Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଖୋଲିଲା ହୀରାକୁଦ ଗେଟ୍, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର, : ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୩ଟି ଗେଟ୍ ଏବଂ…
ବାଉନ୍ସ ଚେକ ଦେବା ମହଙ୍ଗା ପଡିଲା, ବର୍ଷେ ଜେଲ ସହ ଦେଢ଼ ଲକ୍ଷ ଫେରାଇବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କେନ୍ଦୁ ଡ଼ଙ୍ଗରି ଗ୍ରାମ ର ଅନୁପ କୁମାର ଯୋଶୀ ଓ ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି ଗ୍ରାମ ର ପ୍ରସନ୍ନ ବାଗ ଦୁହେଁ ବନ୍ଧୁ ଥିଲେ । ତେବେ ଗତ ନଭେମ୍ବର ୨୦୨୩ ପ୍ରସନ୍ନ ବାଗ ନିଜ ଭଉଣୀ ର ବାହାଘର ଅଛି କହି ଅନୁପ ଙ୍କ ଠାରୁ ଧାର…
ଡୁରାଣ୍ଡ କପ୍ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,: ଏସିଆର ପୁରାତନ ଡୁରାଣ୍ଡ କପର ୧୩୪ତମ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ । ଇଣ୍ଡିଆନ ଆର୍ମି ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ୫ଟି ରାଜ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଶ୍ୱର ଏହି ତୃତୀୟ ସର୍ବପୁରାତନ ଟୁର୍ଣ୍ଣାମେଣ୍ଟ ପଶ୍ଚିମବଙ୍ଗ,…
ପରଦାକୁ ଆସୁଛି ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ
ମୁମ୍ବାଇ, : ଖୁବଶୀଘ୍ର ପରଦାକୁ ଆସୁଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ ଫିଲ୍ମ । ଯାହାର ନାଁ ‘ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ\' । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଟିଜର ।…
ଭଉଣୀଙ୍କ ବିବାହକୁ ନେଇ ଇମୋଶନାଲ ହେଲେ ଅର୍ଜୁନ କପୁର
ମୁମ୍ବାଇ, : ବଲିଉଡ ଅଭିନେତା ଅର୍ଜୁନ କପୁର ଗତ ବର୍ଷ ମଲାଇକା ଆରୋରାଙ୍କ ସହ ବ୍ରେକଅପ କରିଥିଲେ ଏବଂ ଅଭିନେତା ଏବେ ଅବିବାହିତ ଏବଂ ତାଙ୍କ ଜୀବନରେ ଆଗକୁ ବଢୁଛନ୍ତି । ଏହି ସମୟରେ, ଅଭିନେତାଙ୍କ ଭଉଣୀ ଅଂଶୁଲା କପୁର ତାଙ୍କର ଜୀବନସାଥୀ
ପାଇଛନ୍ତି ଏବଂ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ…
ଟଙ୍କା ଫେରି ପାଇବେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ : ମନମୋହନ ସାମଲ
ଭୁବନେଶ୍ୱର, : ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ୩-୪ ମାସ ମଧ୍ୟରେ ୫…
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
ନୂଆଦିଲ୍ଲୀ, : ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ଅବସ୍ଥା ବେହାଲ । ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସହିତ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶରେ ୬୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତା\'ସହିତ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।…
ପ୍ରବାସୀ ଭାରତୀୟ ଆମର ଗର୍ବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ପ୍ରବାସୀମାନଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର…
ମା ପାଇଁ ଗଛ ଟିଏ,ଜବାହର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ
ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହୁକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ମା ପାଇଁ ଗଛ ଟିଏ, ୭୬ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସଭାପତିତ୍ୱ ରେ ମା ପାଇଁ ଗଛ ଟିଏ ସଚେତନତା ସଭା ରେ…
ଉତ୍କଳ ଛାତ୍ର ସଂଘ ଓ ବୁଗୁଡ଼ା ବନ ବିଭାଗ ମିଳିତ ଭାବରେ ମା’ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡ଼ା : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର ଠାରେ ଉତ୍କଳ ଛାତ୍ର ସଂଘ ଓ ବନ ବିଭାଗ ବୁଗୁଡ଼ା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜୁଲାଇ ୩ ତାରିଖ ଗୁରୁବାର ଦିନ ବୃକ୍ଷ ରୋପଣ…