Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
କଚ୍ଚା ବାଦାମରେ ବଙ୍ଗାଳି ଷ୍ଟାଇଲ କନ୍ୟା ଲୁକରେ ରାନୁ ମଣ୍ଡଳ
ଡୁମାଣୀ ଟିଭି,୧୪/୪:ରାତାରାତି ସୋସିଆଲ ମିଡିଆରେ ଛାଇ ଯାଇଥିବା ରାନୁ ମଣ୍ଡଳ ସମସ୍ତଙ୍କ ମନରେ ଯେମିତି ବସା ବାନ୍ଧିଛନ୍ତି । ତାଙ୍କର ମାତ୍ର ଗୋଟିଏ ଭିଡିଓ ଭାଇରଲ ହେବା ପରେ ପୁରା ଦେଶ ତାଙ୍କୁ ଜାଣି ଯାଇଥିଲା । ଏମିତିକି ଫିଲ୍ମ ଅଭିନେତା ତଥା ଗାୟକ ହିମେସ ରେସମୀୟା ତ ତାଙ୍କୁ ନିଜ ଫିଲ୍ମରେ…
ଶୋଷିଲା କୁନି ଚଢେଇକୁ ବୋତଲରେ ପାଣି ପିଆଉଛନ୍ତି ଯୁବକ ଭିଡିଓ ଭାଇରାଲ
ଡୁମାଣୀ ଟିଭି,୯/୪:ହୋଲି ସରିବା ପରେ ଦେଶର ଅନେକ ଅଞ୍ଚଳ ତାପମାତ୍ରା ଧିରେଧିରେ ବଢୁଛି। ଖରା ଦିନ ଆସିବା ମାତ୍ରେ ମଣିଷମାନେ ସେଥିରୁ ରକ୍ଷା ପାଇବା ପାଇଁ ନିଜ ନିଜ ବ୍ୟବସ୍ଥା କରନ୍ତି। ଲୋକମାନେ ମୃଦ୍ୟୁ ପାନୀୟ, ଛତା, ଫ୍ରିଜ୍, ପଙ୍ଖା , ଏସି ଆଦି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମୟରେ…
ବୟସ ମାତ୍ର ୧୭ ମାସ ହେଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ
ଡୁମାଣୀ ଟିଭି,୮/୪:ବୟସ ମାତ୍ର ୧୭ ମାସ । ଏବେ ଏବେ କଥା କହିବା ଆରମ୍ଭ କରିଛନ୍ତି । କଥା କହିଲେ ପାଟି ଲାଖି ଯାଉଛି । ହେଲେ ତାଙ୍କ ପାଖରେ ରହିଛି ବିଚକ୍ଷଣ ବୁଦ୍ଧି । ଯେଉଁଥି ପାଇଁ ସେ ଆଜି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।
ବିନା ଦ୍ୱିଧାରେ ସେ ଏତେ କୁନି ବୟସରୁ ଫୁଲ, ଫଳ,…
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶରୀର ସାରା ଟାଟୁ
ଡୁମାଣୀ ଟିଭି,୮/୪:ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଧିକାଂଶ ଲୋକ ସେମାନଙ୍କର ଫଟୋ ଆଗରେ ଫୁଲ ଦେଇଥାଆନ୍ତି ନଚେତ ଦୀପ ଜଳାଇ ଥାଆନ୍ତି । ନିକଟରେ ଜଣେ ବ୍ୟକ୍ତି ସହିଦଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଛି । ହାପୁଡ଼ରେ ରହୁଥିବା ଇଣ୍ଟିରିୟର…
କିସ୍ ଦେଲା କେସ୍ ଯୁବତୀଙ୍କୁ କିସ୍ କରିବା ପଡିଲା ମହଙ୍ଗା
