Browsing Category

ରାଜନୀତି

ପ୍ରଧାନମନ୍ତ୍ରୀ ଙ୍କୁ ଗାଳି ଦେବା ପଡିଲା ମହଙ୍ଗା , ରୁଜୁ ହେଲା ମାମଲା ||

ଜୁନ୍ ୧୩ ରେ ନାଗପୁରର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ କାର୍ଯ୍ୟାଳୟ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ବେଳେ, କଂଗ୍ରେସର ପୂର୍ବତନ ସଭାପତି ଶେଖ ହୁସେନ୍ ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦରେ ଗାଳି ଦେଇଥିବା ଦେଖିବାକୁ ମିଳିଥିଲା | ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ସ୍ଥାନୀୟ ଭାରତୀୟ ଜନତା…

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆଜି

ଭୁବନେଶ୍ବର - ଦିଲ୍ଲୀରେ କଂଗ୍ରେସର ମୁଖ୍ୟାଳୟ ଠାରେ ଦିଲ୍ଲୀ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ସକାଳ 10.30ରେ ଭୁବନେଶ୍ବର ସ୍ଥିତ ଏଡିଏମ କାର୍ଯାଳୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ପିସିସି ମିଡିଆ ସେଲ…

ଥରୁଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ନୂଆଦିଲ୍ଲୀ,୧୫ା୬: କ୍ରେମ୍‌ଲିନ୍‌ରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଠିଆ ହେବାକୁ ଉଦ୍ୟମ କରିବା ବେଳେ ଥରି ଯାଉଛନ୍ତି ବୋଲି ଗୋଟାଏ ନୂଆ ଭିଡିଓରେ ଦେଖି "ନ୍ୟୁୟର୍କ ପୋଷ୍ଟ୍‌' ରିପୋର୍ଟ କରିଛି । ସାମାଜିକ ଗଣମାଧ୍ୟମରେ ସମ୍ପ୍ରତି…

ରାଷ୍ଟ୍ରପତି ନିର୍ବାଚନ ନେଇ ପାଗ ଭିଡା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଛି । ଶାସକ ଏବଂ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ତା’କୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି । ଏଥିପାଇଁ ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି ବିରୋଧୀ । ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ସହମତି…

ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର, ୧୫ା୬(ଡିକେ ନ୍ୟୁଜ): ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଓଡ଼ିଶା ପଛକୁ ଏହି ପୁଲରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି ।…

ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | ଏଣିକି ବିଧାନସଭା ସମ୍ଭାଳିବେ ବିକ୍ରମ ଆରୁଖ ||

ଭୁବନେଶ୍ୱର: ୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ । ଗୃହରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ନାମ ଘୋଷଣା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଗୃହରେ ବିକ୍ରମ ଆରୁଖଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି…

ଶିକ୍ଷା ହିଁ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାଲେଶ୍ୱର ଜିଲ୍ଲାର ରେମୁଣାସ୍ଥିତ ଅରମଳାଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ପକ୍ଷରୁ ନିର୍ମିତ ଏକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି । ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦…

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ବିବାଦ ତିଆରି କରିବା ଠିକ ନୁହେଁ- ଅମର ପଟ୍ଟନାୟକ

ଭୁବନେଶ୍ୱର, ୧୨ ଜୁନ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ବିବାଦ କରିବା ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ବିଜେପି ସଭାପତି ସମୀର ମହାନ୍ତିଙ୍କ ଦ୍ୱାରା ବିଧାନସଭା ଅଧିବେଶନ ସମୟରେ ବିଦେଶ ଯିବା ଓ ଭର୍ଚୁଆଲ ମାଧ୍ୟମରେ ଅଧିବେଶନରେ…

ପ୍ରଫେଟ ମହମ୍ମଦ ବିବାଦ: ମୁହଁ ଖୋଲିଲେ ତସଲିମା ନସରୀନ ||

ନୂଆଦିଲ୍ଲୀ,୧୧ା୬: ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଦେଖାଦେଇଥିବା ବିବାଦରେ ମୁହଁ ଖୋଲିଛନ୍ତି ବାଂଲାଦେଶର ଲେଖକ ତସଲିମା ନାସିରିନ୍ ।ତସଲିମା କହିଛନ୍ତି କି ମହମ୍ମଦ ଆଜି ଜୀବିତ ଥାଆନ୍ତେ, ତେବେ ସାରା ବିଶ୍ୱରେ ମୁସଲମାନ ପ୍ରଶଂସକର ପାଗଳାମି ଦେଖି ଆଶ୍ଚର୍ଯ୍ୟ…

ଝାରଖଣ୍ଡ ରେ ଥମୁନି ହିଂସାକାଣ୍ଡ ||

ନୁପୁର ଶର୍ମା ଙ୍କ ବିବାଦୀୟ ବୟାନ ପରେ ଝାରଖଣ୍ଡ ରେ ପ୍ରବଳ ହିଂସା ଏବଂ ପୋଡାଜଳା ।ପରିସ୍ଥିତି ଅନାୟତ ,ପିଲିସ ନାକେଦମ । ପରିସ୍ଥିତି କୁ ଲକ୍ଷ୍ୟକରି କର୍ଫ୍ୟୁ ଜାରି କରାଯାଇଛି ।ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି । ବିଜେପି…