Browsing Category

ମନୋରଞ୍ଜନ

ଆରପାରିରେ ଓଡ଼ିଆ ସଂଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ

ଭୁବନେଶ୍ୱର, ୨୭ା୧୦ (ଡିକେ ନୁ୍ୟଜ୍):ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟନିଦେ୍ର୍ଦଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଂଗୀତନିଦେ୍ର୍ଦଶକ, ଗୀତିକାର, କଙଋଶିଳ୍ପୀ ତଥା ଅଭିନେତାସ୍ୱରୂପ ନାୟକ ଆଉ ନାହାନ୍ତି । ୭୦ରୁ ଅଧିକ ଓଡ଼ିଆଫିଲ୍ମରେ ପାଇଁ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବାବେଳେ…

ଅମାଲା ପାଲ୍ଙ୍କୁ ଜନ୍ମଦିନରେ ମିଳିଲା ସରପ୍ରାଇଜ୍

ମୁମ୍ବାଇ, ୨୭ା୧୦: ସାଇଥ୍ ଫିଲ୍ମଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫକୁଏଞ୍ଜୟେ କରୁଛନ୍ତି । ଏହାସହ ଗୁରୁବାରସେ ଜନ୍ମଦିନ ବହୁତ ଧୁମଧାମରେପାଳନ କରିଛନ୍ତି । କିନ୍ତୁ ଅମାଲା ଗତକିଛି ବର୍ଷ ହେବ କୌଣସି ନା କୌଣସିକଥାକୁ ନେଇ ଲାଇମ୍ ଲାଇଟରେରହିଛନ୍ତି । ତେବେ…

ସରୁ କ୍ଷା ପରଚି ।ଳନା କ୍ଷେତ୍େର ର ଏମସ୍ ଏି ଲ ୍ ସଏି ମଡ୍ ି ପରୁ ସ୍କତ

ତାଳଚେର,୨୨ ।୧୦(ମନୋଜନନ୍ଦ): ସୁରକ୍ଷା ପରିଚାଳନାକ୍ଷେତ୍ରରେ ଅତୁଳନୀୟ ଅବଦାନକୁସମ୍ମାନ ଜଣାଇ ମହାନଦୀ କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷତଥା ପରିଚାଳନା ନିଦେ୍ର୍ଦଶକ ଓ.ପି. ସିଂଙ୍କୁ ସମ୍ମାନଜନକ "ଆପେକ୍ସଇଣ୍ଡିଆ ଭିଜନାରୀ ଲିର୍ଡ ଆୱାର୍ଡ- ୨୦୨୩' ପ୍ରଦାନ କରାଯାଇଛି ।ଏଥିସହ ଆପେକ୍ସ…

ବଢ଼ିଲା ପ୍ରଦୂଷଣ : ଲାଗିଲା କଟକଣା

ନୂଆଦିଲ୍ଲୀ ,୨୨ା୧୦ : ପୁଣି ବିଷ ବଳୟରେରାଜଧାନୀ । ଶୀତ ପୂର୍ବରୁ ବିଲାଣି ପ୍ରଦୂଷଣ ।ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବିଛି ପ୍ରଦୂଷଣ । ଯୁଆଡେ ଦେଖିବ ଖାଲି ଧୂଆଁଳିଆଦେଖାଯାଉଛି । ·ରିଆଡେ ଧୂଆଁର ·ଦରଢ଼ାଙ୍କି ହେଲା ଭଳି ମନେ ହେଉଛି । ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲହୋଇପଡୁଛି…

ମଞ୍ଚ ତଳକୁ ଖସି ପଡ଼ିଲେ କାଜଲ

ମୁମ୍ବାଇ, ୨୧ା୧୦: ଏବେ ଦେଶର ପ୍ରତିଟି କୋଣରେ ନବରାତ୍ରୀ ପାଳନ କରାଯାଉଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ନବରାତ୍ରୀ ପାଳନ କରୁଥିବା ଦେଖାଯାଇଛି । ଏମଧ୍ୟରେ ବଲିଉଡ ଅଭିନେତ୍ରୀ କାଜଲଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଦୁର୍ଗା…