ଡୁମାଣୀ ଟିଭି ୩/୪: କିସ୍ କରି ହଟହଟା ହେଲେ ଯୁବକ। ଟ୍ରେନ୍ ଭିତରେ ଜଣେ ଯୁବତୀଙ୍କୁ କିସ୍ କରିବା ଏବେ ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଏଥିପାଇଁ ମିଳିଛି ଶାସ୍ତି। ଏପରିକି ତାଙ୍କୁ ଏଥିପାଇଁ ଯିବାକୁ ପଡିବ ଜେଲ୍। କୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ…
ଗିନିଜ୍ ବିଶ୍ୱ ରେକର୍ଡରେ ବିଶ୍ୱର ସବୁଠାରୁ ଡେଙ୍ଗା ବାଳକ
ଡୁମାଣୀ ଟିଭି ୩/୪: ଗିନିଜ୍ ବିଶ୍ୱ ରେକର୍ଡ ଶନିବାର ବିଶ୍ୱର ସବୁଠାରୁ ଡେଙ୍ଗା ବାଳକଙ୍କ ଭିଡିଓ ସେୟାର କରିଛି । ଯେଉଁ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହାକୁ ଲକ୍ଷ ଲକ୍ଷ ୟୁଜର ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।
ସବୁଠାରୁ ଡେଙ୍ଗା ଯୁବକ ହେଲେ ଓଲିବିୟର ରିୟୋକ୍ସ । ତାଙ୍କ…
ଚାର୍ଜସିଟରୁ ବଞ୍ଚିଗଲେ ଟପଲେସ୍ ହେବି କହି ବିବାଦୀୟ ବୟାନ ଦେଲେ ପୁନମ
ଡୁମାଣୀ ଟିଭି , ୨/୪: କଙ୍ଗନା ରଣାୱତ୍ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍ ତାଙ୍କ…
କନ୍ନଡ ଷ୍ଟାର ରକିଙ୍କ ଜଲୱା
ଡୁମାଣୀ ଟିଭି , ୨/୪: ଯୁଗ ପରିବର୍ତ୍ତନ ହେବା ସହ ଲୋକଙ୍କର ଆଶା ଆଙ୍କାକ୍ଷା ସବୁରେ ପରିବର୍ତ୍ତନ ହେବାକୁ ଲାଗୁଛି । ଆଧୁନିକ ସମାଜରେ ,ପଛରେ ପଡିଛି, ଅନ୍ଧବିଶ୍ୱାସ କୁସଂସ୍କାର ପ୍ରଭୃତି । ଚାକରର ପୁଅ ଚାକର ହେବ କି ଡ୍ରାଇଭର ପୁଅ ଡ୍ରାଇଭର ହେବ ଏହି ଭଳି ନିଚ ପ୍ରଥା ନାହିଁ ଆଉ ଏଇ ସଭ୍ୟ…
କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଅଭିଯୋଗ
ଯୌନ ଉତ୍ପୀଡ଼ନ ତଥା ୨୦୨୦ରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି। ଗଣେଶ ଆଚାର୍ଯ୍ୟ ଜଣେ ମହିଳା କୋ-ଡ୍ୟାନସ ଅଭିଯୋଗ କରିଥିଲେ। ଏନେଇ ଗୁରୁବାର ଦିନ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଆଇନର ବିଭିନ୍ନ…
ସତସତିକା ମିଛ ଦିନ
ଡୁମାଣୀ ଟିଭି ,୧/୪ ; ବିଶ୍ୱସ୍ତରରେ ଏପ୍ରିଲ ପହିଲା ଦିନଟିକୁ ବୋକା ଦିନ ଭାବେ ପାଳନ କରନ୍ତି । ସୁଖ ଦୁଃଖର ଏଇ ସଂସାରରେ କିଛି କ୍ଷଣ ପାଇଁ ଖୁସି ମନେଇବାରେ ଏହି ଦିନଟିକୁ ପାଳନ କରାଯାଏ । ମଜା କରି ପରସ୍ପରକୁ ବୋକା ବନେଇବାରେ ଥାଏ କିଛି ଅଲଗା ମଜା । ଥଟ୍ଟା ମଜା କରି ପରସ୍ପରକୁ ଏପ୍ରିଲ ଫୁଲ…