Browsing Category

ରାଜ୍ୟ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ

ଭୁବନେଶ୍ୱର, : ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିରରୁ ଦୀଘା ଯାଇନି ଦାରୁ । ଲିମ୍ବ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ । ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘା ବେଳାଭୂମିର…

ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

ଧର୍ମଗଡ଼ : ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକା ମାନେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିନା ଛୁଟି ରେ ବହୁ ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହ ସେମାନଙ୍କୁ…

ପାରାଦ୍ଵୀପ ରେ ଗୁଜବ, ବୁଲୁଛନ୍ତି ୬ ସନ୍ଦିଗ୍ଧ

ପାରାଦ୍ଵୀପ :-ଜଗତସିଂହପୁର ଜିଲ୍ଲା ଏସ୍ପି ଭବାନୀ ଶଙ୍କର ଉଦଗାତା ଙ୍କ ପ୍ରତିକ୍ରିୟା। ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ନେଇ ରଖିଲେ ପ୍ରତିକ୍ରିୟା। ଏହା ଗୁଜବ ବୋଲି କହିବା ସହିତ କେହି ଭୟଭୀତ ନହେବାକୁ ସମସ୍ତ ପାରାଦୀପ ର ଜନ ସାଧାରଣ ଙ୍କୁ କରିଲେ ଅନୁରୋଧ।…

କୁସୁମଖୁଣ୍ଟି ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ଇଂରାଜୀ ଓ ଗଣିତ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କୁସୁମଖୁଣ୍ଟି ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ୧ ମାସ ଧରି ଇଂରାଜୀ ଓ ଗଣିତ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଘାଟିତ ହୋଇ ଯାଇଛି। ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ…

୪ ଦିନ କାଳବୈଶାଖୀ ପ୍ରକୋପ ଅଧିକ, ୮ରୁ ୧୪ ଯାଏ ବଢିବ ତାତ

ଭୁବନେଶ୍ୱର, : ପାରଳାଖେମୁଣ୍ଡି, ବୌଦ୍ଧ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଶନିବାର କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, କାଳବୈଶାଖୀ ପ୍ରକୋପ…

ଗୁଡହାଣ୍ଡି ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ,ପର୍ଯ୍ୟଟନ ସ୍ଥଳୀ କୁ ବ୍ଲକ ସ୍ତରୀୟ କମିଟି ପାଇଁ ଦାବି

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ମଧୁ ମାଧବ ତୀର୍ଥକ୍ଷେତ୍ର ପାଇଁ ପ୍ରସିଦ୍ଧ ଗୁଡହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ଦିନ ରେ କମିଟି ସମ୍ପ୍ରସାରଣ କୁ ନେଇ ବିବାଦ ଉପୁଜିଥିବା ବେଳେ ଦିର୍ଘ ବର୍ଷ ରୁ ଗୁଡହାଣ୍ଡି ଉନ୍ନୟନ କମିଟି ଏହି ପର୍ଯ୍ୟଟନ ସ୍ଥଳୀ ର…

ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା ରେ ଦୁଇ ମୃତ..

ପାରାଦ୍ଵୀପ-ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଆଇପିଟି ( ଇଣ୍ଟଟ୍ରା ପୋର୍ଟ ଟ୍ରାନ୍ସପୋର୍ଟ ) ଡ୍ରାଇଭର ମୃତ । ମୃତକଙ୍କ ପରିଚୟ ହେଉଛି ଜଣକର ନାମ ରତ୍ନାକର ସ୍ଵାଇଁ ଓ ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳର ଡେରୁନିଁଆ ଓ ଆଉ ଜଣକର ନାମ ଚନ୍ଦନ ଜେନା ଓ ତାଙ୍କ ଘର ସ୍ଥାନୀୟ…

ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ,ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା

ଧର୍ମଗଡ଼: ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ ଯଦିଓ ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ଭାବରେ କୌଣସି ଲିଖିତ ଦସ୍ତାବେଜ ନାହିଁ, ତେବେ ୧୪୦ କୋଟି ଭାରତୀୟ ନାଗରିକ ସେମାନଙ୍କ ହୃଦୟରେ ଗଣ ମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର ମାନ୍ୟତା…

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭା ସଂଘ ସଭାପତି ପ୍ରମୋଦ କୁମାର ଠାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ, ମୁଖ୍ୟ ବକ୍ତା ଭାବେ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳନ।

ଯାଜପୁର: ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଗୋପିନାଥ ଜିଉ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଲିପାଟଣା ପରିସରରେ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଶ୍ରମିକ ଦିବସ ପାଳିତ…