ମୁମ୍ବାଇ ଛାଡି ଚେନ୍ନାଇ ଯିବେ ଅମୀର ଖାନ

ମୁମ୍ବାଇ,୨୧ା୧୦: ବଲିଉଡର ମିଷ୍ଟର ପର୍ଫେକ୍ଟନିଷ୍ଟ ତଥା ଅଭିନେତା ଅମୀର ଖାନୟ ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ଅଭିନେତା ଖୁବ ଶୀଘ୍ର ସ୍ୱପ୍ନର ସହର ତଥା ମାୟାନଗରୀ ମୁମ୍ବାଇ ଛାଡି ଚେନ୍ନାଇ ଯିବେ । ତାଙ୍କ ସ୍ଥାନ ବଦଳିବାର କାରଣ ହେଉଛିତାଙ୍କ ମାଆ ଜିନତ ହୁସେନ୍…

୨୧ରୁ ରିୟଲିଟି ଶୋ “ଗୃହଲକ୍ଷ୍ମୀ

ଖୋର୍ଦ୍ଧା,୧୮ା୧୦ (ଡିକେ ନୁ୍ୟଜ୍): ଜୀ-ସାର୍ଥକସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗାଧାରାବାହିକ ହେଉ କି ରିୟଲିଟି ଶୋ ମାଧ୍ୟମରେ । ସେହିପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇପୁଣି ଏକ ଭିନ୍ନ ଧରଣର ରିୟଲିଟି ଶୋ…

ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ

କଟକ, ୧୬ା୧୦ (ଡିକେ ନୁ୍ୟଜ୍): "ତୁଛାକୁ ମହୁ, ଗୁଡ଼ପଡ଼ିଲେ କି ରହିବ ଆଉ', ଝୁଣ୍ଟିଆକୁ ଚୁଡ଼ି ଝମର ଝମର'ଆଦି ଗୀତ ପାଇଁ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବାବିନୋଦିନୀ ଦେବୀ ଆଉ ନାହାନ୍ତି । ଓଡ଼ିଆ ଚଳଚ୍ଚିତ୍ର ସଂଗୀତରଅପ୍ରତିଦ୍ୱ-ୀ ଗୀତିକାର ବିନୋଦିନୀ ଦେବୀ ସୋମବାର ସକାଳେ…

ରିଲିଜ୍ ହେଲା “ଟାଇଗର-୩’ର ଟ୍ରେଲର

ମୁମ୍ବାଇ, ୧୬ା୧୦: ସଲମାନ ଖାନଏବଂ କ୍ୟାଟ୍ରିନା କୈଫଙ୍କ ବହୁପ୍ରତୀକ୍ଷିତ ଫିଲ୍ମ "ଟାଇଗର-୩' ।ବର୍ତ୍ତମାନ ତାହାର ଟ୍ରେଲର ରିଲିଜହୋଇଛି । ପ୍ରଶଂସକମାନେ ଉତ୍ସାହରସହିତ ଏହାକୁ ଅପେକ୍ଷା କରିଥିଲେ ।ଏହା ୨୦୨୩ର ମୋଷ୍ଟ ଆଉଟେଡ୍ଫିଲ୍ମ । "ଟାଇଗର-୩'ର ଆକ୍ସନ୍ପ୍ୟାକ୍ ଟ୍ରେଲର ଆସିବା ମାତ୍ରେସୋସିଆଲ…

ଆକ୍ସନ ଅବତାର ଦେଖାଇଲେ ଦୀପିକ

ମୁମ୍ବାଇ, ୧୫ା୧୦: ମୁହଁରୁ ଝରୁଛିରକ୍ତ । ଦେହରେ ଖାକି ପୋଷାକ ।ହାତରେ ବନ୍ଧୁକ । ଲେଡି ସିଙ୍ଘମଲୁକରେ ଦମ୍ ଦେଖାଇଛନ୍ତି ଦୀପିକାପାଦୁକୋନ୍ । ଅକ୍ସନ ଅବତାରରେନଜର ଆସିଛନ୍ତି ଏହି ଅଭିନେତ୍ରୀ ।ତାଙ୍କର ଏହି ଲୁକ୍ ଫ୍ୟାନମାନଙ୍କ ହୋସ୍ଉଡାଇ ଦେଇଛି । ନବରାତ୍ରୀଅବସରରେ ଫ୍ୟାନମାନଙ୍କୁ…