Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩୦ରୁ \”ୱିମେନ୍ସ ବିଜନେସ୍ ମେଳା ୨.୦\’: ୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ
ଭୁବନେଶ୍ୱର,: ଚଳିତ ମାସ ୩୦ରୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ୱିମେନ୍ସ ବିଜିନେସ୍ ମେଳା ୨.୦ ଆରମ୍ଭ ହେବ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟର୍ପ୍ରିନ୍ୟୁରସିପ୍ କାଉନ୍ସିଲ୍ (ଆଇଏନଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଳା ପାଞ୍ଚ ଦିନ ଧରି ମେ\' ୪…
ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦସଭା
ଖୋର୍ଦ୍ଧା,: ୱାକଫ ଆଇନକୁ ବିରୋଧ କରିବା ନାମରେ ୧୧ ଅପ୍ରେଲ ୨୦୨୫ରେ ମୁସଲିମ ଜନତାଙ୍କ ଦ୍ୱାରା ହିଂସାତ୍ମକ ପ୍ରଦର୍ଶନ ର ପ୍ରକୃତ ଉଦେଶ୍ୟ ଥିଲା ମୁର୍ଶୀଦାବାଦକୁ ହିନ୍ଦୁମୁକ୍ତ କରିବା । ଧର୍ମାନ୍ଧ ଜିହାଦି ମାନେ ହିନ୍ଦୁ ସମ୍ପ୍ରଦାୟର ୨୦୦ରୁ ଅଧିକ ଘର ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ଲୁଟ୍ କରିବା…
ଜିନ୍ଦଲ ଷ୍ଟେନଲେସ ଓ ଏବି ଏନର୍ଜି ଓଡ଼ିଶାର ସର୍ବବୃହତ କ୍ୟାପଟିଭ୍ ଶିଳ୍ପ ସୌର ପ୍ଲାଣ୍ଟ ସହିତ ନୂଆ ମାନଦଣ୍ଡ ସ୍ଥାପନ
ଭୁବନେଶ୍ୱର,: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଓ ଭାରତର ଅଗ୍ରଣୀ ସ୍ୱଛ ଶକ୍ତି ସମାଧାନ ପ୍ରଦାନକାରୀ ଏବି ଏନର୍ଜି ସଲ୍ୟୁସନସ ପ୍ରାଇଭେଟ ଲମିଟେଡ ଓଡ଼ିଶାର ଯାଜପୁରଠାରେ ଜିନ୍ଦଲ ଷ୍ଟେନଲେସ ଉତ୍ପାଦନର ଅଂଶ ହୋଇ ସୌର ପ୍ରକଳ୍ପ ସ୍ଥାପନ ଓ ଏହାର ସଫଳ…
ମହିଳାଙ୍କ ଦେଶୀ ମଦ ବିରୋଧୀ ଆନ୍ଦୋଳନ ତେଜିଲା
ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ଠାରେ ବ୍ୟାପକ ଭାବେ ଚୋରା ଦେଶୀ ମଦ ବିକ୍ରିକୁ ବିରୋଧ କରି ଏକ ରାଲିରେ ସହସ୍ରାଧିକ ମହିଳା ଅଲଡା ଗ୍ରାମ ମଦ ବିରୋଧୀ ନାରା ଦେଇ ପରିକ୍ରମା କରିଥିଲେ । କିଛି ବରିଷ୍ଠ ଗ୍ରାମବାସୀଙ୍କ କହିବା ଅନୁଯାଇ ଅଲଡା ଗ୍ରାମର…
ଚଳିତ ବର୍ଷ ପ୍ରଥମଥର ପାଇଁ ୪୫ ଟପିଲା ତାତ
ଭୁବନେଶ୍ୱର, : ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ୪୫ ଟପିଛି ତାତି । ଗତ ଦୁଇଦିନ ହେଲା ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସୋମବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ସୋମବାର ରେକର୍ଡ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ…
ତିନିଖଣ୍ଡ ସୀମାନ୍ତ ଗ୍ରାମବାସୀ ପୂର୍ବତନ ଆନ୍ଧ୍ର ଉପ ମୁଖ୍ୟ ମନ୍ତ୍ରୀ ରାଜନ ଦୋରା ଙ୍କ ନିକଟରେ ଦ୍ୱାରସ୍ତ ହେଲେ।…
କୋରାପୁଟ : କୋଟିଆ ହାତେଇବା ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅହ ରହ ପରିଶ୍ରମ କରୁଥିବା ବେଳେ ସେଠାକାର ଲୋକଙ୍କୁ ବିଭିନ୍ନ ସମୟରେ ଯୋଜନାର ପ୍ରଲୋଭନ ଦେଖାଇ ନିଜ ରାଜ୍ୟ ରେ ମିଶାଇବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର। ଆଜି କୋଟିଆ ଗ୍ରାମପୁଞ୍ଜି ର ସୀମାନ୍ତ ନେରିଡି ବାଲସା,ତାଡିବାଲସା ଓ…
ସାହିତ୍ୟିକ ଯଜ୍ଞେଶ୍ଵର ପଣ୍ଡାଙ୍କୁ ସାହିତ୍ୟ ସାରଥି ଉପାଧି ପ୍ରଦାନ
କୋରାପୁଟ : କଳା ବିକାଶ କେନ୍ଦ୍ର କଟକ ଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶାର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଡ. ଯଜ୍ଞେଶ୍ଵର ପଣ୍ଡାଙ୍କୁ *ସାହିତ୍ୟ ସାରଥି* ଉପାଧିରେ ଭୂଷିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ…
ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ -2025 ପୁରସ୍କୃତ ହେଲେ କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ
କୋରାପୁଟ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ ଦିବସ ରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଏକ୍ସଲେନସ୍ -2025 ଆୱାର୍ଡ ଗ୍ରହଣ କରିଛନ୍ତି l କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ…
ଲକ୍ଷ୍ମୀ ବସରୁ ପଡ଼ି ଜଣେ ମହିଳା ଆହତ
କୋରା ପୁଟ: ସିମିଳିଗୁଡାରୁ ଦାମନଯୋଡି ଦେଇ କୋରାପୁଟ ଯାଉଥିବା ଲକ୍ଷ୍ମୀ ବସ୍ (ଓଡି ୧୦ଏକ୍ସ ୮୭୧୯) ରୁ ଜନୈକା ମହିଳା ପଡ଼ି ଆହାତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ବସଟି କୋରାପୁଟ ଯାଉଥିବା ସମୟରେ ଭେଜାପୁଟ ବଜାର ଠାରେ ବସ୍ ଚାଲିଥିବା ଅବସ୍ଥାରେ ମହିଳା ଜଣକ ହଠାତ୍ ଓହ୍ଲାଇବାକୁ…
୨୪ରୁ ଆରମ୍ଭ ବିରୂପା ମହୋତ୍ସବ.
ସାଲେପୁର : ଆଞ୍ଚଳିକ ସାମାଜିକ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିକଳାନନ୍ଦ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୨୪ତାରିଖ ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଗୋପୀନାଥ ପୁର ନିକଟସ୍ଥ ବିରୂପା ନଦୀ କୂଳରେ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପାଗା…