Browsing Category

ନ୍ୟୁଜ୍ ବୁଲେଟିନ୍

ନୂଆରୂପ ପାଇବ ଛତ୍ରପୁର

ଛତ୍ରପୁର :  ଛତ୍ରପୁରରେ ନବୀନ ଶୋ’  । କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିକାଟୁ ପରେ ଛତ୍ରପୁର ସଭାରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ  । ମା ତାରାତାରିଣୀଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ ଭାଷଣ  । କହିଥିଲେ ଛତ୍ରପୁର ଆସି ମୁଁ ବହୁତ ଖୁସି  । ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା…

‘ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ’: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମା’ମାନେ ଭଲ କାମ କରୁଛନ୍ତି । ସେମାନେ ଉଦ୍ୟୋଗୀ ହୁଅନ୍ତୁ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିରେ…

ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର । ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ…

ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତିନିଟି ସ୍ଥାନ- କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବଡ଼ ଆଗୁଳ ନିକଟରେ ଏକ ସଭାରେ…

‘ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ, ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି’

ଭୁବନେଶ୍ୱର : ଆତ୍ମରକ୍ଷା ନୁହେଁ, ଆକ୍ରମଣ  । ଟେକାର ଜବାବ ପଥରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  ଆଜି ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ଚୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ  ।…

ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହଁ: ୟୁଜିସି

ଭୁବନେଶ୍ୱର : ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ । ସ୍ନାତକୋତ୍ତର(ପିଜି) ପରେ ନେଟ୍‌ (ଜାତୀୟ ଯୋଗ୍ୟତା ପରୀକ୍ଷା)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର (ସହକାରୀ ପ୍ରାଧ୍ୟାପକ) ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ବୋଲି ୟୁଜିସି (ବିଶ୍ୱବିଦ୍ୟାଳୟ…

ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣା, ଗଲାଣି ୫ ଜଣଙ୍କ ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁରରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା  । ଭୟଙ୍କର ବିସ୍ଫୋରଣରେ ଗଲାଣି ୫ ଜଣଙ୍କ ଜୀବନ । ପ୍ରଥମେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୋଳଗୋବିନ୍ଦ ବେହେରା । ପୂର୍ବରୁ ନିରଞ୍ଜନ…

ପର୍ଯ୍ୟଟନ ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ : ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ପର୍ଯ୍ୟଟନ କ୍ଷମତା ସଂକ୍ରାନ୍ତ ବଜେଟ୍‌ ପରବର୍ତ୍ତୀ ଜାତୀୟ ୱେବିନାରରେ ଉଦ୍‌ବୋଧନ ଦେଇ ଶ୍ରୀ ମୋଦୀ ଏହା…

ଆଦାନୀ-ହି‌ଣ୍ଡେନ୍‌ବର୍ଗ ବିବାଦ: ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ: ଆଦାନୀ-ହି‌ଣ୍ଡେନ୍‌ବର୍ଗ ମାମାଲାର ତଦନ୍ତ କରି ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବଜାର ନିୟାମକ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଜେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)କୁ ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ସେବୁ ପୂର୍ବରୁ ହିଁ…

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବା ପରେ ଶ୍ରୀ ଜେନା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର…