Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
କୁମ୍ଭକାରଙ୍କ ମଉଳିଯାଇଛି କୁଳ ବେଉସା
ଜଗନ୍ନାଥ ପ୍ରସାଦ - ୦୪/୦୮ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା ହରାଇ ବସିଛି। ମାଟିରେ ତିଆରି ଜିନିଷଗୁଡିକର ଅତ୍ୟାଧିକ ଗୁଣବତା ଥିଲେ ବି ଏଗୁଡିକର ଚାହିଦା ଦିନକୁଦିନ…
ରେଲୱେ ଟ୍ରାକ ଉଡ଼ାଇଲେ ମାଓବାଦୀ, ଆଇଡି ବିସ୍ପୋରଣରେ ଜଣେ ମୃତ
କୋଇଡା, : ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ରେଳ ସେକ୍ସନର କରମପଦା ଓ ରେଞ୍ଜଡ଼ା ମଧ୍ୟରେ ଥିବା ରେଲୱେ ଟ୍ରାକରେ ଆଇଡି ବିସ୍ପୋରଣ ଘଟାଇ ନିଜର ଉପସ୍ଥିତି ଜାହିର କରିଛି ମାଓ ସଂଗଠନ ଓ ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ଅନ୍ତିମ ଦିନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟାଇଛି…
ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ: ବିଜେପ
ଭୁବନେଶ୍ୱର, : ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ବିରୋଧୀ ଦଳ ଦ୍ୱାରା ଅଭିଯୋଗକୁ ନେଇ ବିଜେପି ପ୍ରତିକ୍ରିୟା ଦେଇଛି । ବିଜେପିର ପ୍ରବକ୍ତା ମନୋଜ ମହାପାତ୍ର କହିଛନ୍ତି ଯେ ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି ।…
ପାରାଦୀପ ବନ୍ଦରକୁ ସର୍ବ ଶ୍ରେଷ୍ଠ ବୃହ ବନ୍ଦର ମାଲା ସମ୍ମାନ ହାସଲ
ପାରାଦୀପ, : ଚଳିତ ବର୍ଷର ଶ୍ରେଷ୍ଠ ବନ୍ଦର ଭାବେ ପାରାଦୀପ ବନ୍ଦରକୁ ମିଳିଛି ମର୍ଜ୍ୟାଦାଜନକ ସମ୍ମାନରେ ସମ୍ମାନୀତ କରାଯାଇଛି । ମୁମ୍ବାଇ ଠାରେ ଏକଜିମ୍ ଇଣ୍ଡିଆ ପକ୍ଷରୁ ୧୫ତମ ବାର୍ଷିକ ସମାରୋହରେ ପାରାଦୀପ ବନ୍ଦରକୁ ମାଲା ଶ୍ରେଷ୍ଟ ବନ୍ଦର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ…
ଜୁଲାଇରେ ୧.୯୬ ଲକ୍ଷ କୋଟିର ଜିଏସ୍ଟି ଆଦାୟ, ଓଡ଼ିଶାରୁ ୪୯୯୧ କୋଟି ସଂଗ୍ରହ
ନୂଆଦିଲ୍ଲୀ,: ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସରକାର ୧.୯୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ କରିଛନ୍ତି । ବାର୍ଷିକ ଭିତ୍ତିରେ ପରୋକ୍ଷ ଟିକସ ଆଦାୟ ୭.୫% ବଢ଼ିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ୨୦୨୪ ଜୁଲାଇରେ ୧.୮୨ ଲକ୍ଷ କୋଟି ଟଙ୍କାର…
ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ଏଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଏ ସମ୍ପର୍କରେ ସୂଚନା ରାଷ୍ଟ୍ରପତି ଭବନ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ଦିଆଯାଇଛି । ରାଷ୍ଟ୍ରପତି ଭବନ ଏକ୍ସରେ ପ୍ରଧାନମନ୍ତ୍ରୀ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ
ଭୁବନେଶ୍ୱର/କେନ୍ଦୁଝର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ,…
ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ପାଳିତ : ବିଶ୍ୱ ବଜାରରେ ପହଞ୍ଚି ନଥିବା ଓଡ଼ିଶାର ପରିଚିତ…
ଭୁବନେଶ୍ୱର,: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି । ବିଶ୍ୱ ବାଣିଜ୍ୟ ସପ୍ତାହର ବିଶ୍ୱବ୍ୟାପୀ ଆୟୋଜନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି,…
ପୋଲିସରଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ
ଵ୍ରହ୍ମପୁର, ୨/୮ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ ଆହତ ହୋଇଛି। ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳି ସୁନୀଲଙ୍କ ବାମ ଗୋଢ଼ ଜଙ୍ଘ ପାଖରେ ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ସୁନୀଲ ନାଁ' ରେ ବିଭିନ୍ନ ଥାନାରେ ଏକାଧିକ …
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ, ୧ା୮ : ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅ·ନକ ଇସ୍ତଫା ଦେଶର ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଆଗାମୀ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ ବୋଲି ଭାରତ ନିର୍ବାଚନ କମିଶନ ଘୋଷଣା କରିଛି । ଜଗଦୀପ…