Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
କନଷ୍ଟେବଳ ନିଯୁକ୍ତି ବୟସସୀମା କୋହଳ
♦ ଆବେଦନ ଶେଷ ତାରିଖ ଫେବୃଆରୀ ୧୦
♦ ଫେବୃଆରୀ ୨୦ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ
♦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ
♦ ଥରକ ପାଇଁ ବୟସସୀମା ୪ ବର୍ଷ ବୃଦ୍ଧି
ଭୁବନେଶ୍ୱର, ୨୪ା୧(ଡିକେ ନ୍ୟୁଜ): ଆଜି ଓଡ଼ିଶା ହାଇକୋର୍ଟ ପକ୍ଷରୁ କନଷ୍ଟେବଳ ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ରାୟ…
ପୁରୁଷ ହକି ବିଶ୍ଵକପ୍ -୨୦୨୩ : ଆଜି ଅଷ୍ଟ୍ରେଲିଆ- ସ୍ପେନ୍ ଓ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା
ଭୁବନେଶ୍ଵର, ୨୪ ଜାନୁଆରୀ - ଚଳିତ ପୁରୁଷ ହକି ବିଶ୍ଵକପ୍ ର କ୍ଵାର୍ଟର ଫାଇନାଲ୍ ର ଦୁଇଟି ମ୍ୟାଚ୍ ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ସ୍ପେନ୍ କୁ ଭେଟିବ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଦ୍ଵିତୀୟ ମ୍ୟାଚ୍ ରେ…
ମୋରବି ଝୁଲା ପୋଲ ଟ୍ରାଜେଡ଼ି, ଗିରଫ ହେବେ ଓରେଭା କମ୍ପାନୀ ମାଲିକ
ଗାନ୍ଧିନଗର: ଗୁଜରାଟ ମୋରବି ଝୁଲା ପୋଲ ଦୁର୍ଘଟଣାରେ ଅ ।ରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଓରେଭା ପ୍ରମୋଟରଙ୍କୁ ବାନ୍ଧିବାକୁ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଝୁଲାପୋଲ ଟ୍ରାଜେଡି ମୋଟ୍ ୧୩୫ଜଣଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ଓରେଭା ସମୂହର ଏମଡିଙ୍କ ଦ୍ୱାରା ଦାୟର ହୋଇଥିବା ଅଗ୍ରୀମ…
ଅନ୍ଧାରରେ ପାକିସ୍ତାନ : ଲୋକେ କଲବଲ
ପାକିସ୍ତାନ : ଅ ।ର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି । ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ଜାତୀୟ ଗ୍ରୀଡ୍ରେ…
୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜିମାତ୍, ସଂକଳ୍ପ ନେଲେ ଦଳୀୟ ନେତା ଓ କର୍ମୀ
୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଆୟୋଜିତ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି…
ଏବେ ଚାକିରି ଶେଷ ଦିନରେ ମିଳିବ ପିପିଓ
ପେନସନ୍ ଯୋଜନାର ସରଳୀକରଣ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଚାକିରିର ଶେଷଦିନରେ ଯେପରି ପେନସନ୍ ଦେୟ ଆଦେଶ(ପିପିଓ) ମିଳିବ ସେଥିନେଇ ସରକାର ଅଣ୍ଟା ଭିଡିଛନ୍ତି । ପେନସନ୍ଧାରୀଙ୍କ ଅଭିଯୋଗର ଫୈସଲା ଯୁଦ୍ଧକାଳିନ ଭିତ୍ତିରେ କରାଯିବ । ଚାକିରି ଶେଷ ପରେ ଆଉ…
ନେତାଜୀ ଜୟନ୍ତୀକୁ ଜାତୀୟତାର ସହ ପାଳନ ହେବ
ପୁରୀ, ୨୩ ଜାନୁଆରୀ - ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ଅଦମ୍ୟ ସାହସୀ ସ୍ଵାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜନ୍ମ ଦିନକୁ ଜାତୀୟତା ଭାବନାର ଜାଗରଣ ଭାବରେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତ ଦେଇଛନ୍ତି। ଆଜି ପୂର୍ବାହ୍ନରେ ମାଖନ ହାଲଦାର ସ୍ମୃତି କମିଟି…
ବନ ବିଭାଗର ଚଢଉ : ଶାଗୁଆନ ଗଣ୍ଡି ଜବତ
ବଲାଙ୍ଗିର, ୨୩ ଜାନୁଆରୀ - ଗତକାଲି ପୂର୍ବାହ୍ନରେ ଲାଠୋର ରେଞ୍ଜ ର କର୍ମଚାରୀମାନେ କର୍ଲାକୁଟନା ବିଟ୍ ବାହାବଲ ଗ୍ରାମ ନିକଟରେ ୩୯.୮୬ ସିଫ୍ଟ ମାପ ବିଶିଷ୍ଟ ୫ ଟି ଶାଗୁଆନ ଗଣ୍ଡି ଜବତ କରିଥିଲେ। ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। …
ମାଲକାନଗିରି ବ୍ଲକ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ
ମାଲକାନଗିରି, ୨୩ ଜାନୁଆରୀ - ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମାଲକାନଗିରି ଜିଲ୍ଲା ପାଇଁ ୪ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ତାଙ୍କୁ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ - ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମୋର ସାଦର ପ୍ରଣାମ । ତାଙ୍କ ସଂଘର୍ଷମୟ ଜୀବନ ସାହସ, ତ୍ୟାଗ ଓ…