Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେୟାର ହସ୍ପିଟାଲ ତରଫରୁ ‘ନ୍ୟୁରୋ ଏବଂ ସ୍ପାଇନ୍’ ସର୍ଜରୀ କର୍ମଶାଳା
ଭୁବନେଶ୍ୱର,: ଭାରତୀୟ ସ୍ୱାସ୍ଥ୍ୟ ସେବାରେ ଏକ ବିଶ୍ୱସ୍ତ ନାମ, କେୟାର ହସ୍ପିଟାଲ ଭୁବନେଶ୍ୱର ତରଫରୁ ଏକ ଲାଇଭ
“ନ୍ୟୁରୋ ଏବଂ ସ୍ପାଇନ୍” ସର୍ଜରୀ ତାଲିମ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ବହୁ ବିଶିଷ୍ଟ ନ୍ୟୁରୋ ସର୍ଜନ ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ଏକାଠି…
ଷ୍ଟେଟ୍ ବ୍ୟାଙ୍କ୍ର ଗ୍ରୀନ ମାରାଥନ
ଭୁବନେଶ୍ୱର,: ରେଡ଼ିଓ ମିର୍ଚି ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳର ମିଳିତ ସହଯୋଗରେ ସମାଜରେ ପ୍ଲାଷ୍ଟିକ ମୁକ୍ତ ସାମଗ୍ରୀର ବ୍ୟବହାର ବାର୍ତ୍ତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରୀନ ମାରାଥନ ୨୦୨୫ ଆୟୋଜିତ ହୋଇଯାଇଛି । ଗତ ଫେବୃଆରୀ ୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କଳିଙ୍ଗ…
ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୫ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, : ଓଡ଼ିଆ ଭାଷା ସାହିତ୍ୟର ରୀତିଯୁଗୀୟ କବି ଓ ଓଡ଼ିଶୀ ସଙ୍ଗୀତକାର ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୫ତମ ଜୟନ୍ତୀ ଉତ୍କଳୀୟ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଏବଂ ଚତୁର୍ଦ୍ଧା ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ଠାରେ…
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, : ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ କୋରକୋରା ସ୍ଥିତ ଭଦ୍ରକ ଆଇନ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ଏହି ସଚେତନତା…
ସ୍ଥାନାନ୍ତର ହେଲେ ସମର୍ଥ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ
ସମ୍ବଲପୁର,: ସମ୍ବଲପୁର ନେତାଜୀ ନଗର ଥିବା ସମସ୍ତ ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ କରାଗଲା ଅନ୍ୟତ୍ର ସ୍ଥାନାନ୍ତର । ସାମାଜିକ ସୁରକ୍ଷା କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ଜାରି କଲେ କାରଣ ଦର୍ଶାଅ ନୋଟିସ । ସେପଟେ ଖୁବଶୀଘ୍ର ରିମାଣ୍ଡରେ ଆସିବେ ଅଭିଯୁକ୍ତ ହରିଶ ଚନ୍ଦ୍ର ଦାସ ।…
ତିହିଡ଼ି ମହୋତ୍ସବ ତୃତୀୟ ସନ୍ଧ୍ୟା: ଓଡ଼ିଶାର ସାଂସ୍କୃତିକ ମାନଚିତ୍ର: ମନ୍ତ୍ରୀ
ତିହିଡ଼ି, : ଭଦ୍ରକ ଜିଲ୍ଲା ତିହିଡ଼ି ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହୋତ୍ସବ କମିଟି ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ…
କଂଗ୍ରେସ ଦଳର ‘ସାମନ୍ତବାଦୀ ଚିନ୍ତାଧାରା ଓ ରୁଗୁଣ ମାନସିକତା’କୁ ସ୍ପଷ୍ଟ କରିଛି: ମନମୋହନ ସାମଲ
ଭୁବନେଶ୍ୱର, : ସଂସଦରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ…
ଟ୍ରାଫିକ୍ ଭିଡ ହ୍ରାସ ପାଇଁ ଖର୍ଚ୍ଚ ହେବ ୭,୦୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବଜେଟ…
ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ପାଳିତ
ମୁନିଗୁଡ଼ା, : ଦିନକୁ ଦିନ ଆମ ରାଜ୍ୟରେ କିମ୍ବା ଆମ ଅଞ୍ଚଳରେ କୁଷ୍ଠ ରୋଗରେ ସଂକ୍ରମଣ ହୋଇଥିବା ଲୋକଙ୍କୁ ଘୃଣା
କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଜାତୀୟ କୁଷ୍ଠ ରୋଗ ନିରାକରଣ ଅଭିଯାନ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଲୋକଙ୍କୁ ସଚେତନତା…
ପାଠ ସହିତ ସାଠର ବି ଆବଶ୍ୟକତା ରହିଛି
ତିହିଡ଼ି,: ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ôଚ ନାରାୟଣ ମାଧବ ଅର୍ଜୁନ କଲେଜର ବାର୍ଷିକ ଉତ୍ସବ ଛାତ୍ରସଂସଦ, ନାଟ୍ୟ ସଂସଦ ଓ +୨ ସାଂସ୍କୃତି ସଂସଦ ମିଳିତ ଆୟୋଜନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଅମୂଲ୍ୟ ପରିଡ଼ାଙ୍କ ଅଧ୍ୟକ୍ଷତା ଓ…