେକ୍ ରିପବ୍ଲିକ୍ ଓ ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରଶଂସା କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଲୋଚନାରେ…
‘ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରିନି’
ନୂଆଦିଲ୍ଲୀ, ୫ା୧୨: ପୂର୍ବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଥରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ବିବାଦକୁ ନେଇ ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି, ମୁଁ କୋହଲିଙ୍କୁ ଅଧିନାୟକ ପଦରୁ ବିଦା କରି ନାହିଁ । ଏଥିରେ ମୋର କୌଣସି ହାତ ନାହିଁ । ଏତିକି କହିଥିଲି କି, ନାଲି ବଲ୍ ଓ…
ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ
ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ୱିକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍ । ବିଶ୍ୱକପ ବିଫଳତା ପରେ ଆଉ ଏକ ପରାଜୟ ହାସଲ କରିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୨୫…